Daily Archives

May 19, 2023

ଆପଣଙ୍କ ପାଖରେ ଅଛି କି ୨ ହଜାର ଟଙ୍କିଆ ନୋଟ୍? ଅଚଳ ହେଇଯିବ ୨ ହଜାର ଟଙ୍କିଆ ନୋଟ୍! ଆରବିଆଇ ନେଲା ବଡ ନିଷ୍ପତ୍ତି 

କନକ ବ୍ୟୁରୋ: ଆପଣଙ୍କ ପାଖରେ ଅଛି କି ୨ ହଜାର ଟଙ୍କିଆ ନୋଟ୍? ଯଦି ଅଛି, ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟକୁ ନେଇ ନେଇଛି ବଡ ନିଷ୍ପତ୍ତି । ଖୁବଶୀଘ୍ର ଅଚଳ ହେବାକୁ  ଯାଉଛି ଏହି ଭାରତୀୟ ନୋଟ୍ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସୂଚନା…

ପ୍ରସ୍ତୁତ ନୂଆ ସଂସଦ ଭବନ: ୨୮ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିର, ଅର୍ଥାତ୍ ସଂସଦର ନୂଆ ଭବନ ଏବେ ପୂରା ପ୍ରସ୍ତୁତ । ମେ’ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂଆ ସଂସଦ ଭବନର ଉଦଘାଟନ ହେବ । ନୂଆ ସଂସଦ ଭବନର କାର୍ଯ୍ୟ ପୂରଣ ହେବା ପରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା, ଏହାର ଲୋକାର୍ପଣ…

କର୍ଣ୍ଣାଟକରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହରେ ଏକାଠି ହେବେ ମୋଦୀ ବିରୋଧୀ: ସାମିଲ ହେବେ ନାହିଁ ମମତା ବାନାର୍ଜୀ

କନକ ବ୍ୟୁରୋ: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା । ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ଶନିବାର ବେଙ୍ଗାଲୁରୁର କାନ୍ତିବୀରା ଷ୍ଟାଡିୟମରେ ଶପଥଗ୍ରହଣ ସମାରୋହ ଆୟୋଜିତ ହେବ । ଏଥିରେ ମୋଦି ବିରୋଧୀ ଏକାଠି ହୋଇପାରନ୍ତି ବୋଲି ଆକଳନ କରାଯାଉଛି ।…

ମାଆ, ପୁଅ ଏକାଠି କଲେ ମାଟ୍ରିକ ପାସ୍: ପୁଅଠୁ ଗୋଟିଏ ପାଦ ଆଗରେ ରହିଲେ ମା

କନକ ବ୍ୟୁରୋ: ଏ ଏମିତି ଏକ ପ୍ରରଣାଦାୟୀ କାହାଣୀ, ଯାହା ବୟସ ଗଡିଗଲା ପରେ ପାଠ ପଢିବାକୁ ଚାହୁଁଥିବା ଅନେକଙ୍କୁ ଉତ୍ସାହ ଯୋଗାଇବ । ପରୀକ୍ଷା ହଲରେ ଏକାଠି ବସିଥିଲେ ଏହି ମାଆ-ପୁଅ । ୪୭ ବର୍ଷୀୟ ମହିଳା ସୁଜାତା ନାୟକ ଓ ତାଙ୍କ ପୁଅ ଆୟୁଷ ନାୟକ ଏକାଠି ମାଟ୍ରିକ ପରୀକ୍ଷା ଦେଇଥିଲେ । ଆଉ ଫଳ…

ଜେଲରେ ସାବିତ୍ରୀ ବ୍ରତ କଲେ ଅର୍ଚ୍ଚନା ନାଗ: ପୂଜା କଲେ, ସ୍ୱାମୀଙ୍କ ଶୁଭ ମନାସିଲେ

କନକ ବ୍ୟୁରୋ: ହାତରେ ଶଙ୍ଖା, ସିନ୍ଥିରେ ସିନ୍ଦୁର, ମୁଣ୍ଡରେ ଓଢଣୀ । ସାବିତ୍ରୀ ବ୍ରତ ଅବସରରେ ଏଭଳି ବେଶରେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ଦେଖିବାକୁ ମିଳିଥିଲା । ହନିଟ୍ରାପ ଓ ବ୍ଲାକମେଲିଂ ଅଭିଯୋଗରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବେ ଜେଲରେ ଅଛନ୍ତି । ଆଉ ସାବିତ୍ରୀ…

ଶୁଖୁଛି ମହାନଦୀ: ତଳକୁ ଖସିଚାଲିଛି ଜଳସ୍ତର, ନଦୀ ଭିତରକୁ ପଶୁଛି ସମୁଦ୍ର ପାଣି

କନକ ବ୍ୟୁରୋ: ଅଣମୌସୁମୀ ଋତୁରେ ପାଣି ଛାଡୁନି ଛତିଶଗଡ଼ । ଅଧା ଓଡ଼ିଶାର ଜୀବନ ରେଖା ମହାନଦୀ ଉପରେ ଘନେଇ ଆସୁଛି ସଂକଟ । ମହାନଦୀର ପ୍ରବାହ ସ୍ୱାଭାବିକ ଭାବେ ହେଉନଥିବାରୁ ଯେଉଁ ସମସ୍ୟା ସୃଷ୍ଟି ହେଉଛି, ତାହା ସାଂଘାତିକ । କାରଣ, ନଦୀ ଶୁଖିଲା ପଡୁଥିବାରୁ ଭୂତଳ ଜଳସ୍ତର ଖସିଯାଉଛି ।…