Daily Archives

May 5, 2023

ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ବାହାରିନ୍ ଗସ୍ତ । ୩.୫ ଲକ୍ଷ ଭାରତୀୟ ଲୋକଙ୍କ ସହ କଲେ ଯୋଗାଯୋଗ ।

କନକ ବ୍ୟୁରୋ: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ତାଙ୍କର ଦୁଇ ଦିନିଆ ବାହାରିନ୍ ଗସ୍ତରେ ଯାଇ ୩.୫ ଲକ୍ଷ ଭାରତୀୟ ଲୋକ ଏବଂ ବାହାରିନ୍ ଫ୍ରେଣ୍ଡସ୍ ଅଫ୍ ଇଣ୍ଡିଆକୁ ନେଇ ଗଠିତ ଭାରତୀୟ ଡ଼ିଆପୋରା ସହିତ ଯୋଗାଯୋଗ କରିଛନ୍ତି। ଏହି ଅବସରରେ ସେଠାକାର ବୈଦେଶିକ ବ୍ୟାପାର ମନ୍ତ୍ରୀ…

ବିବାଦ ଭିତରେ ବଡ଼ ପରଦାକୁ ଆସିଲା ଚର୍ଚ୍ଚିତ ବଲିଉଡ ଫିଲ୍ମ ଦ କେରଳ ଷ୍ଟୋରୀ । ବିବାଦୀୟ ଫିଲ୍ମ ଦେଖିବାକୁ ହଲରେ ଲାଗିଲା…

କନକ ବ୍ୟୁରୋ : ଟ୍ରେଲର ରିଲିଜ ପରଠୁ ବିବାଦ ଭିତରେ ରହିଥିବା ଫିଲ୍ମ ଦ କେରଳ ଷ୍ଟୋରୀ ଶେଷରେ ରିଲିଜ ହୋଇଛି । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ, ବାଧା ଓ ବିବାଦକୁ ଅତିକ୍ରମ କରି ବଡ ପରଦାରେ ରିଲିଜ ହୋଇଛି ଏହି ବହୁ ଚର୍ଚ୍ଚିତ ତଥା ବିବାଦୀୟ ସିନେମା । ଉଭୟ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ…

ଏଣିକି ମଣିଷର ମନ ପଢିବ ଆଟିଫିସିଆଲ ଇଂଟେଲିଜେନ୍ସ । ବୈଜ୍ଞାନିକମାନଙ୍କ ଦାବି ,ଭାବନାର ୮୨ % ପର୍ଯ୍ୟନ୍ତ ସଠିକ ଆକଳନ…

କନକ ବ୍ୟୁରୋ : ମଣିଷର ମନ ପଢିବ ଆଟିଫିସିଆଲ ଇଂଟେଲିଜେନ୍ସ ବା କୁତ୍ରିମ ବୁଦ୍ଧିମତା । ବୈଜ୍ଞାନିକମାନେ ଏମିତି ଏକ ଏଆଇ ମଡେଲ ପ୍ରସ୍ତୁତ କରୁଛନ୍ତି ଯାହା ମଣିଷ ଭାବୁଥିବା କଥାକୁ ଗ୍ରହଣ କରି ଲିଖିତ ଆକାରରେ ଚାର୍ଟ ଜିପିଟି ପରି ପ୍ରକାଶ କରିପାରିବ । ବୈଜ୍ଞାନିକମାନେ ଦାବି କରୁଛନ୍ତି ମଣିଷ…

ଏସସିଓ ବୈଠକରେ ପାକିସ୍ତାନ ଉପରେ ବର୍ଷିଲା ଭାରତ, ଆତଙ୍କବାଦ ପ୍ରସଙ୍ଗ ଉଠାଇ ସ୍ପଷ୍ଟ କଲା ନିଜର ଆଭିମୁଖ୍ୟ

କନକ ବ୍ୟୁରୋ : ଗୁରୁବାର ଗୋଆରେ ସାଂଘାଇ କର୍ପୋରେସନ ସଂଗଠନ ରାଷ୍ଟ୍ରର ବୈଦେଶିକମନ୍ତ୍ରୀ ମନ୍ତ୍ରୀମାନଙ୍କୁ ସ୍ୱାଗତ ଜଣାଇଥିଲା ଭାରତ । ଭାରତ ଏସସିଓ ବୈଠକରେ ଆୟୋଜକ ହୋଇଥିବା ଯୋଗୁଁ ଜଣଙ୍କ ପରେ ଜଣେ ବୈଦେଶିକମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଭାରତର ବୈଦଶିକମନ୍ତ୍ରୀ ଏସ୍ ଜୟଶଙ୍କର । କିନ୍ତୁ…

୪୮ଘଂଟାର ଅପେକ୍ଷାର ଅନ୍ତ, ଆସିଲା ସ୍ପଷ୍ଟ ଚିତ୍ର । ଏନସିପି ଅଧ୍ୟକ୍ଷ ରହିବେ ଶରଦ ପାୱାର

କନକ ବ୍ୟୁରୋ : ସବୁ କଳ୍ପନା ଓ ଅପେକ୍ଷା ଶେଷ ହୋଇଛି । ଶେଷରେ ଇସ୍ତଫା ପ୍ରତ୍ୟାହାର କରିଛନ୍ତି ଶରଦ ପାୱାର । ମେ ୨ ତାରିଖରେ ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାର ଇସ୍ତଫା ଦେବା ପରେ ଦଳ ଭିତରେ ଭୁମିକମ୍ପ ସଦୃଶ ହଲଚଲ ସୃଷ୍ଟି ହୋଇଛି । ଶରଦଙ୍କ ଇସ୍ତଫାକୁ ଦଳ ନା ସମର୍ଥକ ଗ୍ରହଣ କରିପାରିନଥିଲା…

ମଣିପୁର ହିଂସାକୁ ନେଇ ଗୃହମନ୍ତ୍ରାଳୟ ଡକାଇଲା ବୈଠକ, ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସହ ଆଲୋଚନା କରି ସ୍ଥିତି ପରଖିଲେ…

କନକ ବ୍ୟୁରୋ : ମଣିପୁରର କିଛି ଘଂଟାର ହିଂସା ଯେ ଏତେ ଭୟଙ୍କର ରୂପ ନେବ ସେକଥା ହୁଏତ କେହି ଅନୁମାନ କରିନଥିବେ । ସ୍ଥିତି ଏମିତି ହୋଇଛି କି ରାଜ୍ୟରୁ ଆରମ୍ଭ ହେଲାଣି ପଳାୟନ । ଛୁଆପିଲାଙ୍କୁ ସାଥୀରେ ଧରି ଭୟ ଓ ବିକଳରେ ଘର ଛାଡୁଛନ୍ତି ମଣିପୁର ହିଂସାଗସ୍ତ ଜିଲ୍ଲାର ଶହ ଶହ ଲୋକେ ।ସେପଟେ…