Daily Archives

December 11, 2022

କପା ଓ ଧାନ ଚାଷ କରୁଥିବା ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଯୁବ ଚାଷୀ କେ.ଶିବା: ୩ ଏକର ଜମିରେ ଲଗାଇଛନ୍ତି ଗେଣ୍ଡୁ…

କନକ ବ୍ୟୁରୋ: ଶୀତଋତୁ ଆସିଛି...ଆଉ ବଗିଚାରେ ଫୁଲ ହସୁଛି । ନାଲି ହଳଦିଆ ଗେଣ୍ଡୁ, ସେବତୀ ଆଦି ନାନା ପ୍ରକାରର ଫୁଲରେ ସଜେଇ ହୋଇଛି ଧରଣୀ ରାଣୀ । ପବନର ସ୍ପର୍ଶରେ ଫୁଲେଇ ହୋଇ ଝୁଲୁଛି ଫୁଲ । କେବେ ହସୁଛି କେବେ ଲାଜେଇଲା ଭଳି ନଇଁ ପଡ଼ୁଛି । ତେବେ ଏହି ଫୁଲ ଚାଷ ପାଲଟିଛି ଅନେକଙ୍କ ରୋଜଗାରର…

ଖୋର୍ଦ୍ଧା ଓଳସିଂହ ଗାଁର ଦୁଇ ମହିଳାଙ୍କ ନିଆରା ଉଦ୍ୟମ: ନିଜସ୍ୱ ଉଦ୍ୟମରେ ଚାଷ କରି କରୁଛନ୍ତି ପରିବାର ପ୍ରତିପୋଷଣ

କନକ ବ୍ୟୁରୋ: ଭଳିକି ଭଳି ପନିପରିବା ଫସଲରେ ହସୁଛି କ୍ଷେତ । ବାଇଗଣ, କଲରା, ଝୁଡଙ୍ଗ, ମୂଳା, କାକୁଡ଼ି, କୋଶଳା ଶାଗ, ଗେଣ୍ଡୁଫୁଲ ଚାଷ କରିଛନ୍ତି ମହିଳା ଚାଷୀ । ଖୋର୍ଦ୍ଧା ଓଳସିଂହ ଗାଁର ଦୁଇଜଣ ମହିଳା ସୀତା ବଳିଆରସିଂ ଏବଂ ସୁଷମା ବଳିଆରସିଂଙ୍କ ଦ୍ୱାରା ହୋଇଥିବା ଚାଷର ଏ ହେଉଛି ବାସ୍ତବ…

ଉମରକୋଟରେ ୪ ଜଣଙ୍କୁ ଅପହରଣ ଅଭିଯୋଗ । ବାହାଘର ସାରି ଫେରୁଥିବାବେଳେ ନିଖୋଜ ।

କନକ ବ୍ୟୁରୋ: ବାହାଘର ସାରି ଫେରୁଥିବାବେଳେ ୪ଜଣଙ୍କୁ ଅପହରଣ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଉମରକୋଟରୁ । ଉମରକୋଟର ସପନ ସରକାର ନିଜ ସ୍ତ୍ରୀ ଓ ସମ୍ପର୍କୀୟଙ୍କ ସହ ଛତିଶଗଡର କାଁକେରକୁ ଭୋଜି ଖାଇବା ପାଇଁ ଯାଇଥିଲେ । ସେଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାରରେ ଫେରୁଥିବା ସମୟରେ ନିଖୋଜ…

ସବାଇ ଘାସ ଓ ଖଜୁରୀ ପତ୍ରରୁ ତିଆରି ହେଉଛି ଘର ସଜା ସାମଗ୍ରୀ: ଫୁଲ ଚାଙ୍ଗୁଡ଼ି, ପାଛିଆ, ପାପୋଛ ପ୍ରସ୍ତୁତ କରୁଛନ୍ତି ୩୫…

କନକ ବ୍ୟୁରୋ: ତିଆରି ଚାଲିଛି ସୁନ୍ଦର ସୁନ୍ଦର ଘର ସାଜସଜ୍ଜା ସାମଗ୍ରୀ । ରଙ୍ଗରେଙ୍ଗର ଫୁଲ ଚାଙ୍ଗୁଡ଼ି , ପାଛିଆ, ପାପୋଛ, ଟୋକେଇ, ଘର କାନ୍ଥରେ ଟାଙ୍ଗିବା ପାଇଁ ହ୍ୟାଙ୍ଗର ଭଳି ସାମଗ୍ରୀ ନିଜ ହାତରେ ପ୍ରସ୍ତୁତ କରୁଛନ୍ତି ମହିଳା । ଯାହା କୌଣସି ମେସିନ୍ ତିଆରି ସାମଗ୍ରୀ ଠାରୁ କମ୍ ନୁହେଁ ।…

ଚାକିରି ଛାଡ଼ି ଥାଇଲାଣ୍ଡ ବରକୋଳି ଚାଷ କରୁଛନ୍ତି ପଢୁଆ ଯୁବକ: ବାର୍ଷିକ ମିଳୁଛି ୫ରୁ ୬ଲକ୍ଷ ଟଙ୍କା

କନକ ବ୍ୟୁରୋ: ୟୁଟ୍ୟୁବ ଦେଖାଇଛି ରୋଜଗାରର ରାସ୍ତା । ଥଇଲାଣ୍ଡ ବରକୋଳି ଏବଂ କାଶ୍ମୀର ଆପଲ ବେରି ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଏମସିଏ ଛାତ୍ର । ବାର୍ଷିକ ୫ରୁ ୬ଲକ୍ଷ ଟଙ୍କା ରୋଜଗାର କରି ଅନ୍ୟ ଶିକ୍ଷିତ ଯୁବକଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ବାଲେଶ୍ୱର ଜଳେଶ୍ୱର ବ୍ଲକ ହାତୀଗଡର ଏମସିଏ…