Daily Archives

May 17, 2023

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: କାଲି ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ଜାଣିପାରିବେ ଫଳାଫଳ

କନକ ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ଦିନ ୧୦ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ । ୱେବସାଇଟ୍କୁ ଯାଇ କିମ୍ବା ଏସ୍ଏମ୍ଏସ୍ କରି ପରୀକ୍ଷା ଫଳ ଜାଣିହେବ । ୱେବସାଇଟ୍କୁ ଯାଇ କିମ୍ବା ଏସ୍ଏମ୍ଏସ୍ କରି…

ବିମାନରେ ଯାନ୍ତ୍ରିକ ତ୍ରୁଟି: ରନୱେରେ ଅଟକିଲା ବେଙ୍ଗାଲୁରୁ- ଭୁବନେଶ୍ୱର ଇଣ୍ଡିଗୋ ବିମାନ

କନକ ବ୍ୟୁରୋ: ବେଙ୍ଗାଲୁରୁରେ ବିମାନରେ ଫସି ରହିଛନ୍ତି ଶତାଧିକ ଓଡ଼ିଆ । ରନୱେରେ ଗଡ଼ିଲା, ହେଲେ ଉଡ଼ିବା ପୂର୍ବରୁ ଅଟକିଗଲା ବିମାନ । ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିଲା ଇଣ୍ଡିଗୋ ବିମାନ । ଉଡ଼ାଣ ଆରମ୍ଭ ପାଇଁ ରନ୍ୱେରେ ଗଡ଼ିବା ଆରମ୍ଭ କରିଥିଲା । ତେବେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବିମାନ…

ବୋହୂ ନିର୍ଯାତନା: ସାମ୍ନାକୁ ଆସିଲେ ଶଶୀ, ରୋନାଲୀଙ୍କ ଅଭିଯୋଗକୁ କଲେ ଖଣ୍ଡନ

କନକ ବ୍ୟୁରୋ: ବୋହୂ ସୋନାଲୀ ଶଶୁର ଶଶୀଭୂଷଣ ବେହେରା ଓ ପରିବାର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଆଉ ଚର୍ଚ୍ଚା ବଢିବା ପରେ ସାମ୍ନାକୁ ଆସି ଜବାବ ରଖିଛନ୍ତି ପୂର୍ବତନ ମନ୍ତୀ ତଥା କେନ୍ଦ୍ରପଡା ବିଧାୟକ ଶଶୀଭୂଷଣ ବେହେରା । ଆଉ ବିବାଦର…

ରୋଚକ ହେଉଛି ପାରାଦୀପ ରାଜନୀତି: ଦେବାଶିଷ ସାମନ୍ତରାୟ ବନାମ ସମ୍ବିତ ରାଉତରାୟ, ଏଥର କାହାକୁ ମିଳିବ ବିଜେଡି ଟିକେଟ?

କନକ ବ୍ୟୁରୋ: ଦେବାଶିଷ ସାମନ୍ତରାୟ ପାରାଦୀପ ଉପରେ ନଜର ପକାଇଥିବା, ବାପା ଦାମୋଦର ରାଉତରାୟ ଅଭିଯୋଗ ଆଣିବାର ଦିନକ ପରେ ସମାନ ଅଭିଯୋଗ ଆଣିଛନ୍ତି ପୁଅ ସମ୍ବିତ ରାଉତରାୟ । ଦେବାଶିଷଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, ସେ ନିଜେ ନିର୍ବାଚନମଣ୍ଡଳୀର ସଂଗଠନ ଗଢ଼ିବାରେ ଦୁର୍ବଳ । ଯାହାଫଳରେ…

ହିଣ୍ଡେନବର୍ଗ ଓ ଆଦାନୀ ମାମଲାର ଶୁଣାଣି କଲେ ସୁପ୍ରିମକୋର୍ଟ, ଅଗଷ୍ଟ ୨୪ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସେବିକୁ…

କନକ ବ୍ୟୁରୋ : ବୁଧବାର ଆଦାନୀ ଓ ହିଣ୍ଡେନବର୍ଗ ମାମଲାରେ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ମାମଲା ସମ୍ବନ୍ଧିତ ସମସ୍ତ ତଦନ୍ତ ଅଗଷ୍ଟ ୧୪ ସୁଦ୍ଧା ସାରିବାକୁ ସେବିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୂର୍ବ ଶୁଣାଣୀରେ ସେବି କୋର୍ଟଙ୍କଠୁ ୬ମାସର ସମୟ ମାଗିଥିଲେ । ଆଜିର ଶୁଣାଣୀ ସମୟରେ ସେବି…

କାହିଁକି ହେଉଛି ବିଦ୍ୟୁତ ବିଭ୍ରାଟ୍? ଭିତ୍ତିଭୂମି ଅଭାବ ନା’ ପରିଚାଳନଗତ ତ୍ରୁଟି?

କନକ ବ୍ୟୁରୋ: ଫ୍ୟାନ୍ ଅଛି କିନ୍ତୁ ଚାଲୁନାହିଁ । ଡିଜି ବି ଅଛି କିନ୍ତୁ ଯୋଗାଇ ପାରୁନି ପାଓାର । ଗରମରୁ ତ୍ରାହି ପାଇବା ପାଇଁ ବିଂଚଣା ପାଲଟିଛି ଏକମାତ୍ର ସାହାରା । ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ସୋର ମେଡିକାଲର । ବାହାରେ ପ୍ରବଳ ଗରମ ଆଉ ବିଦ୍ୟୁତ୍ କାଟ୍ ହେବାରୁ ମେଡିକାଲ ଭିତରେ…