Daily Archives

December 16, 2022

ପଠାନ ବିବାଦ: ବିଶ୍ୱ ହିନ୍ଦୁ ପରିଷଦର ବୟାନ, ‘କ୍ଷମାମାଗନ୍ତୁ ଶାହରୁଖ ଖାନ’

କନକ ବ୍ୟୁରୋ: ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ର ‘ବେଷର୍ମ ରଙ୍ଗ’ ଗୀତକୁ ନେଇ ବିବାଦ ଦେଖାଦେଇଛି । ଏବେ ଏହି ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ବିଶ୍ୱ ହିନ୍ଦୁ ପରିଷଦ ପଦାଧିକାରୀ କହିଛନ୍ତି ଯେ, ଯଦି ଶାହାରୁଖ କ୍ଷମା ନ ମାଗନ୍ତି ତେବେ ଫିଲ୍ମକୁ ରିଲିଜ…

ରୁଷର ମିସାଇଲ ମାଡରେ ପୁଣି ଥରି ଉଠିଲା ୟୁକ୍ରେନର ୩ ସହରର । ବିଭିନ୍ନ ସ୍ଥାନରେ ୬୦ ମିସାଇଲ ମାଡ କରିଛି ୟୁକ୍ରେନ

କନକ ବ୍ୟୁରୋ : ଆଗକୁ ପୁଣି ଭୟଙ୍କର ହେବ ଋଷ-ୟୁକ୍ରେନ ଯୁଦ୍ଧ । ଡିସେମ୍ବର ଶେଷ ସପ୍ତାହରେ ୟୁକ୍ରେନର ରାଜଧାନୀ କିଭକୁ ପ୍ରାୟ ୨ଲକ୍ଷ ସେନା ପଠାଇବାକୁ ଯୋଜନା କରୁଛି ରୁଷ । ୟୁକ୍ରେନକୁ ଚାରିପଟୁ ଘେରି ଆକ୍ରମଣକୁ ଅଧିକ ଜୋରଦାର କରିବା ପାଇଁ ମାଷ୍ଟରପ୍ଲାନ କରିଛନ୍ତି ରୁଷ ରାଷ୍ଟ୍ରପତି…

ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି: ରାଜ୍ୟ ସରକାରଙ୍କୁ ଦାୟୀ କଲେ ପଶ୍ଚିମ ଓଡ଼ିଶାର ବିଜେପି…

କନକ ବ୍ୟୁରୋ: ଓଡ଼ିଶା ହାଇକୋର୍ଟ ବେଂଚ୍ ସ୍ଥାପନ ଉପରେ ସୁପ୍ରିମକୋର୍ଟଙ୍କ ନାଲିଗାର ପଡ଼ିବା ପରେ, ସମସ୍ତଙ୍କର ନଜର ଥିଲା, ଏହି ଦାବି କେଉଁ ରୁପରେ ସାମ୍ନାକୁ ଆସିବ । ଆଇନଜୀବୀ-ହାଇକୋର୍ଟ- ସୁପ୍ରିମକୋର୍ଟ, ଏହି ୩ଟି ବିନ୍ଦୁରେ ପ୍ରାୟ ୫୦ ବର୍ଷ ଧରି ଘୁରି ବୁଲୁଥିବା ଏହି ଆନ୍ଦୋଳନରେ ଏବେ, ପୁଣି…

ଆକ୍ସନ ମୋଡରେ ଏଲନ ମସ୍କ, ଏକାଧିକ ସାମ୍ବାଦିକଙ୍କ ଆକାଉଁଟ କଲେ ସସ୍ପେଣ୍ଡ

କନକ ବ୍ୟୁରୋ : ଟ୍ୱିଟରର ନୂଆ ମାଲିକ ହେବା ପରେ ପ୍ରତ୍ୟେକ ସମୟରେ କିଛି ନା କିଛି ପରିବର୍ତନ କରୁଛନ୍ତି ଏଲନ ମସ୍କ । ତେବେ ଗୁରୁବାର ଦିନ ଏଲନ ମସ୍କ ଟ୍ୱିଟରରୁ ବହୁ ସାମ୍ବାଦିକଙ୍କ ଆକାଉଂଟ ସସପେଣ୍ଡ କରିଛନ୍ତି । ତେବେ ଏହି ବ୍ୟାନରେ ନ୍ୟୁୟର୍କ ଟାଇମ୍ସ ଓ ୱାସିଙ୍ଗଟନ ପୋଷ୍ଟ ସହ ବହୁ ବଡ଼ ବଡ଼…

ତୱାଙ୍ଗ ସଂଘର୍ଷକୁ ନେଇ ଭାରତୀୟ ସେନାର ପ୍ରତିକ୍ରିୟା । ଚିଫ ଅଫ ଷ୍ଟାପ ଇଷ୍ଟର୍ଣ୍ଣ କମାଣ୍ଡ ରାଣା ପ୍ରତାପ କାଲିତା…

କନକ ବ୍ୟୁରୋ : ଅରୁଣାଚଳପ୍ରଦେଶ ତୱାଙ୍ଗରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଭାରତୀୟ ସେନାର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଚିଫ ଅଫ ଷ୍ଟାପ ଇଷ୍ଟର୍ଣ୍ଣ କମାଣ୍ଡ ରାଣା ପ୍ରତାପ କାଲିତା କହିଛନ୍ତି ଯେ ତୱାଙ୍ଗ ସେକ୍ଟରରେ ସେନା ଦୃଢତାର ସହ ଚୀନର ସେନାର ମୁକାବିଲା କରିଥିଲେ…

ବିବାଦରେ ଫଠାନ ସିନେମାର ଗୀତ ‘ବେସରମ ରଙ୍ଗ’, ଜବାବ ରଖିଲେ ଶାହାରୁଖ

କନକ ବ୍ୟୁରୋ : ସବୁଠି ଏବେ ଅପକମିଙ୍ଗ ଫିଲ୍ମ ‘ପଠାନ’କୁ ନେଇ ଚର୍ଚ୍ଚା । ନିକଟରେ ଫିଲ୍ମର ପ୍ରଥମ ଗୀତ ‘ବେସରମ ରଙ୍ଗ’ ରିଲିଜ ହୋଇଥିବା ବେଳେ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି   । ତେବେ ଏଥିରେ ଦୀପିକାଙ୍କ ଆଉଟଫିଟ୍ ଗେରୁଆ ରଙ୍ଗର ବିକିନିକୁ ନେଇ ବିବାଦ ଘନେଇଛି । ତେବେ ସୋସିଆଲ ମିଡ଼ିଆରେ…