Daily Archives

May 31, 2023

ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ, ରୟାଲ କଲେଜର ଶତ ପ୍ରତିଶତ ଫଳାଫଳ

କନକ ବ୍ୟୁରୋ: ସଦ୍ୟ ପ୍ରକାଶିତ ଯୁକ୍ତ୨ ପରୀକ୍ଷାରେ ରୟାଲ କଲେଜର ଛାତ୍ରଛାତ୍ରୀ ଶତ ପ୍ରତିଶତ ଫଳାଫଳ ରଖି ସଫଳତା ହାସଲ କରିଛନ୍ତି । ବିଜ୍ଞାନରେ ମୋଟ ୯୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୪୮ ଜଣ, ଦ୍ବିତୀୟ ଶ୍ରେଣୀରେ ୪୦ ଜଣ ଏବଂ ତୃତୀୟ ଶ୍ରେଣୀରେ ୪ ଜଣ ଛାତ୍ରଛାତ୍ରୀ…

ମହାମୁକାବିଲା ପୂର୍ବରୁ ବିଜେପିର ମହା ଜନସମ୍ପର୍କ ଅଭିଯାନ। ଓଡ଼ିଶା ଆସିବେ ନରେନ୍ଦ୍ର ମୋଦୀ, ଅମିତ ଶାହା, ରାଜନାଥ ସିଂ

କନକ ବ୍ୟୁରୋ: ଗୋଟିଏ ମାସ ଧରି ଚାଲିବାକୁ ଥିବା ମହା ଜନସମ୍ପର୍କ ଅଭିଯାନର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜସ୍ଥାନର ଅଜମେରରୁ ଆରମ୍ଭ ହୋଇଥିବା ଏହି ଅଭିଯାନ, ଆସନ୍ତା ଜୁନ୍୍ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ୯ବର୍ଷର ଶାସନ କାଳରେ ମୋଦୀ ସରକାରଙ୍କ ସଫଳତା ଓ ଜନକଲ୍ୟାଣ ଯୋଜନା…

ତମାଖୁ ସେବନରେ ଭାରତ ସବୁଠୁ ଆଗରେ! ବଢୁଛି ତମାଖୁ ସେବନ, ବଢାଉଛି କର୍କଟ ରୋଗ

କନକ ବ୍ୟୁରୋ: ବିଶ୍ୱରେ ସବୁଠାରୁ ଅଧିକ ତମାଖୁ ସେବନ କରୁଥିବା ରାଷ୍ଟ୍ର ହେଉଛି ଭାରତ । ପ୍ରତିଦିନ ଲକ୍ଷାଧିକ ଲୋକ ତମାଖୁ ସେବନ କରିଥାନ୍ତି । ଏହି ତମାଖୁ ବିଭିନ୍ନ କର୍କଟ ରୋଗକୁ ଡାକି ଆଣୁଛି । ଏକ ଅନୁଧ୍ୟାନରୁ ଜଣାପଡ଼ିଛି- ତମାଖୁ ସେବନ ଯୋଗୁଁ ପ୍ରାୟ ୧୪ ପ୍ରକାରର କର୍କଟ ରୋଗ ହେବାର…

ନବରଙ୍ଗପୁର ରୋଚକ ରାଜନୀତି। ମାଝୀଙ୍କୁ ଘେରିଲେ ମାଝୀ 

କନକ ବ୍ୟୁରୋ: ପୂର୍ବତନ ସାଂସଦ ତଥା ଏସଡିଏସ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ବୟାନ ନବରଙ୍ଗପୁର ରାଜନୀତିରେ ଚହଳ ପକାଇ ଦେଇଛି । ଆଉ ପ୍ରେସମିଟ କରି ଏହାର ଜବାବ ଦେଇଛନ୍ତି ପୂର୍ବତନ ସାଂସଦ ବଳଭଦ୍ର ମାଝି । ରବିବାର ଝରିଗାଁରେ ଆୟୋଜିତ ସଭାରେ ବ୍ଲକର ବିକାଶକୁ ନେଇ ମନ୍ତବ୍ୟ ଦେଇଥିଲେ ପ୍ରଦୀପ ମାଝୀ…

ରାଜଧାନୀରେ ବି ଅନ୍ଧବିଶ୍ୱାସ। ଦେବୀ ବେଶରେ ମହିଳାଙ୍କୁ ପୂଜା

କନକ ବ୍ୟୁରୋ: ନୂଆ ଶାଢୀ, ମୁଣ୍ଡରେ ଲାଲ୍ ଓଢଣୀ ଆଉ ମୁକୁଟ ପିନ୍ଧି କାରରୁ ଓହ୍ଲାଇଲେ ମହିଳା । ଏହି ମହିଳାଙ୍କୁ ନେଇ ଜୋର ଚର୍ଚ୍ଚା । କୁହାଯାଉଛି ଏହି ମହିଳାଙ୍କ ଦେହରେ ସବାର ହୋଇଛନ୍ତି ସାକ୍ଷାତ୍ ଦେବୀ । ଏଥିପାଇଁ ମହିଳାଙ୍କୁ ଫୁଲ ମାଳ ପିନ୍ଧାଇବା ସହ ଧୂପ ଦୀପ ଦେଇ ପୂଜା କରୁଛନ୍ତି ଅନ୍ୟ…

କଂଗ୍ରେସ ଭବନରେ କୋରାପୁଟ କଳି। ସାଂସଦ ବନାମ ବିଧାୟକ ଲଢେଇ 

କନକ ବ୍ୟୁରୋ: କୋରାପୁଟ କଂଗ୍ରେସର କଳି ରାଜଧାନୀ କଂଗ୍ରେସ ଭବନରେ ପହଞ୍ଚିଛି । ରବିବାର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମର୍ଥକ ଓ ବୁଧବାର ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସମର୍ଥକ ଶକ୍ତି ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ଭବନରେ ପତିଆରା ଦେଖାଉଛନ୍ତି ଦୁଇ ଗୋଷ୍ଠୀ । କୋରାପୁଟ ଜିଲ୍ଲା…