Daily Archives

December 14, 2022

ନ୍ୟୁଜିଲାଣ୍ଡରେ ବିଶ୍ୱର ପ୍ରଥମ ଐତିହାସିକ ଆଇନ । ଯୁବପୀଢ଼ିଙ୍କୁ ଆଜୀବନ ସିଗାରେଟ୍ ଟାଣିବା ମନା, ନିୟମ ନମାନିଲେ ୧କୋଟି…

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡରେ ବ୍ୟାନ ହୋଇଛି ସିଗାରେଟ୍ । ଯୁବପୀଢି ସିଗାରେଟ ବ୍ୟବହାର କଲେ କୋଟିଏରୁ ଅଧିକ ଟଙ୍କା ଫାଇନ ଦେବାକୁ ପଡିବ ବୋଲି ସ୍ଥାନୀୟ ସଂସଦରେ ନିୟମ ଆସିଛି । ନ୍ୟୁଜିଲାଣ୍ଡର ଏଭଳି ପ୍ରତିବନ୍ଧକ ବିଶ୍ୱରେ ପ୍ରଥମ ବୋଲି କୁହାଯାଉଛି । ସେପଟେ ଭାରତରେ ମଧ୍ୟ ସିଙ୍ଗଲ ସିଗାରେଟ…

ଭୁଲ୍ ତଥ୍ୟ ଦେଇ ଭୁଲ୍ ମାଗିଲା କମିଶନରେଟ ପୁଲିସ, ଅନିଛାକୃତ ତ୍ରୁଟି କହି ରଖିଲା ସଫେଇ ।

କନକ ବ୍ୟୁରୋ: ଜଣେ ମହିଳାଙ୍କୁ ଅସଦାଚରଣ ହୋଇଥିବ, ସେ ଏନେଇ ଥାନାରେ ଅଭିଯୋଗ କରିଥିବେ, କିନ୍ତୁ ପୋଲିସ ଏହାକୁ ଗଣଦୁଷ୍କର୍ମ କହିବ, ପ୍ରେସରିଲିଜ୍ କରିବ, ତାହା ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । ଆପଣ ଭାବୁଥିବେ ଏତେ ବଡ ଭୁଲ କେମିତି କରିବ ପୋଲିସ । କିନ୍ତୁ ସେମିତି ଭୁଲ କରିଛି…

ଶିମିଳିପାଳରେ ହାତୀ ହତ୍ୟା ପରେ ମହାବଳକୁ ମାରି ଅଙ୍ଗ ବିକ୍ରି କରିବାକୁ ଉଦ୍ୟମ, ଗ୍ରାହକ ସାଜି ମାଡି ବସିଲା ଏସଟିଏଫ ।

କନକ ବ୍ୟୁରୋ: ଶିକାରୀଙ୍କ କବ୍ଜାରେ ଶିମିଳିପାଳ ।  ହାତୀ ପରେ ଶିମିଳିପାଳ ଜାତୀୟ ଉଦ୍ୟାନରେ ମହାବଳ ବାଘର ଚମଡା ଜବତ ହୋଇଛି । ଗ୍ରାହକ ସାଦି ଶିକାରୀକୁ ଧରିଛି ଏସଟିଏଫ । ଅଭୟାରଣ୍ୟ ଭିତରେ ଶୀକାରୀ ଦନ୍ତା ହାତୀକୁ ମାରି ଦାନ୍ତ ନେଇଯିବା ପରେ ଘଟଣାକୁ ଲୁଚାଇବାକୁ ଯାଇ ଗିରଫ ହୋଇଛନ୍ତି ତିନି…

ସିବିଆଇ ହାଜତରେ ଅଭିଯୁକ୍ତର ମୃତ୍ୟୁ, ସିବିଆଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁକଲେ ପଶ୍ଚିମବଙ୍ଗ ସରକାର

କନକ ବ୍ୟୁରୋ :  ବିଜେପି-ଟିଏମସି ବିବାଦ ଧିରେ ଧିରେ କେନ୍ଦ୍ର ଓ ରାଜ୍ୟ ତଦନ୍ତକାରୀ ସଂସ୍ଥା ମଧ୍ୟରେ ହେଉଥିବା ଦେଖିବାକୁ ମିଳିଛି । ନିକଟ ଅତିତରେ ପଶ୍ଚିମବଙ୍ଗରେ ବିରଭୁମ ଅଂଚଳରେ ହୋଇଥିବା ହିଂସାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଏବେ ସିବିଆଇ ହେପାଜତରେ ଥିବା ବେଳେ ତାଙ୍କର ମୃ୍ତ୍ୟୁ ହୋଇଛି ।…

ବିହାର ବିଧାନସଭାକୁ ଦୋହଲାଇଲା ମଦମୃତ୍ୟୁ ପ୍ରସଙ୍ଗ । ଗୃହରେ ବିଜେପି ବିଧାୟକଙ୍କୁ ଗାଳିଗୁଳଜ କଲେ ନୀତିଶ କୁମାର

କନକ ବ୍ୟୁରୋ : ବିହାର ମଦମୃତ୍ୟୁ ପ୍ରସଙ୍ଗକୁ ନେଇ ବିଧାନସଭାର ଶୀତକାଳୀନ ଅଧିବେଶନରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ରାଜ୍ୟରେ ହୋଇଥିବା ମଦ ମୃତ୍ୟୁକୁ ନେଇ ହୁଲୁସ୍ତୁଲ ହୋଇଥିଲା ପୂରା ବିଧାନସଭା । ବିରୋଧୀ ମଦ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାରୁ ଜୋରଦାର ହଟଗୋଳ ଦେଖିବାକୁ…

ଫିଫା ବିଶ୍ୱକପର ପାଇନାଲ ମ୍ୟାଚ ହେବ ମେସିଙ୍କ ପାଇଁ ଶେଷ ମ୍ୟାଚ୍, ଅବସର ଘୋଷଣା କଲେ ମେସି

କନକ ବ୍ୟୁରୋ : ଫିଫା ବିଶ୍ୱକପ ସେମିଫାଇନାଲରେ କ୍ରୋଏସିଆକୁ ଆର୍ଜେଟିନା ୩-୦ରେ ହରାଇବା ପରେ ବଡ ଘୋଷଣା କରିଛନ୍ତି ଦଳର ଷ୍ଟାର ଖେଳାଳୀ ଲିଓନେଲ ମେସି । ରବିବାର ହେବାକୁ ଥିବା ଫାଇନାଲ ମ୍ୟାଚ ତାଙ୍କର ଶେଷ ବିଶ୍ୱକପ ହେବ ବୋଲି କହିଛନ୍ତି ଏହି ଫୁଟବଲ କିମ୍ଭଦନ୍ତୀ । ଆର୍ଜେଟିଂନା ପକ୍ଷରୁ ମେସି…