Daily Archives

May 21, 2023

ଆସନ୍ତାକାଲି ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ବିକ୍ରମ, ସାରଦା ଓ ସୁଦାମ ହେବେ ନୂଆ କ୍ୟାବିନେଟ ମନ୍ତ୍ରୀ । ନବୀନ ନିବାସରୁ…

କନକ ବ୍ୟୁରୋ: ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ମନ୍ତ୍ରୀଙ୍କୁ ଆସିଲା ଫୋନ୍ କଲ୍ । ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାର୍ଣ୍ଡି ହେବେ କ୍ୟାବିନେଟ୍ ମନ୍ତ୍ରୀ । ଏନେଇ ମନ୍ତ୍ରୀଙ୍କ ପାଖକୁ ଫୋନ୍ କଲ୍ ଆସିଥିବା ସୂଚନା ମିଳିଛି । ଆସନ୍ତାକାଲି ସକାଳ ୯ଟା ୫୦ରେ ଶପଥ ନେବେ ନୂଆ…

ପିଲା ଜନ୍ମ କରିବାର ନୂଆ ଉପାୟ । ଏବେ ସଞ୍ଚୟ କର ଶୁକ୍ରାଣୁ ଓ ଡିମ୍ବାଣୁ । ସମୟ ଓ ସୁବିଧା ଅନୁସାରେ ହେବ ସନ୍ତାନ

କନକ ବ୍ୟୁରୋ: ଜୀବନ ଶୈଳୀ ବଦଳୁଛି, ବଦଳୁଛି ଚିନ୍ତାଧାରା । କ୍ୟାରିୟରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଯୁବପିଢ଼ି । ଏହା ସହ ସ୍ୱାସ୍ଥ୍ୟ ସଚେତନତା ମଧ୍ୟ ବଢୁଛି । ତେଣୁ କ୍ୟାରିୟର ଗଢ଼ିବା ବୟସରେ ଯେଉଁମାନେ ବାପା-ମାଆ ହେବାକୁ ପସନ୍ଦ କରୁନାହାନ୍ତି । ଆଇଭିଏଫ ହସ୍ପିଟାଲରେ ଶୁକ୍ରାଣୁ ଓ…

ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ଏବେ କେଉଁଠି? କାହିଁକି କୋର୍ଟରେ ହେଉନାହାନ୍ତି ହାଜର? ଏନବିଡବ୍ଲୁ ଜାରି କରିଛି…

କନକ ବ୍ୟୁରୋ: ହନିଟ୍ରାପ ଓ ବ୍ଲାକମେଲିଂର ଗୁମର ଖୋଲିଥିବା ଶ୍ରଦ୍ଧାଞ୍ଜଳି ବେହେରା ଗିରଫ ହେବେ । ବାରମ୍ବାର ସମନ ସତ୍ୱେ କୋର୍ଟରେ ହାଜର ନହେବାରୁ ଏନବିଡବ୍ଲୁ ବା ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି ସିବିଆଇ କୋର୍ଟ । ଆଉ ଏବେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଶ୍ରଦ୍ଧାଞ୍ଜଳି ଏବେ…

ଚୋରି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା । ମୃତକଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ । ମାଡ଼…

କନକ ବ୍ୟୁରୋ: ମହଙ୍ଗା ପଡିଛି ଆଇନକୁ ହାତକୁ ନେବା ।  ଗଞ୍ଜାମ ଚିଙ୍ଗୁଡ଼ିଘାଇ ଗାଁରେ ଚୋରି ସନ୍ଦେହରେ ଯୁବକଙ୍କ ପିଟି ପିଟି ହତ୍ୟା ଘଟଣାରେ ୭ ଜଣଙ୍କୁ ବାନ୍ଧିଛି ପୁଲିସ  । ଘଟଣାରେ ଅନେକ ଲୋକ ସାମିଲ ଥିବାରୁ ତଦନ୍ତକୁ ଜୋରଦାର କରାଯାଇଛି । ଛୋଟ ଛୋଟ ପିଲା ଓ ମହିଳାଙ୍କ ସମ୍ମୁଖରେ ଜଣେ…

ଧଳା ଜହରର ଆଡ୍ଡା ପାଲଟିଛି ସରକାରୀ କ୍ୱାର୍ଟର୍ସ: ଭୁବନେଶ୍ୱରରେ ସରକାରୀ କ୍ୱାଟରରେ ଚାଲିଥିଲା ବ୍ରାଉନସୁଗାର କାରବାର

କନକ ବ୍ୟୁରୋ: ଭୁବନେଶ୍ୱର ପାଲଟିଛି ଡ୍ରଗ୍ସ ହବ୍ । ସରକାରୀ କ୍ୱାର୍ଟରକୁ ଢାଲ କରି କାରବାର ହେଉଛି କୋଟି କୋଟି ଟଙ୍କାର ଡ୍ରଗ୍ସ । ଏ କଥା ସେତେବଳେ ପଦାକୁ ଆସିଛି ଯେତେବେଳେ ୟୁନିଟ-୮ସ୍ଥିତ ଏକ ସରକାରୀ କ୍ୱାର୍ଟର ଭିତରେ ଡିଲ ବେଳେ କୋଟିଏ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହିତ ଅଭିଯୁକ୍ତକୁ…

ବଢିଲା ବଲାଙ୍ଗିର ରାଜ ପରିବାରର ଅଡୁଆ । ସିଂଦେଓ ପରିବାର ବିରୋଧରେ ଉତ୍ତରାଖଣ୍ଡ ଡେରାଡୁନରେ ମାମଲା । ପାରିବାରିକ ହିଂସା…

କନକ ବ୍ୟୁରୋ: ବଢିଛି ବଲାଙ୍ଗିର ରାଜ ପରିବାରର ଅଡୁଆ । ପାରିବାରିକ ହିଂସା ଅଭିଯୋଗରେ ଅର୍କେଶ ସିଂହଦେଓଙ୍କ ସହ ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀଙ୍କ ସହ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅର୍କେଶଙ୍କ ପତ୍ନୀ ଆଦ୍ରିଜା ମଞ୍ଜରୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି…