Daily Archives

December 8, 2022

ଗୁଜରାଟ-ହିମାଚଳରେ ଚାଲିଲାନି ଝାଡୁ । ହିମାଚଳରେ ଶୂନ୍, ଗୁଜରାଟରେ ଜିତିଲେ ୫ ପ୍ରାର୍ଥୀ ।

କନକ ବ୍ୟୁରୋ: ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ ଆଦମୀ ପାର୍ଟି ନିଜର ଶକ୍ତି ପ୍ରଦର୍ଶନ କରିଛି । ବିପୁଳ ଭୋଟରେ ଦିଲ୍ଲୀ ନଗର ନିଗମକୁ କବଜା କରିଛି ଦଳ । କିନ୍ତୁ ଗୁଜରାଟ ବିଧାନସଭା ନିର୍ବାଚନରେ ଠିକ ଓଲଟା ଦେଖିବାକୁ ମିଳିଛି । ଚର୍ଚ୍ଚା ହେଉଥିଲା କି ଆମ ଆଦମୀ ପାର୍ଟି ଯେଉଁ ଷ୍ଟ୍ରାଟେଜି…

ମୋଦୀ ମ୍ୟାଜିକ ଆଗରେ ଫିକା ପଡିଲେ ବିରୋଧୀ  । ଗୁଜରାଟରେ ପୁଣି ସରକାର ଗଢିଲା ବିଜେପି ।  ୧୨ ତାରିଖରେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ସପ୍ତମ ଥର ପାଇଁ ଗୁଜରାଟରେ ସରକାର ଗଢ଼ିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ୧୮୨ ଆସନରୁ ୧୫୬ ଆସନରେ ବିଜୟୀ ହେବା ସହ ନୂଆ ରେର୍କଡ କରିଛି ବିଜେପି । କଂଗ୍ରେସ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ ମାତ୍ର ୧୭ ଆସନରେ ପାଇଛି । ଯାହା ଗୁଜରାଟ ରାଜନୀତିରେ କଂଗ୍ରେସର…

ପଦ୍ମପୁରକୁ ଜିଲ୍ଲା କରିବା ପ୍ରତିଶ୍ରୁତି ବଦଳାଇ ଦେଲା କି ପଦ୍ମପୁର ଗଣିତ? ସାଂସଦ ଅପରାଜିତାଙ୍କ ଆହ୍ୱାନ, ପ୍ରତିଶ୍ରୁତି…

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନରେ ଯେଉଁ କେତୋଟି ପ୍ରମୁଖ ପ୍ରସଙ୍ଗକୁ ନେଇ ରାଜନୈତିକ ବୟାନବାଜି ଚାଲିଥିଲା, ସେଥିରେ ଥିଲା ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା । ଏଥିପାଇଁଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ଘୋଷଣା କରିବାକୁ ଆହ୍ୱାନ ବି ଦେଇଥିଲେ…

ପରାଜୟ ପରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ପୁରୋହିତ। କହିଲେ, ‘ଜନତାଙ୍କ ରାୟକୁ ମୁଁ ସମ୍ମାନ ଦେଉଛି’

କନକ ବ୍ୟୁରୋ: ପଦମପୁର ଉପନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରତିକ୍ରିୟା ରଖିଛନ୍ତି । ଟ୍ୱିଟ କରି ପ୍ରଦୀପ ଲେଖିଛନ୍ତି, ‘ଗଣତନ୍ତ୍ରରେ ଜନତାଙ୍କ ରାୟକୁ ମୁଁ ସମ୍ମାନ ଜଣାଇ ସ୍ୱୀକାର କରୁଛି। ଆମ ଦଳକୁ ଭୋଟ୍ ଦେଇଥିବା ପ୍ରତ୍ୟେକ ମତଦାତାଙ୍କୁ ଆନ୍ତରିକ ସହ…

ବୋହୂର ବିଜୟରେ ଭାବବିହ୍ୱଳ ହେଲେ ଶ୍ୱଶୁର । ବର୍ଷାଙ୍କ ଶାଶୂଘରେ ଗାଁରେ ଉତ୍ସବର ମାହୋଲ ।

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ବିଜୟୀ ହୋଇଥିବା ବର୍ଷା ସିଂ ବରିହା ପଦ୍ମପୁରର ଝିଅ ହୋଇଥିବାବେଳେ, କଣାସର ବୋହୂ । ତେଣୁ ତାଙ୍କ ଶାଶୁଘର କଣାସରେ ବି ଆଜି ଦେଖିବାକୁ ମିଳିଥିଲା ଉତ୍ସବ । ବର୍ଷାଙ୍କ ଶାଶୁଘର ଗାଁର ଲୋକମାନେ ଗାଁ ବୋହୂ ବିଧାୟିକା ହେବାକୁ ନେଇ ଖୁସି ମନାଇଛନ୍ତି । ଏଥିସହ…