Daily Archives

May 1, 2023

ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ । ନିୟମ କରୁଛନ୍ତି ସରକାର, ହେଲେ ମାନୁନାହାନ୍ତି ଦୋକାନୀ

କନକ ବ୍ୟୁରୋ: ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମ ଫଳକ ଲେଖିବାକୁ ବାଧ୍ୟ । କିନ୍ତୁ ଆଜି ବି ଅଧିକାଂଶ ଦୋକାନରେ ଇଂରାଜୀରେ ନାମ ଫଳକ ଲେଖାଯାଇଛି । କିଛି ପ୍ରତିଷ୍ଠାନ ଧର୍ମକୁ ଆଖିଠାର ମାରିବା ଭଳି ଛୋଟ ଛୋଟ ଓଡ଼ିଆ ଅକ୍ଷରରେ ଲେଖି କାମ ସାରି ଦେଇଛନ୍ତି । ହେଲେ ବଡ଼…

ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର । ବାର୍ଷିକ ଅତିରିକ୍ତ ୧୮.୭୫ କୋଟି ଟଙ୍କା ବହନ…

କନକ ବ୍ୟୁରୋ: ରାଜ୍ୟର ୨୮୩୬ ମିନି ଅଙ୍ଗନବାଡିକୁ ଉନ୍ନୀତ କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କୀତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ…

ଅପକମିଂ ଫିଲ୍ମ ଦ କେରଳ ଷ୍ଟୋରୀକୁ ନେଇ ରାଜନୀତି: କେରଳର ଭାବମୂର୍ତି ଖରାପ ପାଇଁ ବିଜେପି ଷଡଯନ୍ତ୍ର କରୁଥିବା କହିଲେ…

କନକ ବ୍ୟୁରୋ: ଫିଲ୍ମ କାଶ୍ମୀର ଫାଇଲ୍ସ ପରେ ଏବେ ସେଭଳି ବିବାଦକୁ ଆସିଛି ଫିଲ୍ମ ଦି କେରଲା ଷ୍ଟୋରୀ । ମେ ୫ରେ ରିଲିଜ ହେବାକୁ ଥିବା ଏହି ସିନେମାକୁ ବ୍ୟାନ୍ କରିବାକୁ ଦାବି କରିଛି କଂଗ୍ରେସ । କଂଗ୍ରେସ ନେତା ଶଶୀ ଥରୁରୁ ଓ ମୁଖ୍ୟମନ୍ତ୍ରୀ ପି ବିଜୟନ ଏହାକୁ ବିରୋଧ କରିଥିବା ବେଳେ ଏବେ କେରଳ…

ପରୀକ୍ଷାରେ ଫେଲ ହେଲେ, ଆତ୍ମହତ୍ୟା କଲେ: ୪୮ଘଂଟାରେ ୧୦ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶରେ ଦୁଇଦିନ ଭିତରେ ୧୦ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଏବେ ପୂରା ରାଜ୍ୟକୁ ଦୋହଲାଇ ଦେଇଛି । ପରୀକ୍ଷାରେ ଫେଲ ହେବା ଯୋଗୁଁ ଏମାନେ ଆତ୍ମହତ୍ୟା କରିଥିବା ଜଣାପଡିଛି । ନିକଟରେ ଦ୍ୱାଦଶ ଶ୍ରେଣୀର ପରିକ୍ଷାଫଳରେ କିଏ ଫେଲ ହୋଇଥିଲେ ତ ପୁଣି କିଏ କମ ମାର୍କ…

ଅଭ୍ୟାସଗତ ମଦ୍ୟପ ପୁଲିସବାବୁଙ୍କ ପାଇଁ ଆସାମ ସରକାରଙ୍କ କଡ଼ା ଆଭିମୁଖ୍ୟ: ୩୦୦ଶହ ପୁଲିସ କର୍ମଚାରୀଙ୍କୁ ଦିଆଯିବ…

କନକ ବ୍ୟୁରୋ: ଅଭ୍ୟାସଗତ ମଦ୍ୟପ ପୁଲିସ ଅଧିକାରଙ୍କ ପାଇଁ ଆସାମ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।ଯଦି ପୁଲିସବାବୁ ନିଜର ଏହି ବଦଅଭ୍ୟାସ ନଛାଡିବେ ତେବେ ସେମାନଙ୍କୁ ଦିଆଯିବ ସ୍ୱେଚ୍ଛାକୃତ ଅବସର । ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିର୍ଦ୍ଦେଶ ଜାରି କରିଛନ୍ତି ।…

ବିଶ୍ୱ ପାଇଁ ବଡ ବିପଦ ଆଣିପାରେ ସୁଦାନ: ଗୃହଯୁଦ୍ଧ ପାଇଁ ବ୍ୟାପିପାରେ ମହାମାରୀ, ସର୍ତକ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ…

କନକ ବ୍ୟୁରୋ: ଅସ୍ତ୍ରବିରତି ପରେ ପୁଣି ଥରେ ଆରମ୍ଭ ହୋଇଯାଇଛି ସୁଦାନରେ ଗୃହଯୁଦ୍ଧ । ସେନା ଓ ଅର୍ଦ୍ଧସାମରିକ ବଳ ମଧ୍ୟରେ ଆଣବିକ ଅସ୍ତ୍ରର ପ୍ରୟୋଗ ଓ ଗୁଳିମାଡ ଜାରି ରହିଛି । ଏଥିରେ ୫୦୦ରୁ ଅଧିକ ଲୋକେ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଆହତ ହେଲେଣି । ସେପଟେ ଏହାରି ଭିତରେ ଚିନ୍ତାଜନକ…