Daily Archives

May 9, 2023

ଆମେରିକାରେ ସବୁଠୁ ବଡ଼ ହିନ୍ଦୁ ମନ୍ଦିରକୁ ଚିକାଗୋର କନସୁଲେଟ ଜେନେରାଲଙ୍କ ପରିଦର୍ଶନ

କନକ ବ୍ୟୁରୋ: ଆମେରିକାର ମିନିଆପଲିସ ସ୍ଥିତ ଦେଶର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିରକୁ ଚିକାଗୋର କନସୁଲେଟ ଜେନେରାଲ ପରିଦର୍ଶନ କରିଥିଲେ । କନସୁଲେଟ ଜେନେରାଲ ସୋମନାଥ ଘୋଷ ଏବଂ ବରିଷ୍ଠ କର୍ମକର୍ତା ମାନଙ୍କୁ ଡକ୍ତର ଦାସ ଫାଉଣ୍ଡେସନର ମୁଖ୍ୟ ଡକ୍ଟର ସୀତକଣ୍ଠ ଦାସ ଆମନ୍ତ୍ରଣ କରିଥିଲେ ଏବଂ ମନ୍ଦିର…

ଇମ୍ରାନଙ୍କ ଗିରଫଦାରୀ ପରେ ଜଳୁଛି ପାକିସ୍ତାନ: ସାରା ଦେଶରେ ୧୪୪ ଧାରା ଲାଗୁ

କନକ ବ୍ୟୁରୋ: ଏୟାରଫୋର୍ସ ମେମୋରିଆଲ, କମାଣ୍ଡର ହାଉସ, ଏଟେରିଙ୍ଗ ଡିଫେନ୍ସ ହେଡକ୍ୱାର୍ଟର, ବର୍ଣ୍ଣିଂ ରେଡିଓ ଅଫିସ ପାକିସ୍ତାନ ଗିରଫ ହୋଇନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ପାକିସ୍ତାନ ରେଂଜର୍ସ, କୋର୍ଟ ପରିସର ଭିତରେ ଇମ୍ରାନଙ୍କୁ ଗିରଫ କରିଛି । ଇସଲାମାବାଦ…

ବ୍ରହ୍ମପୁରରୁ ଜୟପୁର ବିଜୁ ଏକ୍ସପ୍ରେସ ୱେ-୨ର ନିର୍ମାଣ ଖୁବଶୀଘ୍ର । ତିନି ବର୍ଷରେ ସରିବ କାମ । ୩୦୫ କିଲୋମିଟର ଏହି…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ୍ ଆଜି ଦୁଇ ଦିନିଆ ଗସ୍ତରେ ଗଜପତି ଜିଲ୍ଲା ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ବିଶେଷକରି ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେ’ର ନିର୍ମାଣ…

ଆତଙ୍କବାଦୀଙ୍କ ପାଣ୍ଠି ଉପରେ ଏନଆଇଏ ପାହାର: ଦେଶର ୧୬ଟି ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥାର ଚଢାଉ

କନକ ବ୍ୟୁରୋ: ଟେରର ଫଣ୍ଡିଂ ଉପରେ ପାହାର । ଦେଶର ୧୬ଟି ସ୍ଥାନରେ ରେଡ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଜମ୍ମୁକଶ୍ମୀରରେ ଥିବା ପିଏଫଆଇ ଠିକଣା ଉପରେ ଚଢାଉ କରାଯାଇଛି । ଏଥିସହ ତାମିଲନାଡୁର ୧୦ରୁ ଅଧିକ ସ୍ଥାନରେ ମଧ୍ୟ ରେଡ କରିଛି ଏନଆଇଏ । ପାକିସ୍ତାନରେ ବସି ପିଏଫଆଇ ଦ୍ୱାରା…

ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରସରକାରଙ୍କ ଅପିଲ: ସମଲିଙ୍ଗୀ ଓ ଲିଭଇନ କପଲଙ୍କୁ ସରୋଗେସୀ ସୁବିଧାରୁ ବଞ୍ଚିତ କରିବାକୁ…

କନକ ବ୍ୟୁରୋ: ସମଲିଙ୍ଗୀ ଓ ଲିଭ୍ ଇନ୍ ପାର୍ଟନରଙ୍କୁ ସରୋଗେସୀ ଆଇନ ଅଧିନରେ ଥିବା ସମସ୍ତ ସୁବିଧାରୁ ବଂଚିତ ରଖିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର । ମଙ୍ଗଳବାର ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି । କେନ୍ଦ୍ର ସରକାର କହିଛନ୍ତି ଭାରତୀୟ ଆଇନରେ…

ରିଲିଜ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ଆଦିପୁରୁଷର ପ୍ରଥମ ଟ୍ରେଲର: ୪ ଘଂଟାରେ ୪ ମିଲିୟନ ଭ୍ୟୁ ସହ ଫିଲ୍ମ କଲା ନୂଆ…

କନକ ବ୍ୟୁରୋ: ମଙ୍ଗଳବାର ବହୁପ୍ରତୀକ୍ଷିତ ସିନେମା ଆଦିପୁରୁଷର ଟ୍ରେଲର ଲଂଚ କରିଛନ୍ତି ନିର୍ମାତା । ଏଥିପାଇଁ ମୁମ୍ବାଇରେ ଏକ ବଡ ଇଭେଂଟର ଆୟୋଜନ କରାଯାଇଥିଲା । ଏହି ଅବସରରେ ପ୍ରଭାସ ଓ କ୍ରିତି ସାନନଙ୍କ ସହ ଅନ୍ୟ କଳାକାର ମାନେ ଉପସ୍ଥିତ ଥିଲେ । ପ୍ରଥମେ ଜୟ ଶ୍ରୀରାମ ନାରା ସହ ହୋଇଥିଲା…