Daily Archives

May 11, 2023

ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ: ଆଇପିଏଲରେ ହାସଲ କଲେ ଦ୍ରୁତତମ ଅର୍ଦ୍ଧଶତକ

କନକ ବ୍ୟୁରୋ: ଆଇପିଏଲ ଇତିହାସ ରଚିଲେ ରାଜସ୍ଥାନର ଷ୍ଟାର ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୟସ୍ୱାଲ । କୋଲକାତା ବିପକ୍ଷରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ମାତ୍ର ୧୩ ବଲରେ ସେ ୫୦ ରନ କରିଛନ୍ତି । ସେ ଏହି ରେକର୍ଡ କରି କେଏଲ ରାହୁଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ପୂର୍ବରୁ କେଏଲ ରାହୁଲ ମାତ୍ର…

ଜୁନ୍ ୨୨ରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ: ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି କରିବେ ଆଲୋଚନା

କନକ ବ୍ୟୁରୋ: ହ୍ୱାଇଟ୍ ହାଉସ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି କରିବେ ଆଲୋଚନା । ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଯିବା ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଦେଶ ମୁଖ୍ୟଙ୍କ ଆଲୋଚନା ଉଭୟ ଦେଶର…

ପଞ୍ଜାବ ସ୍ୱର୍ଣ୍ଣ ମନ୍ଦିର ନିକଟରେ ବୋମା ବିସ୍ଫୋରଣ ମାମଲା: ୫ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

କନକ ବ୍ୟୁରୋ: ପଞ୍ଜାବ ଅମୃତସର ସ୍ୱର୍ଣ୍ଣ ମନ୍ଦିର ପାଶ୍ୱର୍ରେ ପୁଣି ବୋମା ବିସ୍ଫୋରଣ । ଗତ ୫ ଦିନ ମଧ୍ୟରେ ଏହା ତୃତୀୟ ଥର ପାଇଁ ଏଭଳି ବିସ୍ଫୋରଣ ହୋଇଛି । ତେବେ ବିସ୍ଫୋରଣରେ କେହି ଆହାତ ହୋଇନଥିବା ବେଳେ ପୋଲିସ ଏ ଘଟଣାରେ ୫ ଜଣ ସନ୍ଦୀଗ୍ଧଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଗିରଫ…

ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ବଡ ବିଜୟ: ଏଣିକି ପ୍ରଶାସନିକ ଅଧିକାରୀଙ୍କ ଉପରେ ରହିବ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ

କନକ ବ୍ୟୁରୋ: କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧରେ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଶାସନିକ ସେବା ନିୟନ୍ତ୍ରଣ କ୍ଷମତାର ଅଧିକାର ଦିଲ୍ଲୀ ସରକାରଙ୍କୁ ଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ପ୍ରଧାନବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ…

ନୀତିଶଙ୍କ ‘ବିରୋଧୀ ଯୋଡ଼’ ମିଶନ: ଉଦ୍ଧବ ଓ ଶରଦ ପାୱାରଙ୍କୁ ଭେଟିଲେ, ମୋଦୀଙ୍କ ବିରୋଧରେ ଏକାଠି ହେବାକୁ ଦେଲେ ଆହ୍ୱାନ

କନକ ବ୍ୟୁରୋ: କର୍ଣ୍ଣାଟକ ନିର୍ବାଚନ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ‘ଅପରେସନ୍ ବିରୋଧୀ’କୁ ଆହୁରି ମଜଭୁତ କରିବା ପାଇଁ ଆଉ ପାଦେ ଆଗେଇଛନ୍ତି । କିଛି ଦିନ ତଳେ ଓଡ଼ିଶା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଏବେ ନୀତୀଶ ମୁମ୍ବାଇରେ ପହଂଚିଛନ୍ତି । ସେଠାରେ ମହାରାଷ୍ଟ୍ରର…

କର୍ଣ୍ଣାଟକରେ କିଏ ଗଢ଼ିବ ସରକାର? ଏକଜିଟ୍ ପୋଲରେ କଂଗ୍ରେସକୁ ବହୁମତ ମିଳିବା ନେଇ ସମ୍ଭାବନା   

କନକ ବ୍ୟୁରୋ: କର୍ଣ୍ଣାଟକରେ କିଏ ଗଢ଼ିବ ସରକାର । ଆଉ ଦିନକ ପରେ ଆସିବ ଫଇସଲା । ତେବେ ଏହା ପୂର୍ବରୁ ଏକଜିଟ୍ ପୋଲ ସାମ୍ନାକୁ ଆସିଛି । ଯେଉଁଥିରେ କଂଗ୍ରେସ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ଅର୍ଥାତ୍ କର୍ଣ୍ଣାଟକରେ ଏଥର କଂଗ୍ରେସ ସରକାର ଗଠନ କରିବ ବୋଲି ଅନୁମାନ କରିଛନ୍ତି ଅଧିକାଂଶ…