Daily Archives

December 21, 2022

ଇଣ୍ଡିଆନ ପବ୍ଲିକ୍ ସ୍କୁଲ୍ ସମ୍ବଲପୁରର ପ୍ରି-ପ୍ରାଇମେରୀ ବିଭାଗର ବାର୍ଷିକ କ୍ରୀଡ଼ା ଉତ୍ସବ ସମ୍ପନ୍ନ

କନକ ବ୍ୟୁରୋ: ଇଣ୍ଡିଆନ ପବ୍ଲିକ ସ୍କୁଲ ପରିସରରେ ପ୍ରି- ପ୍ରାଇମେରୀ ବିଭାଗର ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ବିଦ୍ୟାଳୟର ନିର୍ଦ୍ଦେଶକ କେଶବ ଡାଲମିଆ, ଚେୟାରମ୍ୟାନ ସୁମନ ଡାଲମିଆ ତଥା ବିଶିଷ୍ଟ ଅତିଥି ଥିଲେ…

ଅଡୁଆରେ ଇମ୍ରାନ୍ ଖାନ୍ । ଭାଇରାଲ ହେଉଛି ଇମ୍ରାନଙ୍କ ଅଡିଓ କଲ । ଅଡିଓ କଲରେ ଅଶାଳୀନ ବାର୍ତ୍ତାର୍ଳାପ

କନକ ବ୍ୟୁରୋ: ପୁଣି ଥରେ ନୂଆ ବିବାଦରେ ଇମ୍ରାନ ଖାନ୍ । ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦଳୀୟ ମହିଳା ନେତ୍ରୀଙ୍କ ସହ କଥାବାର୍ତା ହେଉଥିବାର ଏକ ଅଡିଓ କଲ୍ ଭାଇରାଲ ହେଉଛି । ଆଉ ଏହି ଭାଇରାଲ କ୍ଲିପରେ ଇମ୍ରାନ ଖାନ ସେହି ମହିଳା ନେତ୍ରୀଙ୍କ ସହ ଅଶୀଳ କଥାବାର୍ତା ହେଉଛନ୍ତି ।…

ତାଲିବାନର କଡ଼ା କଟକଣା । ଆଫଗାନରେ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ମନା । ଉଚ୍ଚଶିକ୍ଷା ପାଇପାରିବେନି ମହିଳା

କନକ ବ୍ୟୁରୋ: ଯେବେଠୁ ଆଫଗାନିସ୍ଥାନକୁ କବଜା କରିଛି ତାଲିବାନ ସେବେଠୁ ଆଫଗାନବାସୀଙ୍କ ଉପରେ ବୃଦ୍ଧି ପାଇଛି ଅତ୍ୟାଚାର । ବିଶେଷ କରି ମହିଳାଙ୍କ ପ୍ରତି ଦିନକୁ ଦିନ ନିର୍ଦ୍ଦୟ ହୋଇପଡିଛି ତାଲିବାନ । ଏହା ଭିତରେ ଏବେ ନୂଆ ନିର୍ଦ୍ଦେଶ ଜାରି କରି ମହିଳାମାନଙ୍କ ଉଚ୍ଚଶିକ୍ଷା ପାଇବା ବାଟକୁ…

କରୋନା ନିୟମ ମାନି ଭାରତ ଯୋଡ ଯାତ୍ରା କରିବାକୁ କଂଗ୍ରେସକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି । ନିୟମ ନମାନିଲେ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଲେଣି କେନ୍ଦ୍ର ସରକାର । ଏହା ଭିତରେ କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ନେଇ ଚିନ୍ତା ପ୍ରକାଶ କରିବା ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । କରୋନା ନିୟମ ମାନ, ନଚେତ…

ଚୀନରେ କରୋନାର ତାଣ୍ଡବ । ଭୟ ବଢାଉଛି ଓମିକ୍ରନର ଦୁଇଟି ନୂଆ ଭାରିଆଣ୍ଟ ।

କନକ ବ୍ୟୁରୋ: ଉତ୍ପତିସ୍ଥଳରେ ଉତ୍ପାତ କରୁଛି କରୋନା । ଚୀନରେ ପୁଣି କାୟା ବିସ୍ତାର କରୁଛି କରୋନା । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ୩ମାସ ଭିତରେ ଦେଶରେ ୩ଟି ଲହର ଆସିବ । ପ୍ରଥମ ଲହରର ଆରମ୍ଭ ହୋଇସାରିଛି । ଜାନୁଆରୀ ମଧ୍ୟଭାଗରେ ପିକ ଛୁଇଁବ କରୋନା ସଂକ୍ରମଣ । ଜାନୁଆରୀ…