Daily Archives

May 25, 2023

ମାରପିଟ୍ ପରେ ସିଲ ହେଲା ମୁଣ୍ଡଳୀ ଟୋଲ ଗେଟ୍ । ଗଣ୍ଡଗୋଳ ପଛରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ କଲା କଂଗ୍ରେସ ।

କନକ ବ୍ୟୁରୋ: ମୁଣ୍ଡଳୀ ଟୋଲଗେଟ୍ ଗଣ୍ଡଗୋଳ ପଛରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଛି । ଘଟଣାରେ ୪ଜଣଙ୍କୁ ପୁଲିସ ଗିରଫ କରିଛି । ବାକି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉପରେ ଚାପ ବଢୁଥିବା ବେଳେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଗଣ୍ଡଗୋଳ ପଛରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…

ରାଜଧାନୀର ଛାତି ଉପରେ ଜମି କେଳେଙ୍କାରୀ । ସରକାର କିଣିଲେ ଜାଲିଆତି ଜମି । ୧୯୭୩ରେ ସ୍ୱରେଜ ପ୍ରକଳ୍ପ ପାଇଁ କରିଥିଲେ…

କନକ ବ୍ୟୁରୋ: ସରକାରୀ ଜମିକୁ କିଣିଲେ ସରକାର । ଗୋଟିଏ ଜମିକୁ ଦୁଇ ଦୁଇ ଥର କିଣିଲେ । ୧୯୭୩ରେ ଅଧିଗ୍ରହଣ କରିଥିବା ଜମିକୁ ପୁଣି ଥରେ ୨୦୧୦ରେ କିଣିଲେ ସରକାର । ଲାଭବାନ ହେଲେ ଦଲାଲ । ପାଣିରେ ଗଲା ସରକାରଙ୍କ ପଇସା । ରାଜଧାନୀ ଛାତି ଉପରେ ସରକାରଙ୍କୁ ଠକିଦେଲେ ଜମି ଦଲାଲ । ରାଜଧାନୀ…

ନାବାଳିକା ଝିଅକୁ ହତ୍ୟା କରିଥିଲା ମାଆ । ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ । ଦେଖନ୍ତୁ, କେଉଁଠି ଘଟିଲା ଏମିତି…

କନକ ବ୍ୟୁରୋ: କୁହାଯାଏ ମାଆ ପାଖରେ ନିଜର ସନ୍ତାନ ସବୁଠାରୁ ସୁରକ୍ଷିତ ଥାଏ । କିନ୍ତୁ କେବେ କେବେ ଏମିତି କିଛି ଖବର ସାମ୍ନାକୁ ଆସେ ଯାହା ଏହି ସମ୍ପର୍କରେ ବି ପ୍ରଶ୍ନଚିହ୍ନ ଲଗାଇଦିଏ । ୨୦୨୦ରେ ନିଜ ଝିଅକୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛି ମାଆ । ମାଆ ଓ ଦ୍ୱିତୀୟ…

ମଙ୍ଗଳବାର ୪୫ ହଜାର ନିଯୁକ୍ତି ପତ୍ର ବାଣ୍ଟିବେ ଗୃହମନ୍ତ୍ରୀ

କନକ ବ୍ୟୁରୋ: ଆସନ୍ତା ମଙ୍ଗଳବାର ୪୫ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସାମରେ ବିଜେପି ସରକାର ଦୁଇ ବର୍ଷ ପୂରଣ କରିବା ଅବସରରେ ଅମିତ ଶାହା ଯୁବଗୋଷ୍ଠୀକୁ ବିଜେପି ଦେଇଥିବା ପ୍ରତିଜ୍ଞା ପୂରଣ ପୁରା କରିବ । ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…