Daily Archives

December 20, 2022

ବ୍ଲୁ ଓ ଗୋଲଡେନ ପରେ ଟ୍ୱିଟର ଆଣିଲା ଗ୍ରେ-ରଙ୍ଗର ଟିକ୍ ମାର୍କ: ଆଗକୁ ଅନେକ ନୂଆ ଫିଚର ଆଣିବାକୁ ଯାଉଛି ଟ୍ୱିଟର

କନକ ବ୍ୟୁରୋ: ଟ୍ୱିଟର ଆଣିଲା ନୂଆ ଫିଚ୍ର । ଜଣାଶୁଣା ଭେରିଫାଏଡ ଟ୍ୱିଟର ଆକାଉଁଟର ବ୍ଲୁଟିକ ହଟି ଏଣିକି ହେଲା ଗ୍ରେ-ଟିକ ମାର୍କ । ପ୍ରଧାନମନ୍ତ୍ରୀ ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନେକ ଜଣାଶୁଣା ବ୍ୟକ୍ତିଙ୍କ ଟ୍ୱିଟର ଆକାଉଁଟରେ ଏଣିକି ଆଉ ବ୍ଲୁ ରଙ୍ଗର ଟିକ୍ ମାର୍କ…

ବିହାରରେ ମଦ ଖୋଜୁଛି ଡ୍ରୋନ, ସ୍ଥାନେ ସ୍ଥାନେ ପୁଲିସ କରୁଛି ଚଢାଉ: ବିଷାକ୍ତ ମଦ ପିଇ ୭ଜିଲ୍ଲାରରୁ ଶତାଧିକ ଲୋକଙ୍କ…

କନକ ବ୍ୟୁରୋ: ବିହାରରେ ମଦ ମୃ୍ତ୍ୟୁ ସଖ୍ୟା କ୍ରମାଗତ ଭାବେ ବଢିଚାଲିଥିବା ବେଳେ ଏବେ ମଦ ମାଫିଆଙ୍କ ଉପରେ ତୀକ୍ଷ୍ମଣ ନଜର ରଖୁଛି ଡ୍ରୋନ । ଯେଉଁଠି ବିଷାକ୍ତ ମଦ ରନ୍ଧାଯାଉଛି, ସେଥି ପହଂଚି ମଦମାଫିଆଙ୍କୁ ଧରୁଛି ଡ୍ରୋନ୍ । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରା ମୁତୟନ ହୋଇଛି ।…

ରାସ୍ତାରେ ଜଗିଥିଲେ ଦୁବୃର୍ତ୍ତ, ବାପାଙ୍କ ସାମ୍ନାରେ ଝିଅକୁ କଲେ ଅପହରଣ: ସିସିଟିଭିରେ କଏଦ ହେଲା ନାଟକୀୟ ଅପହରଣ ଘଟଣା

କନକ ବ୍ୟୁରୋ: ବାପା ସାମ୍ନାରେ ଝିଅକୁ ଅପହରଣ । ବାପାଙ୍କ ସହ ମନ୍ଦିର ଫେରୁଥିବା ବେଳେ ଝିଅକୁ ଉଠାଇନେଲେ ଦୃବୁର୍ତ । ତେଲେଙ୍ଗାନାର ଚାନ୍ଦୁରୀ ମଣ୍ଡଳର ମୁଡେପାଲେ ଗାଁରେ ଘଟିଛି ଏହି ଘଟଣା । ବାପା-ଝିଅ ମନ୍ଦିରକୁ ଯିବା ବେଳେ କାରରେ ୪ ଦୁବୁର୍ତ ଲୁଚି ରହିଥିଲେ । ସେମାନେ ମନ୍ଦିରରୁ ଫେରିବା…

ଏଲଏସିରେ ମୃତୟନ ହେବ ଅତ୍ୟାଧୁନିକ ବାଲେଷ୍ଟିକ ମିସାଇଲ ପ୍ରଳୟ: ୧୫୦ରୁ ୫ଶହ କିଲୋମିଟର ଦୂରରୁ ଶତ୍ରୁଙ୍କୁ କରିପାରିବ…

କନକ ବ୍ୟୁରୋ: ଖୁବଶୀଘ୍ର ଭାରତୀୟ ସେନାରେ ସାମିଲ ହେବ ପ୍ରଳୟ ମିସାଇଲ । ଚୀନ ସହ ଚାଲିଥିବା ବିବାଦ ଭିତରେ ଭାରତୀୟ ସେନା ଏଲଏସି ନିକଟରେ ପ୍ରଳୟ ବାଲିଷ୍ଟିକ ମିସାଇଲକୁ ମୁତୟନ କରିବାକୁ ଚାହୁଁଛି । ମୁଖ୍ୟତଃ ଚୀନ ସୀମାରେ ଭୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହାକୁ ମୁତୟନ କରିବାକୁ ଚାହୁଁଛି ସେନା…

ଉତ୍ପତିସ୍ଥଳରେ ପୁଣି କରୋନାର ଉତ୍ପାତ: ଚୀନରେ ଅଣଆୟତ ହେଲାଣି ସଂକ୍ରମଣ, ହସପିଟାଲରେ ମିଳୁନି ବେଡ୍

କନକ ବ୍ୟୁରୋ: ଉତ୍ପତିସ୍ଥଳରେ ଉତ୍ପାତ କରୁଛି କରୋନା । ଚୀନରେ ପୁଣି କାୟା ବିସ୍ତାର କରୁଛି କରୋନା । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ୩ମାସ ଭିତରେ ଦେଶରେ ୩ଟି ଲହର ଆସିବ । ପ୍ରଥମ ଲହରର ଆରମ୍ଭ ହୋଇସାରିଛି । ଜାନୁଆରୀ ମଧ୍ୟଭାଗରେ ପିକ ଛୁଇଁବ କରୋନା ସଂକ୍ରମଣ । ଜାନୁଆରୀ…

୫ ଦେଶରେ କୋଭିଡ ସଂକ୍ରମଣ ବଢିବା ପରେ ଆଲର୍ଟରେ କେନ୍ଦ୍ର ସରକାର: ସବୁ ରାଜ୍ୟକୁ ସତର୍କ ରହିବା ପାଇଁ ପରାମର୍ଶ

କନକ ବ୍ୟୁରୋ: ଚୀନ ଓ ଆମେରିକା ସମେତ ପାଂଚଟି ଦେଶରେ କରୋନା ସଂକ୍ରମଣ ବଢିବା ପରେ କେନ୍ଦ୍ର ସରକାର ଆଲର୍ଟ ହୋଇଯାଇଛନ୍ତି । ନମୁନାକୁ ଜେନମ ସିକ୍ୱେନ୍ସ ପାଇଁ ପଠାଇବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର । ଏହାଦ୍ୱାରା ସମୟ ପୂର୍ବରୁ ନୂଆ ଭାଂରିଆଟ ସମ୍ପର୍କରେ…