Daily Archives

May 10, 2023

କର୍ଣ୍ଣାଟକ ବୁଥ ବାହୁଡା ମତ ପରେ ଆସିଲା ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା, ଦଳର ନେତା ଓ କାର୍ଯ୍ୟକର୍ତ୍ତାଙ୍କ…

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ସମାପ୍ତ ହୋଇଛି । ଭୋଟ ଗ୍ରହଣ ପରେ ବିଭିନ୍ନ ସର୍ଭେ ଏଜେନ୍ସି ଦ୍ୱାରା କରାଯାଇଥିବା ବୁଥ ବାହୁଡା ମତ ପ୍ରକାଶ ପାଇଛି । ଏହି ଏକ୍ସିଟ୍ ପୋଲ ଆସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରିଛନ୍ତି । ସେ ତାଙ୍କ…

କର୍ଣ୍ଣାଟକରେ ‘ବିଜେପି ସରକାର’ ନା ‘କଂଗ୍ରେସ ସରକାର’? କାହା ହାତକୁ ଯିବ ଶାସନ କ୍ଷମତା? ନା ପୁଣି କିଙ୍ଗମେକର ହେବ…

କନକ ବ୍ୟୁରୋ: କର୍ଣ୍ଣାଟକର ସମସ୍ତ ୨୨୪ ଆସନ ପାଇଁ ଶେଷ ହୋଇସାରିଛି ମତଦାନ । ଆସନ୍ତା ୧୩ ତାରିଖରେ ଆସିବ କର୍ଣ୍ଣାଟକ ଫଳାଫଳ । ତେବେ ଏହା ପୂର୍ବରୁ କର୍ଣ୍ଣାଟକରୁ ଆସିଛି ବୁଥ୍ ବାହୁଡା ମତ । ତେବେ ଦକ୍ଷିଣ ଭାରତର ଏହି ରାଜ୍ୟରେ ସରକାର ଗଠନ ପାଇଁ କୌଣସି ଦଳକୁ ୧୧୩ ବିଧାୟକଙ୍କ ସମର୍ଥନ ଦରକାର…

ସଂସଦରେ କହିବାର ସୁଯୋଗ ନମଳିବାରରୁ ସାଂସଦଙ୍କ ଅଜବ ପ୍ରତିବାଦ, ସମସ୍ତଙ୍କ ସାମ୍ନାରେ ଖୋଲିଦେଲେ ସାର୍ଟ

କନକ ବ୍ୟୁରୋ : କହିବାକୁ ମିଳିଲାନି ମୌକା । ରାଗିଗଲେ ସାଂସଦ । ଆଉ ରାଗରେ ସମସ୍ତଙ୍କ ସାମ୍ନାରେ ଖୋଲିଦେଲେ ସାର୍ଟ । ଘଟଣା ନେପାଳର । ଇଏ ହେଉଛନ୍ତି ସାଂସଦ ଅମରେଣ ସିଂ । ଗୃହକାର୍ଯ୍ୟ ଚାଲିଥିବାବେଳେ କିଛି କହିବାକୁ ବହୁବାର ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ କହିବାକୁ ମୌକା ନମିଳିବାରୁ…

ବିନା ଅନୁମତିରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିଦର୍ଶନ ପଡିବ କି ମହଙ୍ଗା, ରାହୁଲ ଗାନ୍ଧୀଙ୍କୁ ନୋଟିସ ପଠାଇବ ଦିଲ୍ଲୀ…

କନକ ବ୍ୟୁରୋ : ଦିଲ୍ଲୀ ୟୁନିଭରସିଟି ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନୋଟିସ ପଠାଯିବ । ବିନା କୈାଣସି ସୂଚନା କିମ୍ବା ଅନୁମତିରେ କ୍ୟାମ୍ପସରେ ହଠାତ ରାହୁଲ ଗାନ୍ଧୀଙ୍କ ପରିଦର୍ଶନକୁ ନେଇ ଦିଲ୍ଲୀ ୟୁନିଭର୍ସିଟି ରାହୁଲଙ୍କୁ ନୋଟିସ ପଠାଇବାକୁ ନିଷ୍ପତି ନେଇଛି । ଏହି ନୋଟିସରେ…

ଆଇସିସି ୱାଲ୍ଡ କପ ୨୦୨୩ ପାଇଁ ତାରିଖ ଓ ଭେନ୍ୟୁ ଘୋଷଣା, ଅକ୍ଟୋବର ୫ରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ…

କନକ ବ୍ୟୁରୋ : ଘୋଷଣା ହେଲା ଆଇସିସି ଦିନିକିଆ ବିଶ୍ୱକପ ତାରିଖ । ଚଳିତ ବର୍ଷ ଅକ୍ଟୋବର ୫ରେ ଭାରତରେ ଖେଳାଯିବ ସୀମିତ ଓଭର କ୍ରିକେଟ ମହାକୁମ୍ଭର ୧୩ ତମ ସଂସ୍କରଣ । ଉଦଘାଟନୀ ମ୍ୟାଚ୍ ଅକ୍ଟୋବର ୫ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଲାଯିବ । ତେବେ ଆୟୋଜକ ଭାରତ ତାର ପ୍ରଥମ…

ରାଜସ୍ଥାନ ରାଜ୍ୟ ରାଜନୀତିରେ ହଲଚଲ ଭିତରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟକୁ ଦେଲେ ୫ହଜାର ୫ଶହ କୋଟିର ଉପହାର

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜସ୍ଥାନ ଗସ୍ତ । ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ପହଁଚିବା ପରେ ଶ୍ରୀ ନାଥଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ନାଥଦ୍ୱାରରେ ରୋଡ଼ ସୋ ପରେ ରାଜସ୍ଥାନବାସୀଙ୍କ ପାଇଁ ୫ ହଜାର ୫ ଶହ କୋଟିରୁ ଅଧିକ ଟଙ୍କାର ଭିତିଭୂମି ପ୍ରକଳ୍ପର ଉଦଘାଟନ ଓ…