Daily Archives

May 4, 2023

ବିନା ଡାକ୍ତରୀ ପ୍ରେସକ୍ରିପସନରେ ଗର୍ଭନିରୋଧକ ଓ ପିଲ୍ସ ବିକ୍ରି ପ୍ରସଙ୍ଗ। ହାଇକୋର୍ଟରେ ଜନସ୍ବାର୍ଥ ମାମଲା କଲେ…

କନକ ବ୍ୟୁରୋ: ବିନା ଡାକ୍ତରୀ ପ୍ରେସକ୍ରିପସନରେ ଗର୍ଭନିରୋଧକ ଓ ପିଲ୍ସ ବିକ୍ରି ନକରିବା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ । ବିନା ଡ଼ାକ୍ତରୀ ପ୍ରେସକ୍ରିପସନରେ ଏସବୁର ବ୍ୟବହାର କ୍ୟାନ୍ସର ଭଳି ରୋଗ ହେବାର ଆଶଙ୍କା ରହୁଛି ବୋଲି ଜନସ୍ବାର୍ଥ ମାମଲାରେ ଦର୍ଶାଇଛନ୍ତି ଆବେଦନକାରୀ ।…

ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି ପାଣ୍ଠି ବିନିଯୋଗରେ ବିଭିନ୍ନ ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ଓ ସଫଳ କାର୍ଯ୍ୟ ରୂପାୟନ…

କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି ପାଣ୍ଠିର ସହାୟତାରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହିସବୁ ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ଏବଂ ତୃଣମୂଳ ସ୍ତରରେ କିପରି ଏହାର ସଫଳ କାର୍ଯ୍ୟାନ୍ୱୟନ କରାଯାଇପାରିବ ସେ ସମ୍ପର୍କରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳାର ଆୟୋଜନ…

ପିଲାଙ୍କୁ ଦେଖି ଅଟକିଗଲେ, ଖୁସିରେ ଚକଲେଟ ବାଣ୍ଟିଲେ । ରାଷ୍ଟ୍ରପତିଙ୍କ ଠାରୁ ଉପହାର ପାଇ ଖୁସିରେ ଆତ୍ମହରା ଗାଁର ପିଲା…

କନକ ବ୍ୟୁରୋ: ସ୍ନେହମୟୀ ରାଷ୍ଟ୍ରପତି... କୁନି କୁନି ପିଲାଙ୍କୁ ଭାରି ଭଲ ପାଆନ୍ତି । କେବେ ଚକଲେଟ୍ ତ କେବେ ମିଠା ଦିଅନ୍ତି । ପିଲାଙ୍କ ପ୍ରିୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅବସର ଥିଲା ଜନ୍ମମାଟିକୁ ଗସ୍ତ । ରାଷ୍ଟ୍ରପତି ହେବାର ଦୀର୍ଘ ବର୍ଷକ ପରେ ଯେତେବେଳେ ମୟୂରଭଞ୍ଜ ମାଟିରେ…

କେନ୍ଦ୍ରାପଡା ରାଜନୀତିରେ ପରିବାରବାଦ। ଉତ୍ତରାଧିକାରୀ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ନେତା।

କନକ ବ୍ୟୁରୋ: ପାଟକୁରାରେ ବିଜେଡିର ବରିଷ୍ଠ ନେତା ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପରେ ତାଙ୍କ ସ୍ତ୍ରୀ ସାବିତ୍ରୀ ଏବେ ବିଜେଡି ବିଧାୟିକା । କିନ୍ତୁ ସାବିତ୍ରୀଙ୍କ ସମସ୍ତ କାର୍ଯ୍ୟ ତାଙ୍କ ପୁଅ ସଂଜୟ ତୁଲାଉଛନ୍ତି । ଏବେ ସାବିତ୍ରୀଙ୍କ ସ୍ଥାନ ନେବାକୁ ତାଙ୍କ ପୁଅ ସଂଜୟ ଓ ଝିଅ ମଧୁମିତା…

ଠକ ଦେଉଥିଲା ପୁଲିସ ଚାକିରି। ଲାଇଫଷ୍ଟାଇଲ ପାଇଁ କରୁଥିଲା ଲୁଟ।

କନକ ବ୍ୟୁରୋ: ଦେବବ୍ରତ ପଲେଇ । ଘର ମୟୂରଭଞ୍ଜରେ ଆଉ ଅପରେସନ ଭୁବନେଶ୍ୱରର ମଞ୍ଚେଶ୍ୱରରେ । ପାଠ ପଢିଛନ୍ତି ଯୁକ୍ତ ଦୁଇ କିନ୍ତୁ ଯୁବକ ଯୁବତୀଙ୍କୁ ବାଣ୍ଟୁଛନ୍ତି ପୁଲିସ ଚାକିରି । ବାବୁଙ୍କ ଲାଇଫଷ୍ଟାଇଲ ଦେଖିଲେ ଯେ କେହିବି କହିବ ତାଙ୍କର ଉପର ମହଲରେ ଦବଦବା ଅଛି । ଆଉ ସୋ ବାଜି କରିବାରେ ବି…

ନିଜ ନିଷ୍ପତି ଉପରେ ପୁନଃର୍ବିଚାର କରିବାକୁ ଇସାରା ଦେଲେ ଶରଦ ପାୱାର । କହିଲେ, ଶୁକ୍ରବାର କର୍ମୀଙ୍କ ବିଶ୍ୱାସ ଉପରେ…

କନକ ବ୍ୟୁରୋ : ଏନସିପି ସଭାପତି ପଦରୁ ଶରଦ ପାୱାର ଇସ୍ତଫା ଦେବାର ଦୁଇ ଦିନ ପରେ ବି କିଏ ଦଳ ମଙ୍ଗ ଧରିବ ତାହା ଏବେ ଯାଏ ସ୍ଥିର ହୋଇନାହିଁ । ଏହାରି ଭିତରେ ତାଙ୍କ ଇସ୍ତଫାକୁ ବିରୋଧ କରୁଥିବା ଦଳୀୟ ନେତା ଓ କର୍ମୀଙ୍କୁ ମୁମ୍ବାଇରେ ଭେଟିଛନ୍ତି ପାୱାର । ଦଳର ଭବିଷ୍ୟତ ପାଇଁ ସେ ଏଭଳି ନିଷ୍ପତି…