Monthly Archives

January 2023

ଏପ୍ରିଲ ମାସରୁ ହଟିବ ୯ ଲକ୍ଷ ପୁରୁଣା ସରକାରୀ ଗାଡ଼ି । ସୂଚନା ଦେଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ…

କନକ ବ୍ୟୁରୋ: ଚଳିତ ବର୍ଷ ଏପ୍ରିଲ ମାସରୁ ହଟିବ ୯ ଲକ୍ଷ ପୁରୁଣା ସରକାରୀ ଗାଡ଼ି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି ଯେ, ଏପ୍୍ରିଲ ୧ରୁ ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ିକୁ ହଟାଯିବ ।…

ନିର୍ବାଚନ୍ ପୂର୍ବରୁ କାଲି ଆସିବ ପୂର୍ଣ୍ଣାଙ୍ଗ ବଜେଟ । ଜନତାଙ୍କ ସନ୍ତୁଷ୍ଟ କରି ବଜେଟ ଆଣିପାରନ୍ତି କେନ୍ଦ୍ର ସରକାର

କନକ ବ୍ୟୁରୋ: ସାରା ଦେଶର ନଜର ଏବେ ସାଧାରଣ ବଜେଟ ଉପରେ । କାରଣ ଏହି ବଜେଟ ହିଁ ଆଗାମା ବର୍ଷକ ପାଇଁ ଜନତାଙ୍କ ପକେଟ ଉପରେ ପ୍ରଭାବ ପକାଇବ । କଣ ବଢିବ କଣ କମିବ? ସବୁବର୍ଗର ଜନତାଙ୍କ ଉପରେ କେତେକଣ ପ୍ରଭାବ ପଡିବ ସବୁ ଏହି ବଜେଟ ଉପରେ ହିଁ ନିର୍ଭର କରୁଛି । ଫେବୃଆରୀ ୧ରେ ସରକାର ବଜେଟ…

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ମାମଲା: କ୍ରାଇମବ୍ରାଞ୍ଚ ଗଠନ କଲା ଆଉ ୨ ଟିମ୍

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ମାମଲା । ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଗଠନ କଲା ଆଉ ୨ ଟିମ । ମନ୍ତ୍ରୀଙ୍କ ଗାଡିକୁ ସାଇଣ୍ଟିଫିକ ଓ ବାଲିଷ୍ଟିକ ଟିମ କରିବେ ଯାଞ୍ଚ । ମିଳିଥିବା ସିସିଟିଭି ଫୁଟେଜକୁ କରାଯାଉଛି ଯାଞ୍ଚ । ତଦନ୍ତ ଅନୁଧ୍ୟାନ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।…

ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଉଦବୋଧନ । କହିଲେ, ୨୦୪୭ ସୁଦ୍ଧା ସ୍ୱର୍ଣ୍ଣିମ ଭାରତ ଲକ୍ଷ୍ୟ ।

କନକ ବ୍ୟୁରୋ: ମଙ୍ଗଳବାର ଦେଶରେ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଏହା ହେଉଛି ଶେଷ ବଜେଟ୍ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୈଠକକୁ ସମ୍ଭୋଧିତ କରିଛନ୍ତି । ସଂସଦରେ ରାଷ୍ଟ୍ରପତି ମୁର୍ମୁଙ୍କ ଏହା ହେଉଛି ପ୍ରଥମ ଭାଷଣ । ଏହି ଅବସରରେ…

ବିହାର ରାଜ୍ୟ ରାଜନୀତିରେ ହଟଚମଟ । ରଣହୁଙ୍କାର ଦେଲେ ଉପନ୍ଦ୍ରେ କୁଶୱା । କହିଲେ ପଦବୀ ନାଁରେ ଭୂଆଁ ବୁଲାଉଛନ୍ତି ନୀତୀଶ…

କନକ ବ୍ୟୁରୋ: ବିହାରରେ ଚାଲିଛି ନୀତୀଶ କୁମାର ବନାମ ଉପେନ୍ଦ୍ର କୁଶୱା । ଦଳୀୟ କନ୍ଦଳ ହାଟରେ ପଡି ଘାଟରେ ଗଡିବା ଭଳି ଏବେ ଚର୍ଚ୍ଚାରେ ରହିଛି ଏମାନଙ୍କ ବୟାନ । ସାମ୍ବାଦିକ ସମ୍ମିଳନୀ କରି ଉପେନ୍ଦ୍ର କୁଶୱା ନୀତୀଶ କୁମାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି । କୁଶୱା କହିଛନ୍ତି ବଡ ପଦବୀ ଦେବା…

ଧନୀ ତାଲିକାରେ ତଳକୁ ତଳ ଖସୁଛନ୍ତି ଗୌତମ ଆଦାନୀ । ଟପ୍ ୧୦ ଲିଷ୍ଟରୁ ବାହାରି, ଏବେ ୧୧ ନମ୍ବର ସ୍ଥାନରେ ।

କନକ ବ୍ୟୁରୋ: ବିଶ୍ୱର ଧନୀ ତାଲିକାରେ ତଳକୁ ତଳ ଖସୁଛନ୍ତି ଗୌତମ ଆଦାନୀ । ଦୁଇ ଦିନ ପୂର୍ବରୁ ଆଦାନୀ ୩ ନମ୍ବର ସ୍ଥାନରୁ ୭ ନମ୍ବର ପରେ ୮ ନମ୍ବର ସ୍ଥାନ ଆଉ ଏବେ ୧୦ଜଣ ସର୍ବଶ୍ରେଷ୍ଠ ଧନୀ ତାଲିକାରୁ ବାଦ୍ ପଡିଛନ୍ତି । ମଙ୍ଗଳବାର ଗୌତମ ଆଦନୀ ୧୧ ନମ୍ବର ସ୍ଥାନକୁ ଖସି ଆସିଥିବା ଜଣାପଡିଛି ।…