Daily Archives

May 7, 2023

ଇଞ୍ଜିନିୟରରୁ ସଫଳ ଚାଷୀ: ଆଖୁ, ପନିପରିବା ଓ କାଜୁବାଦାମ ଚାଷ କରି ଲାଭବାନ ହେଉଛନ୍ତି କେନ୍ଦ୍ରାପଡ଼ାର ଦିବ୍ୟରଞ୍ଜନ

କନକ ବ୍ୟୁରୋ: ଯୁବ ଇଂଜିନିୟରଙ୍କ ଚାଷ କରିବାର ନିଶା । ଆଖୁ ଓ କାଜୁବାଦାମ ଚାଷରୁ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ପାଳନ୍ଦା ଗାଁର ଦିବ୍ୟ ରଞ୍ଜନ । ଦିବ୍ୟ ଇଲେକ୍ଟ୍ରିକାଲ ଟ୍ରେଡରେ ଡିପ୍ଲୋମା ଶେଷ କରିବା ପରେ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ…

୩୦ଟି ପ୍ରଜାତିର କୁକୁଡ଼ା ପାଳନ କରି ଚର୍ଚ୍ଚାରେ ସାଲେପୁରର ତଫିମୂଲ କନିୟନ: ଅନଲାଇନ୍ ଓ ଅଫଲାଇନରେ ବିକ୍ରି କରୁଛନ୍ତି…

କନକ ବ୍ୟୁରୋ: ଗୋଟିଏ କି ଦୁଇଟି ନୁହେଁ ୩୦ରୁ ଅଧିକ ପ୍ରଜାତିର କୁକୁଡ଼ା ପାଳନ କରି ଚର୍ଚ୍ଚାରେ କଟକ ନିଶ୍ଚିନ୍ତକୋଇଲି ଅଂଚଳର ତଫିମୂଲ କନିୟନ । ନିଶା ତାଙ୍କର ଭିନ୍ନ ଭିନ୍ନ ପ୍ରଜାତିର କୁକୁଡ଼ା ସଂଗ୍ରହ କରିବା । ଏମାନଙ୍କ ଠାରୁ ଚିଆଁ ପ୍ରସ୍ତୁତ କରି ଅନଲାଇନ୍ରେ ବିକ୍ରି କରିବା । ପାରଟ ବିଗ୍,…

ଇଟାଲିଆନ୍ ମେସିନରେ ତିଆରି ହେଉଛି ପାସ୍ତା ଓ ସିମେଇ: ସୁଜି ଓ ଗହମରୁ ପାସ୍ତା ପ୍ରସ୍ତୁତ କରି ରାଜ୍ୟ ବାହାରକୁ ରପ୍ତାନୀ…

କନକ ବ୍ୟୁରୋ: ଇଟାଲିଆନ୍ ମେସିନରେ ତିଆରି ହେଉଛି ଇଣ୍ଡିଆନ୍ ଫୁଡ୍ । ଲୋକଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଭୋଲ୍ଟ ଆଗ୍ରିଟେକ୍ ପ୍ରାଇଭେଟ୍ ଲିମିଟେଡ ଯୋଗାଇ ଦେଉଛି ସୁସ୍ଥ ପାସ୍ତା । ସୁଜି ତଥା ଗହମରୁ ପାସ୍ତା ତିଆରି କରି ବଜାରରେ ବକ୍ରି ହେଉଥିବା ବେଳେ ଆଗକୁ କିଭଳି ମାଣ୍ଡିଆ ଏବଂ ଚାଉଳରୁ…

କାଜୁ ଦେଉଛି ରୋଜଗାର: ମାଲକାନଗିରି ବଣ୍ଡାଘାଟିରେ କାଜୁବାଦାମ ଫଳ ଓ ମଞ୍ଜି ବିକ୍ରି କରୁଛନ୍ତି ବଣ୍ଡା ଜନଜାତି

କନକ ବ୍ୟୁରୋ: ବଣ୍ଡାଘାଟିର କାଜୁ । ଆଦିମ ଜନଜାତିଙ୍କ ରୋଜଗାରର ଆଉ ଏକ ମାଧ୍ୟମ ହେଉଛି କାଜୁ ବ୍ୟବସାୟ । ବର୍ଷ ତମାମ ବିଭିନ୍ନ ଖାଦ୍ୟଶସ୍ୟ ଫସଲ କରି ଜୀବିକା ନିର୍ବାହ କରନ୍ତି ଆଦିମ ଜନଜାତି । କିନ୍ତୁ ଗ୍ରୀଷ୍ମ ଅବକାଶରେ ବଣ୍ଡାଘାଟିର କାଜୁ ଏମାନଙ୍କୁ କିଛି ରୋଜଗାର ଦେଇଥାଏ । କାଜୁ ଫଳରୁ…

ବାଉଁଶରେ ଗହଣା ତିଆରି କରି ସ୍ୱାବଲମ୍ବୀ ହେଉଛନ୍ତି ଯୁବତୀ: ଲିମ୍ବ, ବେଲ, ତୁଳସୀ, ରୁଦ୍ରାକ୍ଷ ମାଳି ଓ ବିଭିନ୍ନ…

କନକ ବ୍ୟୁରୋ: ବାଉଁଶରେ ତିଆରି ହେଉଛି ଅଳଙ୍କାର । ବିଭିନ୍ନ ପ୍ରକାରର ଇୟର ରିଙ୍ଗସ୍, ନେକଲେସ୍, ରାକ୍ଷୀ, ବ୍ରେସଲେଟ୍, ବ୍ୟାଙ୍ଗେଲ, ହେୟାର କ୍ଳିପ୍ ଭଳି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ରାୟଗଡ଼ା ସଦର ବ୍ଳକ ଅନ୍ତର୍ଗତ କର୍ଲାକଣା ଗାଁର ଆଦିବାସୀ ଯୁବତୀ । ଦେଖନ୍ତୁ ଏହି ଦୃଶ୍ୟକୁ କିଏ ଲମ୍ବା…