Daily Archives

May 24, 2023

ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ ’ମାୱାର’, ଚିନ୍ତାରେ ଦ୍ୱୀପ ଦେଶ ଗୁଆମ

କନକ ବ୍ୟୁରୋ: ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼’ମାୱାର’ । ୨୨୫ କିଲୋମିଟର ବେଗରେ ବହୁଛି ପବନ । ଚିନ୍ତାରେ ଦ୍ୱୀପ ଦେଶ ଗୁଆମ । ଗୁଆମର ସ୍ଥାନୀୟ ସମୟ ଅନୁଯାୟୀ ବୁଧବାର ସନ୍ଧ୍ୟାରେ ମାୱାର ଲ୍ୟାଣ୍ଡଫଲ କରିଛି । ଏହା ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ପବନ ଦେଖିବାକୁ ମିଳିଛି । ଫଳରେ ଅଧିକାଂଶ…

ନୂଆ ସଂସଦ ଭବନକୁ ନେଇ ରାଜନୀତି, ଉତ୍ସବ ବର୍ଜନ କରିବେ କଂଗ୍ରେସ ସମେତ ୧୯ ଦଳ

କନକ ବ୍ୟୁରୋ: ଆସନ୍ତା ରବିବାର ଦେଶର ନୂଆ ସଂସଦ ଭବନର ଉଦଘାଟନ ହେବାକୁ ଯାଉଛି । ପ୍ରାୟ ୧୦୦ ବର୍ଷ ପରେ ଉଦଘାଟନ ହେବାକୁ ଥିବା ନୂଆ ସଂସଦ ଭବନକୁ ନେଇ ରାଜନୀତି ଜୋର ଧରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନ ଉଦଘାଟନ କରିବାକୁ ନେଇ ପ୍ରାୟ ସମସ୍ତ ବିରୋଧୀ ଦଳ ବିରୋଧ କରିଛନ୍ତି ।…

ଅକାଳରେ ଜୀବନ ନେଉଛି ଜଳବାୟୁ ପରିବର୍ତ୍ତନ, ୫୦ ବର୍ଷରେ ଆଖି ବୁଜିଲେଣି ୨୦ଲକ୍ଷ ଲୋକ

କନକ ବ୍ୟୁରୋ: ଜଳବାୟୁ ପରିବର୍ତନ ଯୋଗୁଁ ବଢୁଛି ପ୍ରାକୃତିକ ବିପତ୍ତି ।  କେତେବେଳେ ବନ୍ୟା ତ ପୁଣି କେତେବେଳେ ବାତ୍ୟା । ପ୍ରବଳ ଗ୍ରୀଷ୍ମ ପ୍ରବାହ ତ ପୁଣି ମରୁଡି । ଘାତକ ସାଜିଥିବା ଜଳବାୟୁ ପରିବର୍ତନ ଅକାଳରେ ନେଇଚାଲିଛି ଜୀବନ ।  ଏନେଇ ବିଶ୍ୱ ପାଣିପାଗ ସଙ୍ଗଠନ ବା ଡବ୍ଲୁ ଏମ ଓ ପ୍ରକାଶିତ…

ନୂଆ ସଂସଦ ଭବନ ଉଦଘାଟନରେ ସାମିଲ ହେବ ବିଜେଡି । ପ୍ରେସ ରିଲିଜ ଜାରି କରି ଆଭିମୁଖ୍ୟ ସ୍ପଷ୍ଟ କଲା ଶାସକ ଦଳ

କନକ ବ୍ୟୁରୋ: ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ସାମିଲ ହେବ ବିଜେଡି । ଆଜି ନେଇ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସ ରିଲିଜ ଜାରି କରିଛନ୍ତି । ଏଥିରେ କୁହାଯାଇଛି, ଭାରତର ରାଷ୍ଟ୍ରମୁଖ୍ୟ ହେଉଛନ୍ତି ରାଷ୍ଟପତି । ଆଉ ପାର୍ଲାମେଣ୍ଟ, ଦେଶ ୧୪୦ କୋଟି ଲୋକଙ୍କୁ…

ଗାଁରେ ମିଳିବ ସହରର ସୁବିଧା! ଗାଁ ଦାଣ୍ଡରେ ଦୌଡ଼ିବ ‘ମୋ ବସ୍’

କନକ ବ୍ୟୁରୋ: ଅଳ୍ପ ଦେୟ ଦେଇ ସୁବିଧା ଗମନାଗମନର ଯେଉଁ ସୁବିଧା ସହରାଞ୍ଚଳରେ ମିଳୁଛି । ଏଣିକି ଗାଁ ସହ ଯୋଡ଼ି ହେବ ମୋ ବସ୍ ସେବା । ପ୍ରତି ପଂଚାୟତରେ ଗଡ଼ିବ ‘ମୋ ବସ୍’ । ବ୍ଲକ ମୁଖ୍ୟାଳୟରୁ ପଂଚାୟତକୁ ଚାଲିବ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ମିଳିବ ପରିବହନ ସେବା । ପ୍ରାଥମିକ…

ରାଜଧାନୀ ରାସ୍ତାରେ ଜଘନ୍ୟ ହତ୍ୟାକାଣ୍ଡ। ଯୁବକଙ୍କୁ ଖଣ୍ଡାରେ ହାଣିଲେ, ଫେରାର୍ ହେଲେ

କନକ ବ୍ୟୁରୋ: ସଭିଙ୍କ ନିଦ ଭାଙ୍ଗିବା ପୁର୍ବରୁ ରାସ୍ତାରେ ବୋହିଲା ରକ୍ତର ଧାର । କେହି କିଛି ବୁଝିବା ପୁର୍ବରୁ ୪ ରୁ ୫ ଜଣ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ରାସ୍ତାରେ ସଙ୍ଘବଦ୍ଧ ଭାବେ ଗୋଡାଇ ଗୋଡାଇ ଖଣ୍ଡାରେ ଚୋଟ ଉପରେ ଚୋଟ ମାରିଚାଲିଲେ । ଯୁବକଙ୍କ ମୁଣ୍ଡକୁ ଖଣ୍ଡାରେ ହାଣିି ଦୁଇ ଫାଳ କରିବା…