Daily Archives

December 12, 2022

ସୋହେଲଙ୍କ ମୃତ୍ୟୁ ସୃଷ୍ଟି କଲା ନୂଆ ପ୍ରଶ୍ନ । ନଦୀରେ ସନ୍ତରଣ ପ୍ରଶିକ୍ଷଣ କେତେଦୂର ଠିକ୍?

କନକ ବ୍ୟୁୁରୋ: ଭେଣ୍ଡିଆ ପୁଅକୁ ହରାଇବା ପରେ ମାଆର ପାଦତଳୁ ମାଟି ଖସିଯାଇଛି । ଯେଉଁ ପୁଅ ପାଇଁ ପରିବାର ଅଜସ୍ର ସ୍ୱପ୍ନ ଦେଖିଥିଲେ ସେ ଯେ ଅଧାବାଟରେ ଏମିତି ଛାଡି ଚାଲିଯିବ ତାକୁ କେହି ହଠାତ୍ ବିଶ୍ୱାସ କରିପାରୁନାହାନ୍ତି । ସନ୍ତରଣ ତାଲିମ ବେଳେ ମହାନଦୀରେ ବୁଡି ପ୍ରାଣ ହରାଇଥିବା ସୋହେଲଙ୍କ…

୭୨ବର୍ଷ ବୟସରେ ପାଦ ଥାପିଲେ ସାଉଥ ମେଗା ଷ୍ଟାର ରଜନୀକାନ୍ତ । ଚେନ୍ନାଇସ୍ଥିତ ବାସଭବନରେ ଦେଖିବାକୁ ମିଳିଲା ରଜନୀ…

କନକ ବ୍ୟୁରୋ : ୭୨ ବର୍ଷରେ ପାଦ ଦେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ଜନ୍ମଦିନ ଅବସରରେ ତାଙ୍କୁ ଚାରିଆଡୁ ଅଗଣିତ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି । ଚେନ୍ନାଇରେ ଥିବା ରଜନୀଙ୍କ ଘର ବାହାରେ ଗତକାଲି ମଧ୍ୟ ରାତ୍ରରୁ ପ୍ରଶଂସକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ନିଜ ପ୍ରିୟ ଅଭିନେତାଙ୍କ…

ଅରୁଣାଚଳ ପ୍ରଦେଶର ତବାଙ୍ଗ ଠାରେ ଭାରତ ଓ ଚୀନ ସୈନିକ ପୁଣି ମୁହାଁମୁହିଁ । ଉଭୟ ପକ୍ଷର ଅନେକ ଯବାନ ଆହତ

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶର ତବାଙ୍ଗ ଠାରେ ପୁଣି ଥରେ ସାମ୍ନାସାମ୍ନି ହୋଇଛନ୍ତି ଭାରତ ଓ ଚୀନ ଯବାନ । ଏହି ଘଟଣାରେ ଉଭୟ ପକ୍ଷର ଅନେକ ଯବାନ ଆହତ ହୋଇଛନ୍ତି । ରକ୍ଷାମନ୍ତ୍ରଣାଳୟର ସୂଚନା ମୁତାବକ ଏହି ଘଟଣା ଚଳିତମାସ ୯ ତାରିଖରେ ହୋଇଥିଲା ।  ସୂଚନା ମୁତାବକ ତବାଙ୍ଗ ଠାରେ ଚୀନର…

ଇନଫୋସିଟି ଥାନାରେ ପୂର୍ବତନ ହକି ତାରକା ବୀରେନ୍ଦ୍ର ଲାକ୍ରା । ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାରେ ପୋଲିସ ପଚରାଉଚୁରା । 

କନକ ବ୍ୟୁରୋ: ଥାନାରେ ହାଜର ହେଲେ ପୂର୍ବତନ ହକି ତାରକା ବୀରେନ୍ଦ୍ର ଲାକ୍ରା । ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଆଜି ଇନଫୋସିଟି ଥାନାରେ ହାଜର ହୋଇଛନ୍ତି ଏହି ଓଡିଆ ହକି ଖେଳାଳି । ତେବେ ପୋଲିସ ତାଙ୍କୁ ଏହି ମୃତ୍ୟୁ ଘଟଣାରେ ପଚରାଉଚୁରା କରିଥିବା ସୂଚନା ମିଳିଛି  । ତେବେ ଆନନ୍ଦ ଟପ୍ପୋ…

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛନ୍ତି ବିରୋଧୀ । ବିଜେପି ବିରୋଧରେ ବଡ ରଣନୀତି ପାଇଁ ଆହ୍ନାନ ଦେଲେ ବିହାର…

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ସଜାଗ ବିରୋଧୀ । ବିଜେପି ବିରୋଧୀ ବିହାର ମୁଖ୍ୟମନ୍ତ୍ରୀଙ୍କ ରଣହୁଙ୍କାର । ବିରୋଧୀ ଦଳମାନଙ୍କୁ ଏକାଠିି ହେବାକୁ ଦେଲେ ଆହ୍ୱାନ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଇବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ପଶ୍ଚିମବଙ୍ଗରୁ ନୂଆଦିଲ୍ଲୀରେ…

କମୁଛି ଅଶୋଧିତ ତେଲ ଦର । ମିଳୁନି ଖାଉଟିଙ୍କୁ ଫାଇଦା । ପୂର୍ବଭଳି ଗଣୁଛନ୍ତି ଟଙ୍କା ।

କନକ ବ୍ୟୁରୋ: ଅନ୍ତର୍ଜାତୀୟ ବଜାରରେ କମୁଛି ଅଶୋଧିତ ତେଲ ଦର । ଗୋଟିଏ ମାସ ଭିତରେ ବ୍ୟାରେଲ ପିଛା ପ୍ରାୟ ୮ ଡଲାର ହ୍ରାସ ପାଇଛି । କିନ୍ତୁ ଗ୍ରାହକ ଯେଉଁ ଦାମ ଦେଇ ପୂର୍ବରୁ କିଣୁଥିଲେ, ସେଥିରେ କିଛି ପରିବର୍ତ୍ତନ ହୋଇନାହିଁ । ଗତ ମେ’ ମାସ ଠାରୁ ତେଲ ଦର ବଢିନଥିଲେ ବି ହ୍ରାସ ହୋଇନାହିଁ ।…