Daily Archives

May 14, 2023

ଆସନ୍ତାକାଲି ଶପଥ ନେବେ ଦୀପାଳି । ବିଧାୟିକା ଭାବେ ଶପଥ ପାଠ କରାଇବେ ଉପ ବାଚସ୍ପତି ।

କନକ ବ୍ୟୁରୋ: ଆସନ୍ତାକାଲି ଶପଥ ନେବେ ଦୀପାଳି ଦାସ । ଝାରସୁଗୁଡା ଉପ ନିର୍ବାଚନ ଜିତିବା ପରେ ସୋମବାର ଦୀପାଳିଙ୍କୁ ଶପଥପାଠ କରାଇବେ ବିଧାନସଭାର ଉପ ବାଚସ୍ପତି । ପୂର୍ବାହ୍ନ ସାଢେ ୧୦ଟାରେ ବିଧାୟିକା ଭାବେ ସେ ଶପଥ ନେବେ ବୋଲି ସୂଚନା ମିଳିଛି । #କାଲି_ଶପଥ_ନେବେ_ଦୀପାଳି ଆସନ୍ତାକାଲି…

ଜନଜାତି ସଂସ୍କୃତିର ସୁରକ୍ଷା ଦିଗରେ ଆଉ ଏକ ମାଇଲଷ୍ଟୋନ। ୧୪ ଟି ଜିଲ୍ଲାର ୫୫ଟି ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ…

କନକ ବ୍ୟୁରୋ: ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଳିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଛନ୍ତି। ଏହି ନୂତନ ଜିଲ୍ଲା…

ଓଟିପି ସେୟାରିଂ ସ୍କାମ ନେଇ ଏସଟିଏଫର ବଡ ଖୁଲାସା । ଓଡିଶାର ଯାଜପୁର ଓ ନୟାଗଡରୁ ପାକିସ୍ତାନ ଯାଏଁ ଲମ୍ବିଛି ଚେର । ୩…

କନକ ବ୍ୟୁରୋ: ଦେହ ଓଡିଆ, ମନ ପାକିସ୍ତାନୀ । ଓଡିଶାରେ ରହି ପାକିସ୍ତାନ ଲୋକଙ୍କୁ ଯୋଗାଉଥିଲେ ତଥ୍ୟ । ଓଟିପି ସେୟାରିଂ ସ୍କାମ କରି କିଛି ପାକିସ୍ତାନୀ ଇଣ୍ଟେଲିଜେନ୍ସ, ଅଧିକାରୀ ଓ ଆଇଏସଆଇ ଏଜେଣ୍ଟମାନଙ୍କ ସହ ଲିଙ୍କ ଜେନେରେଟ କରି ତଥ୍ୟ ଦେଉଥିଲେ ଅଭିଯୁକ୍ତ । ଏବେ ବଡ ଧରଣର ଚଢାଉ କରି ଏଭଳି…

ମାଟ୍ରିମୋନିରେ ବିବାହ । ଫସିଗଲେ ଓଏଏସ ଅଧିକାରୀ! ସ୍ୱାମୀଙ୍କ ସତ ଜାଣିବା ପରେ ବିବାଦ

କନକ ବ୍ୟୁରୋ: ବାହାଘର ବେଳେ ଅଫିସର କହିଥିଲେ କିନ୍ତୁ ୩ ମାସ ପରେ ପତ୍ନୀ କହିଲେ ଠକି ଦେଲେ ସ୍ୱାମୀ । ଜୟପୁର ପାରାବେଢ଼ାର ରୁଦ୍ରନାଥ ରଥଙ୍କ ପୁଅ ହରିହର ରଥ ଦିଲ୍ଲୀରେ ନାଲକୋର ଏକ ବଡ ଅଧିକାରୀର ପରିଚୟ ଦେଇ ବିବାହ କରିଥିଲେ । ହେଲେ ତାହା ମିଛ ବୋଲି ଏବେ କହିଛନ୍ତି ତାଙ୍କ ପତ୍ନୀ ତଥା ଓଏଏସ…