Daily Archives

May 20, 2023

ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ।  ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ବି ହେଉନଥିଲେ ହାଜର ।  

କନକ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ବା ଏନବିଡବ୍ଲୁ ଜାରି ହୋଇଛି ।  ସିବିଆଇ କୋର୍ଟର ବାରମ୍ବାର ନୋଟିସ ପରେ ହାଜର ନ ହେବାରୁ  ସିବିଆଇ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି ।  ବାରମ୍ବାର କୋର୍ଟଙ୍କ…

ଚୋର-ପୋଲିସର ଲୁଚକାଳି ଖେଳ । ବାଜି ମାରିଲେ ବାହାଦୂର ଅଫିସର । ଏଟିଏମ୍ ତାଡି ଲୁଟ୍ କରୁଥିବା ଗ୍ୟାଙ୍ଗକୁ କରିଲେ କାବୁ ।

କନକ ବ୍ୟୁରୋ: ଜୀବନକୁ ବାଜି ଲଗାଇ ଲୁଟେରାଙ୍କୁ କାବୁ କଲେ କମିଶନରେଟ ପୋଲିସ ଅଫିସର୍ । ଲୁଟେରାଙ୍କୁ କାବୁ କରିଛନ୍ତି ପିସିଆର-୫ର ଅଫିସର ଓ ତାଙ୍କ ଟିମ୍ । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏଟିଏମ ତାଡି ଲୁଟ କରୁଥିବା ଗ୍ୟାଙ୍ଗକୁ ଧରିଛନ୍ତି । ଅଢେଇ ଘଣ୍ଟାର ଅପରେସନର ପରେ ଲୁଟେରାଙ୍କୁ କାବୁ…

ଆସନ୍ତା ସପ୍ତାହରେ କଶ୍ମୀରରେ ହେବ ‘ ଜି-୨୦ ସମ୍ମିଳନୀ” । ଚାଲିଛି ଜୋରଦାର ପ୍ରସ୍ତୁତି

କନକ ବ୍ୟୁରୋ : ଆସନ୍ତା ସପ୍ତାହରେ କଶ୍ମୀରରେ ହେବ ‘ ଜି-୨୦ ସମ୍ମିଳନୀ” । ସେଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆସନ୍ତା ୨୨ତାରିଖରୁ ୨୪ ତାରିଖ ଯାଏଁ ଏହି ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ତେବେ ଡ଼ାଲ ହ୍ରଦ ନିକଟରେ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ଡ଼ାଲ ହ୍ରଦରେ ବିଶେଷ…

ଅପମକମିଂ ଫିଲ୍ମ ଆଦିପୁରୁଷର ପ୍ରଥମ ଗୀତ ରିଲିଜ । ଜୟ ଶ୍ରୀରାମ ଗୀତରେ ଶୁଣିବାକୁ ମିଳିଛି ଅଜୟ ଅତୁଳଙ୍କ ସ୍ୱର

କନକ ବ୍ୟୁରୋ : ଅପକମିଙ୍ଗ ଚର୍ଚ୍ଚିତ ଫିଲ୍ମ ‘ ଆଦିପୁରୁଷ’ର ଚମତ୍କାର ଟ୍ରେଲର ପରେ ଫ୍ୟାନ୍ସଙ୍କ ନଜର ଏହାର ଗୀତ ଉପରେ ରହିଥିଲା । ଯାହାର ଅପେକ୍ଷାର ଅନ୍ତ ଘଟିଛି । ତେବେ ସାମ୍ନାକୁ ଆସିଛି ‘ଆଦିପୁରୁଷ’ର ପ୍ରଥମ ଗୀତ । ଯାହାକୁ ଦେଖିଲେ ଲୋମଟାଙ୍କୁରୀ ଉଠିବ ନିଶ୍ଚୟ । ଅଭିନେତା ଅଭିନେତ୍ରୀଙ୍କ…

ମନ୍ତ୍ରୀଙ୍କ ସମ୍ପତ୍ତି ନେଇ ଆରମ୍ଭ ହେଲା ଚର୍ଚ୍ଚା । ପ୍ରତାପଙ୍କ ଆକ୍ରମଣ, ପ୍ରମିଳା କହିଲେ କାରଣ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସମସ୍ତ ମନ୍ତ୍ରୀଙ୍କ ସମ୍ପତି ତାଲିକା ସାର୍ବଜନୀନ ପରେ ଜୋରଦାର ହୋଇଛି ଚର୍ଚ୍ଚା । କେଉଁ ମନ୍ତ୍ରୀଙ୍କର କେତେ ସମ୍ପତି ଅଛି, ତାକୁ ନେଇ ଆରମ୍ଭ ହୋଇଛି ବୟାନବାଜୀ । ମନ୍ତ୍ରୀଙ୍କ ସମ୍ପତ୍ତି ନେଇ ଆରମ୍ଭ ହେଲା ଚର୍ଚ୍ଚା…

ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ କଟକଣା ଲଗାଇଲା ରୁଷ । ୫୦୦ ଜଣ ଆମେରିକୀୟଙ୍କ ଉପରେ ପ୍ରତିବନ୍ଧକ…

କନକ ବ୍ୟୁରୋ : ଓବାମାଙ୍କୁ ରୁଷ ମନା । ଏଣିକି ରୁଷ ପ୍ରବେଶ ଉପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ ପ୍ରତିବନ୍ଧକ ଲାଗିଛି । ଖାଲି ଓବାମା ନୁହେଁ ଓବାମାଙ୍କ ସହ ୫୦୦ ଜଣ ଆମେରିକୀୟଙ୍କ ଉପରେ ଏହି ପ୍ରତିବନ୍ଧକ ଲାଗିଛି । ଆମେରିକା ତରଫରୁ ରୁଷ ଉପରେ ଲଗାଯାଇଥିବା…