Daily Archives

May 26, 2023

ସୀମାରେ ନୂଆ ଷଡଯନ୍ତ୍ର କରୁଛି ଚୀନ: ଏଲଏସି ନିକଟରେ କରୁଛି ପ୍ରତିରକ୍ଷା ଗାଁ

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଚୀନର ନୂଆ ଷଡଯନ୍ତ୍ର । ବାସ୍ତବନିୟନ୍ତ୍ରଣ ରେଖାଠୁ ବାସ କିଛି ଦୂରରେ ଡ୍ରାଗନ ନିର୍ମାଣ କରୁଛି ପ୍ରତିରକ୍ଷା ଗାଁ । ସୂଚନା ଅନୁସାରେ ଉତରାଖଣ୍ଡଠୁ କେବଳ ୧୧କିଲୋମିଟରରେ ଦୂରରେ ଚୀନ ଏହି ପ୍ରତିରକ୍ଷା ଗାଁ ନିର୍ମାଣ କରୁଛି । ସୀମା ନିକଟରେ ନିଜର ପ୍ରତିରକ୍ଷା…

ବୈବାହିକ ଜୀବନରେ ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ରଖିବାକୁ ମନାକରିବା ମାନସିକ ନିଷ୍ଠୁରତା: ଏଭଳି କ୍ଷେତ୍ରରେ…

କନକ ବ୍ୟୁରୋ: ବୈବାହିକ ଜୀବନରେ ଶାରୀରିକ ସମ୍ପର୍କ ରଖିବାକୁ ଦୀର୍ଘ ସମୟ ଧରି ମନାକରିବା ମାନସିକ ନିଷ୍ଠୁରତା । ଏଭଳି କ୍ଷେତ୍ରରେ ଛାଡପତ୍ର ଦିଆଯାଇପାରିବ । ଏକ ଛାଡପତ୍ର ମାମଲାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏଥିସହ ଆବେଦନକାରୀଙ୍କୁ ଛାଡପତ୍ର ଦେବାକୁ ଅନୁମତି…

ମୋଦୀ ସରକାରଙ୍କୁ ୯ବର୍ଷ: ୯ବର୍ଷରେ ୯ଟି ବଡ଼ ଫଇସଲା

କନକ ବ୍ୟୁରୋ: ମେ ୨୬ ତାରିଖ । ଠିକ ଆଜି ଦିନରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ନେଇଥିଲେ ନରେନ୍ଦ୍ର ମୋଦୀ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ବିପୁଳ ବହୁମତ ସହ ବିଜେପି ସରକାର ଗଠନ କରିବା ସହ ପ୍ରଧାନମନ୍ତ୍ରୀ ହୋଇଥିଲେ ମୋଦୀ । ଚଳିତବର୍ଷ ମୋଦୀ ସରକାର କାର୍ଯ୍ୟକାଳକୁ…

ଥମୁନି ନୂଆ ସଂସଦ ଭବନ ଉଦଘାଟନ ରାଜନୀତି: ବିରୋଧୀଙ୍କ ବର୍ଜନ ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରଶ୍ନ

କନକ ବ୍ୟୁରୋ: ନୂଆ ସଂସଦ ଭବନ ଉଦଘାଟନକୁ ନେଇ ରାଜନୀତି ଜୋର ଧରିଛି । କଂଗ୍ରେସ ସମେତ ୨୦ରୁ ଅଧିକ ବିରୋଧୀ ଦଳ ଉଦଘାଟନୀ ଉତ୍ସବକୁ ଯିବେ ନାହିଁ ଘୋଷଣା କରିସାରିଛନ୍ତି । ସଂସଦର ମୁଖ୍ୟ ରାଷ୍ଟ୍ରପତି, ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବର୍ତେ ରାଷ୍ଟପ୍ରତି ଦ୍ରୋପଦୀ ମୁର୍ମୁ ନୂଆ…

ସରଗରମ ପୁରୀ ରାଜନୀତି: ଟିକେଟ ପାଇଁ ଶକ୍ତି ପ୍ରଦର୍ଶନ

କନକ ବ୍ୟୁରୋ: ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ଭିତରେ ସରଗରମ ହୋଇଛି ପୁରୀ ରାଜନୀତି । ବିଶେଷ କରି ପୁରୀ ବିଧାନସଭା କ୍ଷେତ୍ରରୁ କାହାକୁ ବିଜେଡି ଟିକେଟ ଦେବ, ସେଥିପାଇଁ ନେତାମାନେ ନିଜ ନିଜ ଢ଼ଂଗରେ ଶକ୍ତିପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି.. ପୁରୀ ବିଧାନସଭା ଆସନ ଉପରେ…

ହରିଣଙ୍କ ପାଇଁ ଚାଷୀଙ୍କ ହରତାଳ! ଫସଲ କରୁଛନ୍ତି ନଷ୍ଟ, ଚାଷୀ ହନ୍ତସନ୍ତ

କନକ ବ୍ୟୁରୋ: ଗାଁ ବିଲରେ ଘୁରି ବୁଲୁଛନ୍ତି ହରିଣ । ବସତିକୁ ଆସୁଛନ୍ତି, ଫସଲ ଉଜାଡ଼ି ଚାଲି ଯାଉଛନ୍ତି । ଜଙ୍ଗଲି ଜନ୍ତୁ ଫସଲ ନଷ୍ଟ କରିବା ସମସ୍ତେ ଜାଣନ୍ତି କିନ୍ତୁ ହରିଣ ପାଇଁ ଏକର ଏକର ଫସଲ ନଷ୍ଟ ହେବା କଥା ହୁଏତ କମ୍ ଦେଖିବାକୁ ମିଳେ । ଇଏ ହେଉଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର…