Daily Archives

May 28, 2023

ବିହାରରେ ଜୁନ ୧୨ରେ ବିରୋଧୀ ମେଳି। ନୀତିଶଙ୍କ ଅଧ୍ୟକ୍ଷତାରେ ବୈଠକ

କନକ ବ୍ୟୁରୋ: ଜୁନ ୧୨ ତାରିଖରେ ବିରୋଧୀ ଦଳଙ୍କ ଏକ ବଡ ବୈଠକ ବିହାରର ପାଟନାରେ ହେବ । ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଅଣଏନଡିଏ ମେଣ୍ଟର ରାଜନୈତିକ ଦଳଙ୍କୁ ନେଇ ୨୦୨୪ ନିର୍ବାଚନ ପାଇଁ ଏକଜୁଟ କରିବା ସହ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରିବା ଉପରେ…

ପ୍ରକୃତି ଓ ପରିବେଶ ପ୍ରେମରେ ଅବସରପ୍ରାପ୍ତ ରେଳ କର୍ମଚାରୀ। ଫଳ ଚାଷ ସହ କରିଛନ୍ତି କୁକୁଡ଼ା ଓ ବିଭିନ୍ନ ପ୍ରକାରର…

କନକ ବ୍ୟୁରୋ: ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ପରିବେଶ ପ୍ରେମ । ବିଭିନ୍ନ ପ୍ରକାରର ଫଳ ଚାଷ ଓ ପଶୁ ପକ୍ଷୀଙ୍କ ଫାର୍ମ ହାଉସ କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ଦେଉଛନ୍ତି ରୋଜଗାର । କାମାକ୍ଷାନଗର ଅଁଳାବେରେଣି ଗାଁର ଗନ୍ଧର୍ବ ସେନ ମହାରଣା ପ୍ରଥମେ ଶିକ୍ଷକତା କରୁଥିଲେ । ଏହା ପରେ…

ପେଶା ପୋଲିସ ଚାକିରି, ହେଲେ ନିଶା ତାଙ୍କର ଚାଷ କାମ। ୧୬ ଏକର ଜମିରେ ଲଗାଇଛନ୍ତି ବିଭିନ୍ନ ପ୍ରଜାତିର ଆମ୍ବ

କନକ ବ୍ୟୁରୋ: ପେଶା, ପୋଲିସ ଚାକିରି କିନ୍ତୁ ନିଶା ଚାଷ କାମ କରିବା । ପୋଲିସ ଚାକିରି ଅପେକ୍ଷା ତାଙ୍କୁ ଚାଷ କାମରୁ ମିଳୁଛି ସ୍ୱତନ୍ତ୍ର ପରିଚୟ । ଆମେ କହୁଛୁ ବୌଦ୍ଧ ତିଲେଶ୍ୱର ଗାଁର ପ୍ରଶାନ୍ତ ସାହୁଙ୍କ କଥା । ସେ ନିଜେ ଜଣେ ପୋଲିସ ଅଫିସର ହୋଇ ବି ନିଜସ୍ୱ ଉଦ୍ୟମରେ ୧୬ ଏକର ଜମିରେ ଆମ୍ବ…

ଜନ୍ତରମନ୍ତର ଫେରିପାରିବେନି କୁସ୍ତିଯୋଦ୍ଧା? ଅଧାରେ ଅଟକି ଯିବ କି ନ୍ୟାୟ ଲଢେଇ ? ଗିରଫ ପରେ ଟେଣ୍ଟ ଭାଙ୍ଗିଲା ପୋଲିସ

କନକ ବ୍ୟୁରୋ: ଗୋଟିଏ ପଟେ ଦେଶରେ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନର ଉଦଘାଟନ ଉତ୍ସବ ଚାଲିଥିଲା । ଅନ୍ୟପଟେ ନ୍ୟାୟ ପାଇଁ ଗାଣତାନ୍ତ୍ରିକ ପଦ୍ଧତିରେ ଲଢେଇ କରୁଥିବା କୁସ୍ତିଯୋଦ୍ଧାଙ୍କୁ ରାସ୍ତାରେ ଗଡାଇ, ତଡାଇ, ଘୋଷାଡି ନେଉଯାଉଥିଲା ଦିଲ୍ଲୀ ପୋଲିସ । କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ…

ଡଙ୍ଗରିଆ ମହିଳାଙ୍କୁ ରୋଜଗାର ଦେଉଛି ସିଆଳି ପତ୍ର। ବଣ ପାହାଡ଼ରୁ ସିଆଳି ପତ୍ର ସଂଗ୍ରହ କରି ବଜାରରେ କରୁଛନ୍ତି ବିକ୍ରି

କନକ ବ୍ୟୁରୋ: ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ବଣ୍ଡା ଜନଜାତି ନିଜର ଜୀବନ ଜୀବିକା ପାଇଁ ନିୟମଗିରି ପାହାଡ଼ ଉପରେ ନିର୍ଭର କରନ୍ତି । ଅତି ସରଳ ଏମାନଙ୍କ ଜୀବନଶୈଳୀ । ପାହାଡ଼ରେ ଥିବା ସିଆଳି ପତ୍ର ତୋଳି ଏମାନେ ଜୀବିକାନିର୍ବାହ କରନ୍ତି । ପ୍ରତିଦିନ ସକାଳ ହେବା ମାତ୍ରେ…

ଧଳା ଘୁଷୁରି ଚାଷ କରି ଚର୍ଚ୍ଚାରେ ମାହାଙ୍ଗା ଅଞ୍ଚଳର ମେକାନିକାଲ ଇଞ୍ଜିନିୟର। ଇଟାଲୀବନ୍ଧୁଙ୍କ ଠାରୁ ପ୍ରେରଣା ପାଇଁ…

କନକ ବ୍ୟୁରୋ: ଇଞ୍ଜିନିୟର ବାବୁଙ୍କ ଧଳା ଘୁଷୁରି ଚାଷ । ଘୁଷୁରି ଗୁଡ଼ିକୁ ଖାଇବାକୁ ଦେବା ଏବଂ ଗାଧୋଇ ଦେବା ଭଳି ସେ ସମସ୍ତ ଯତ୍ନ ନିଅନ୍ତି । ଦୁଇ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ଫାର୍ମରେ ପାଖାପାଖି ୧ ହଜାରରୁ ଉଦ୍ଧ୍ୱର୍ ଘୁଷୁରି ଅଛନ୍ତି । ଚାକିରି ଛାଡି ଚାଷ କାମକୁ ଆପଣାଇଛନ୍ତି କଟକ…