Daily Archives

May 6, 2023

ବିବାଦ ଭିତରେ ବଡ଼ ପରଦାରେ ଫିଲ୍ମ ‘କେରଳ ଷ୍ଟୋରୀ’, ମଧ୍ୟପ୍ରଦେଶ ସରକାରଙ୍କ ବଡ଼ ଘୋଷଣା

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ଦ କେରଳ ଷ୍ଟୋରୀ’ ଫିଲ୍ମ । ବହୁ ବାଦବିବାଦ ପରେ ମେ ୫ରେ ରିଲିଜ ହୋଇଛି ଫିଲ୍ମ ‘ଦ କେରଳ ଷ୍ଟୋରୀ’ । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ହିଁ ଏହି ଫିଲ୍ମକୁ ନେଇ ଅନେକ ବିବାଦ ଲାଗି ରହିଛି । ଆଉ ଏହାରି ମଧ୍ୟରେ ମଧ୍ୟପ୍ରଦେଶ ସରକାର ‘ଦ…

ଭାରତ ବିରୋଧୀ ଖଲିସ୍ତାନୀ ଆନ୍ଦୋଳନକୁ ବଡ଼ ଝଟକା, ଖଲିସ୍ତାନୀ କମାଣ୍ଡୋ ମୁଖ୍ୟ ପରମଜିତ ସିଂ ପଞ୍ଜୱାର ମୃତ

କନକ ବ୍ୟୁରୋ : ପାକିସ୍ତାନରେ ମଲା ଖଲିସ୍ତାନୀ ଆତଙ୍କବାଦୀ । ଭାରତର ମୋଷ୍ଟ ୱାଂଟେଡ଼ ଆତଙ୍କବାଦୀ ତଥା ଖଲିସ୍ତାନ କମାଣ୍ଡୋ ମୁଖ୍ୟ ପରମଜିତ ସିଂ ପଂଜୱାରକୁ ଗୁଳିକରି ହତ୍ୟା । ପାକିସ୍ତାନର ଲାହୋରସ୍ଥିତ ଜୋହର ଟାଉନ ଠାରେ ଦୁଇ ଅଜ୍ଞାତ ବ୍ୟକ୍ତି ପରମଜିତଙ୍କୁ ଗୁଳି କରିଛନ୍ତି । ବାଇକରେ ଆସିଥିବା…

ମହାମହିମଙ୍କ ଭାଷଣ ବେଳେ କଟିଗଲା ବିଜୁଳି: କିଟମିଟି ଅନ୍ଧାର ଭିତରେ ଅଭିଭାଷଣ ଜାରି ରଖିଥିଲେ ରାଷ୍ଟ୍ରପତି

କନକ ବ୍ୟୁରୋ: ମହାମହିମ ରାଷ୍ଟ୍ରପତି ଦୀକ୍ଷାନ୍ତ ଅଭିଭାଷଣ ରଖୁଥିବାବେଳେ ବିଜୁଳି କଟି ଯାଇଥିଲା, ହେଲେ ସେ ଅଟକି ନଥିଲେ । କିଟ୍ିମିଟି ଅନ୍ଧାର ଭିତରେ, ଅଭିଭାଷଣ ଜାରି ରଖିଥିଲେ । ହଲରେ ବସିଥିବା ଅତିଥି ଓ ଛାତ୍ରଛାତ୍ରୀ ଦେଖାଯାଉନଥିଲେ ବି ହୃଦୟକୁ ଛୁଇଁବା ଭଳି ଭାଷଣ ଦେଇଥିଲେ । ପୋଡିୟମରେ…

ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ବଡ଼ ସଫଳତା । ନୂଆ ପ୍ରଜାତିର ପ୍ରୋବାୟୋଟିକ୍ ଆବିଷ୍କାର । ଭଲ କରିବ ରୋଗ, ଶରୀରକୁ ଦେବ…

କନକ ବ୍ୟୁରୋ: ଭୁବନେଶ୍ୱରର ଜୀବନ ବିଜ୍ଞାନ ପ୍ରତିଷ୍ଠାନ, ଆଇଏଲଏସକୁ ଏକ ବଡ ସଫଳତା ମିଳିଛି । ଏହି ଅନୁଷ୍ଠାର ବୈଜ୍ଞାନିକ ଏକ ଅଣୁଜୀବ ଆବିଷ୍କାର କରିଛନ୍ତି । ଏହା ଶରୀରର ଅନେକ ରୋଗ ଭଲ କରିବା ସହ ଶରୀରକୁ ପୁଷ୍ଟି ଯୋଗାଇଦେବାରେ ସହାୟକ ହେବ ବୋଲି କୁହାଯାଉଛି । ଭୁବନେଶ୍ୱର ସ୍ଥିତ…

ଦେଶୀ ଗାଈ ଅପେକ୍ଷା ବଢ଼ୁଛି ଜର୍ସି ଗାଈର ଆଦର: କମ୍ ପରିଶ୍ରମ ଅଧିକ ଲାଭ ଦେଉଛନ୍ତି ଜର୍ସି ଗାଈ

କନକ ବ୍ୟୁରୋ: କଟକ ବାଙ୍କୀ ଅଂଚଳରେ ଗୋଈ ଚରାଉଥିବା ଏହି ଚାଷୀ ଜଣକ, ୨୦ ବର୍ଷ ହେଲାଣି ଗୋପାଳନ କରି ଆସୁଛନ୍ତି । ଦିନ ଥିଲା ତାଙ୍କ ପାଖରେ ୮ରୁ ୧୦ଟି ଦେଶୀ ଗାଈ ଥିଲେ । ହେଲେ ଖର୍ଚ୍ଚ ତୁଳନାରେ ଆୟ ଯୋଗୁଁ କମ ହେବା ଯୋଗୁଁ ଏବେ ଦେଶୀ ଗାଈ ବଦଳରେ ଜର୍ସି ଗାଈ ରଖୁଛନ୍ତି । କାରଣ, ଗାଈଙ୍କୁ…

ନକଲି ୱେବସାଇଟ ଜରିଆରେ ତିରୁପତି ତିରୁମାଲା ଭକ୍ତଙ୍କୁ ଠକେଇର ପର୍ଦ୍ଦାଫାଶ, ମନ୍ଦିର ପ୍ରଶାସନର ଅଭିଯୋଗ ପରେ ୪୧ଟି ନକଲି…

କନକ ବ୍ୟୁରୋ : ଭକ୍ତଙ୍କୁ ବି ଛାଡ଼ିଲେନି ସାଇବର ଠକ । ଆନ୍ଧ୍ରପ୍ରଦେଶରରେ ୪୧ ଟି ନକଲି ୱେବସାଇଟ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ । ତିରୁପତି ତିରୁମାଲା ନାମରେ ତିଆରି ହୋଇଥିବା ସମସ୍ତ ୪୧ ଟି ନକଲି ୱେବସାଇଟକୁ ବନ୍ଦ କରାଯାଇଛି । ତେବେ ଏହି ୱେବସାଇଟ ପେଜ୍ ଗୁଡ଼ିକ ପରସ୍ପର ସହ ମେଳ…