Daily Archives

May 22, 2023

ମେ ୨୪ରୁ ପ୍ରାଥମିକ ଶିକ୍ଷକ ମଞ୍ଚର ଧାରଣା । ଦାବି ପୂରଣ ନେଇ ବିଧାନସଭା ସମ୍ମୁଖରେ ଧାରଣା ଦେବ ସଂଘ ।

କନକ ବ୍ୟୁରୋ: ସୋମବାର ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଦିନ ୧୧ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୨୪ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଧାରଣାକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା । ତେବେ ଦାବି ପୂରଣ ନେଇ ୨୦୧୭ ମସିହାରୁ ଆରମ୍ଭ ହୋଇଥିବା…

ସରକାରୀ ବାବୁଙ୍କୁ ଘର ଯୋଗାଇ ଦେଇଛନ୍ତି ସରକାର । ହେଲେ ଭଡ଼ାରେ ଲାଗିଛି ସରକାରୀ ଘର । କୋଟିଏ ଟଙ୍କାର ବ୍ରାଉନ୍ ସୁଗାର…

କନକ ବ୍ୟୁରୋ: ଦୁଇ ଦିନ ତଳେ ସରକାରୀ କ୍ୱାର୍ଟରରେ ବ୍ରାଉନ୍ ସୁଗାରର ଖବର ଆମେ ଆପଣଙ୍କୁ ଦେଖାଇଥିଲୁ । ସରକାରୀ ବାବୁଙ୍କ କ୍ୱାର୍ଟରରେ କଣ ଚାଲୁଛି, ତାର ରିୟାଲିଟି ଚେକ୍ କରିବା ପାଇଁ ରାଜମହଲ ସ୍ଥିତ କିଛି କ୍ୱାର୍ଟର୍ସରେ ପହଁଚିଥିଲା ଆମ ଟିମ୍ । ଆଉ ଦେଖିବାକୁ ପାଇଥିଲା, ସରକାରୀ…

ଓଡ଼ିଶାରେ ମାତିଛନ୍ତି ଦୁର୍ଦ୍ଦାନ୍ତ ‘ବାୱରିଆ ଗ୍ୟାଙ୍ଗ’ । ଆଖି ପିଛୁଳାକେ ଛିନତାଇ କରି ହୋଇଯାଆନ୍ତି ଅନ୍ତର୍ଦ୍ଧାନ ।…

କନକ ବ୍ୟୁରୋ: ଓଡ଼ିଶାରେ ଧରାପଡିଛନ୍ତି ଦୁର୍ଦ୍ଦାନ୍ତ ବାୱରିଆ ଗ୍ୟାଙ୍ଗ୍ । ବାଲେଶ୍ୱର, ଭଦ୍ରକ, କଟକ ଓ ଭୁବନେଶ୍ୱରରେ ଛିନତାଇ, ଲୁଟପାଟ କରି ଆତଙ୍କ ଖେଳାଇଥିଲେ । ବିଭିନ୍ନ ସହରରେ ଲୁଟପାଟ କରି ସ୍ପିଡ୍ ବାଇକରେ ଖସି ଯାଇ ପୁରୀରେ ରହୁଥିଲେ । ୨ ବର୍ଷ ହେଲା ଓଡିଶ ପାଇଁ ମୁଣ୍ଡବିନ୍ଧା…

ଚାଉଳ ପାଇଁ ରାତି ଅନିଦ୍ରା । ଉପାନ୍ତ ନୁହେଁ, ରାଜଧାନୀ ଭୁବନେଶ୍ୱରରୁ ଆସିଲା ଅଭାବନୀୟ ଖବର । ରାସ୍ତା ଉପରେ ଧାଡ଼ିରେ…

କନକ ବ୍ୟୁରୋ: ଆପଣମାନେ ଜାଣିଥିବେ ମେଡିକାଲରେ ଟିକେଟ୍ କରିବା ପାଇଁ ଲୋକେ ଧାଡି ଲଗାନ୍ତି । ରାତି ଅନିଦ୍ରା ହୁଅନ୍ତି । ହେଲେ ଆପଣ ହୁଏତ ଜାଣିନଥିବେ ମାଗଣା ରାସନ ପାଇଁ ଲୋକେ ରାତି ଅନିଦ୍ରା ହୋଇ ଧାଡି ଲଗାନ୍ତି । ଭୁବନେଶ୍ୱର, କୋଳଥିଆରୁ ଆସିଛି ସେମିତି ଏକ ଖବର । ଚାଉଳ ପାଇଁ ରାତି…

ପିଏଚସି ଠାରୁ ବଡ଼ ମେଡିକାଲ୍ ପର୍ଯ୍ୟନ୍ତ ସବୁଠି ଡାକ୍ତର ଅଭାବ । ରାଜ୍ୟରେ ଖାଲି ପଡ଼ିଛି ୫୬ ପ୍ରତିଶତରୁ ଅଧିକ ପଦବୀ ।…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସମୀକ୍ଷା ଚାଲିଛି । ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ସେମାନଙ୍କ ରିପୋର୍ଟ କାର୍ଡ ଦେଉଛନ୍ତି । ଏହି କ୍ରମରେ ଆଜି ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ରିପୋର୍ଟ ଆସିଛି । ଯାହା ଆଶ୍ଚର୍ଯ୍ୟ କଲାଭଳି । ରାଜ୍ୟରେ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି…

ପୁଣି ନୂଆ ରେକର୍ଡ କଲା ସିନେମା ଦ କେରଳ ଷ୍ଟୋରୀ । ରିଲିଜର ୧୭ଦିନ ଭିତରେ ୨୦୦କୋଟି ଟଙ୍କାର ବ୍ୟବସାୟ

କନକ ବ୍ୟୁରୋ : ବଡ଼ ପରଦାରେ ମନ ମୋହୁଛି ‘ଦ କେରଳ ଷ୍ଟୋରୀ’ । ବହୁ ବାଦବିବାଦ ପରେ ମୁକ୍ତିଲାଭ କରିଥିବା ଏହି ସିନେମା ୧୭ ଦିନରେ ୨୦୦ କୋଟି ଆୟ କରିଛି । ମୁଖ୍ୟ ଭୂମିକାରେ ଅଦା ଶର୍ମା ନଜର ଆସିଥିବାବେଳେ ତାଙ୍କ ଜୀବନ୍ତ ଅଭିନୟ ସଭିଁଙ୍କ ମନ କିଣିଛି । ସିନେମାଟିର ନିର୍ଦ୍ଦେଶନା ଦେଇଛନ୍ତି…