Daily Archives

May 16, 2023

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମିଳିଲା ହତ୍ୟା ଧମକ, ଦିଲ୍ଲୀ ସରକାରୀ ବାସଭବନକୁ ଆସିଲା ଧମକପୂର୍ଣ୍ଣ କଲ

କନକ ବ୍ୟୁରୋ : କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀଙ୍କୁ ପୁଣିଥରେ ମିଳିଲା ହତ୍ୟା ଧମକ । ସୋମବାର ରାତିରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ମିଳିଛି ଧମକ । ନିତିନ୍ଙ୍କ ଘରକୁ ଏକ ଫୋନ୍ କଲ ଯୋଗେ ଏହି ହତ୍ୟା ଧମକ ଦିଆଯାଇଛି । ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଘଟଣାର ଯାଂଚ କରୁଛି ।…

ଇମ୍ରାନ ଖାନଙ୍କ ଜାମିନ ଘଟଣାକୁ ବିରୋଧ କରି ସେହେବାଜ ସରକାର ଓ ସେନା ମଧ୍ୟରେ ବସୁଛି ଘନ ଘନ ବୈଠକ,ଦେଶରେ ହିଂସା ଘଟଣା…

କନକ ବ୍ୟୁରୋ : ପାକିସ୍ତାନରେ ଥମୁନି ଅଶାନ୍ତିିର ନିଆଁ । ପାକ୍ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗିରଫ କରିବା ଠୁ ଆରମ୍ଭ କରି ମୁକୁଳାଇବା ଯାଏଁ ଲମ୍ବିଛି ବିବାଦ । ଦେଶରେ ବତର୍ମାନ ଇମ୍ରାନଙ୍କ ସମର୍ଥକ ଓ ସରକାରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି । ଏହାରି ଭିତରେ ମଙ୍ଗଳବାର…

ଅଘୋଷିତ ବିଦ୍ୟୁତ୍ କାଟ ଉପରେ ନାହିଁ ଲଗାମ । ଖୋଦ ରାଜଧାନୀରେ ବାରମ୍ବାର ହେଉଛି ପାୱାରକଟ୍ । ଇନଭର୍ଟର ଥିଲେ ବି ଲୋକେ…

କନକ ବ୍ୟୁରୋ: ଅଘୋଷିତ ପାୱାର କଟ୍ ପାଇଁ ହନ୍ତସନ୍ତ ରାଜଧାନୀ ବାସିନ୍ଦା । ଅତିସହ୍ୟ ଗରମକୁ ରାତି ଅଧିଆ ପାୱାରକଟ୍ ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଭୁବନେଶ୍ୱରର ଲୋକେ । ଇନଭର୍ଟର ଥିଲେ ବି ଲୋକେ ହେଉଛନ୍ତି ହନ୍ତସନ୍ତ । କାହିଁକି ଏଭଳି ବାରମ୍ବାର ବିଦ୍ୟୁତ କାଟ୍ ହେଉଛି ସେନେଇ ଲୋକେ…

ଏଥରକ ସାମାନ୍ୟ ବିଳମ୍ବରେ କେରଳରେ ପହଁଚିପାରେ ମୌସୁମୀ, ଜୁନ ୧ ନୁହେଁ ୪ରେ ରାଜ୍ୟକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ…

କନକ ବ୍ୟୁରୋ : ଚଳିତଥର ସାମାନ୍ୟ ବିଳମ୍ବରେ କେରଳରେ ପହଁଚିପାରେ ମୌସୁମୀ । ସାଧାରଣତ ଜୁନ ୧ତାରିଖରେ ମୌସୁମୀ ପହଁଚୁଥିବାବେଳେ ଏଥରକ ୪ତାରିଖରେ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।ଗତବର୍ଷ ମେ ୨୯, ୨୦୨୧ରେ ଜୁନ ୩ ଓ ୨୦୨୦ ମସିହାରେ ଜୁନ ୧ରେ କେରଳରେ ପହଁଚିଥିଲା ମୌସୁମୀ ।…

ଚର୍ଚ୍ଚାରେ ଯୁବ ନିର୍ବାଚନୀ ରଣନୀତିକାର ସୁନୀଲ କାନୁଗୋଲୁ । କର୍ଣ୍ଣାଟକରେ  ନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ପଛରେ…

କନକ ବ୍ୟୁରୋ : କର୍ଣ୍ଣାଟକରେ କଂଗ୍ରେସକୁ ମିଳିଛି ରେକର୍ଡ ବିଜୟ । ୨୦୨୩ରେ ବିଧାନସଭା ନିର୍ବାଚନରେ ବହୁମତ ସହ ଜିତି ବିଜେପିକୁ ବଡ ଝଟକା ଦେଇଛି । ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା । କର୍ଣ୍ଣାଟକରେ କଂଗ୍ରେସ କରିଛି କମାଲ । ସାଂଗଠନିକ ସ୍ତରରେ ଦଳର ଏକତାଠୁ ନେଇ ହାଇକମାଣ୍ଡଙ୍କ ଫର୍ମୂଲା…

ଚାଲିଛି ପୋଲିସ କର୍ମଚାରୀଙ୍କ ମାନସିକ ସ୍ଥିତିର ଯାଞ୍ଚ । ୪୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମଚାରୀଙ୍କ କରାଯାଉଛି…

କନକ ବ୍ୟୁରୋ: ବ୍ରହ୍ମପୁରର ଏମକେସିଜି ବଡ ମେଡିକାଲରେ ଚାଲିଛି ପୁଲିସ କର୍ମଚାରୀ ଓ ଅଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା । ବ୍ରହ୍ମପୁର ପୋଲିସ ଜିଲ୍ଲା ଏସପି ଙ୍କ ନିର୍ଦ୍ଦେଶରେ ଏହି ପରୀକ୍ଷା ହେଉଛି । ଏଥିରେ ୫୦୦ରୁ ଅଧିକ ପୁରୁଷ ଓ ମହିଳା କର୍ମଚାରୀ ଓ ଅଧିକାରୀଙ୍କ ପରୀକ୍ଷା କରୁଛନ୍ତି…