Daily Archives

May 3, 2023

ବ୍ରହ୍ମପୁର କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କ ନାଁରେ ରହିଛି ୫ ମାମଲା

କନକ ବ୍ୟୁରୋ: ପାଞ୍ଚଟି ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କ ସହ ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ବ୍ରହ୍ମପୁର ଜେଏମଏଫସି କୋର୍ଟରେ ହାଜର ହୋଇଛନ୍ତି । ପ୍ରଦୀପଙ୍କ ନାଁରେ ୫ ମାମଲା ରହିଥିବା…

ଲକ୍ଷେ ଟପିଲାଣି ବାଇକ୍ ଦାମ୍ । ବିଏସ-୬ ଏବଂ ଓବିଡି-୨ ଗାଡିର ଦାମ ୨୫% ବୃଦ୍ଧି । କମିବାରେ ଲାଗିଛି ଦୁଇ ଚକିଆ ଗାଡ଼ିର…

କନକ ବ୍ୟୁରୋ: ଅଧିକାଂଶ ଦୁଇ ଚକିଆ ଗାଡିର ଦାମ ଲକ୍ଷେ ଟଙ୍କା ଟପିଲାଣି । ବିଶେଷକରି ବିଏସ-୬ ଏବଂ ଓବିଡି-୨ ଗାଡିର ଦାମ ୨୫% ବୃଦ୍ଧି ପାଇବା ପରେ ଗାଡିର ମୂଲ୍ୟ ବଢ଼ିଯାଇଛି । ଆଉ ଦାମ ବଢ଼ିବା ପରେ କମିବାରେ ଲାଗିଛି ଦୁଇ ଚକିଆ ଗାଡ଼ିର ବିକ୍ରି । ଅନ୍ୟପଟେ ମଧ୍ୟବିତ ପରିବାରଙ୍କ ମଧ୍ୟରେ କାର…

ଚର୍ଚ୍ଚାରେ ଗମ୍ଭୀର-କୋହଲି ବିବାଦ, ସାମ୍ନାକୁ ଆସିଲା ଯୁକ୍ତିତର୍କର ସତ।

କନକ ବ୍ୟୁରୋ: ଲକ୍ଷ୍ନୌରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଏବେ ସବୁଠି ଚର୍ଚ୍ଚା । ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁର ଓ ଲକ୍ଷ୍ନୌ ସୁପର ଜାଏଂଟସ୍ ମ୍ୟାଚରେ ଦୁଇ ଖେଳାଳୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ପଡ଼ିଆ ମଧ୍ୟରେ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ କଥା…

ବନ୍ଧା ହେଲା ବାଉନ୍ସର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରାଘବ ଜେନା । ରାଜଧାନୀରେ ଜାଗା ପଜେସନ୍ ଦେବା ନାଁରେ କରୁଥିଲା ଦଲାଲି…

କନକ ବ୍ୟୁରୋ: କମିଶନରେଟ୍ ପୋଲିସକୁ ଚକମା ଦେଇ ବେଶ କିଛି ଦିନ ଲୁଚି ବୁଲିବା ପରେ ଶେଷରେ ବନ୍ଧା ହୋଇଛି ପେଶାଦାର ଅପରାଧୀ ରାଘବ ଜେନା । ଫେରାର ଥିବା ବାଉନ୍ସର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ବାଙ୍କୀରୁ ଗିରଫ କରିଛି ପୋଲିସ । ରାଜଧାନୀରେ ଜାଗା ପଜେସନ୍ ଦେବା ନାଁରେ ଦଲାଲି କରୁଥିବା ତା…

ନୂଆ ମୋଡ଼ରେ କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନ। କ୍ରୀଡ଼ାମନ୍ତ୍ରୀଙ୍କ ଉପରେ ଆସିଲା ଅଭିଯୋଗ।

କନକ ବ୍ୟୁରୋ: ୧୦ଦିନ ବିତିଗଲାଣି । କିନ୍ତୁ ବାହାରିପାରୁନି ନିଷ୍କର୍ସ । ଭାରତୀୟ କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ଉପରେ ମହିଳା କୁସ୍ତିଯୋଦ୍ଧା ସଂଗୀନ ଅଭିଯୋଗ ଆଣିଛନ୍ତି । ଖରା, ବର୍ଷା ଭିତରେ ଜନ୍ତରମନ୍ତରରେ ଧାରଣାରେ ମଧ୍ୟ ବସିଛନ୍ତି । ସେମାନଙ୍କ ଗୋଟିଏ ଦାବି ରହିଛି । ବ୍ରିଜଭୂଷଣ…

ଶରଦ ପାୱାରଙ୍କ ଇସ୍ତଫା ନେଇ ମହାରାଷ୍ଟ୍ରରେ ଝଡ଼। ଏନସିପି ବିଜେପିରେ ମିଶିବା ନେଇ ଚର୍ଚ୍ଚା।

କନକ ବ୍ୟୁରୋ: ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାୱାର ତାଙ୍କ ପଦବୀରୁ ଇସ୍ତଫା ଦେବା ପରେ ମହାରାଷ୍ଟ୍ରରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ଶରତ ପାୱାରଙ୍କ ପରେ ଦଳର ସାଧାରଣ ସମ୍ପାଦକ ଜିତେନ୍ଦ୍ର ଆହଡ ଏବଂ ଅନ୍ୟ କିଛି ନେତା ମଧ୍ୟ ଇସ୍ତଫା ଦେଇଛନ୍ତି । ଏପଟେ ବୁଧବାର…