Daily Archives

December 15, 2022

ରାଜ୍ୟ ବାହାରକୁ ଲମ୍ବିଛି ନକଲି ଔଷଧର ଚେର । ନକଲି କ୍ଲାଭାମ୍–୬୨୫ର ହିମାଚଳ ଲିଙ୍କ୍

କନକ ବ୍ୟୁରୋ: କ୍ଲାଭାମ୍–୬୨୫ ନକଲି ଔଷଧର ଚେର ହିମାଚଳରୁ ଓଡିଶା ପର୍ଯ୍ୟନ୍ତ ଲମ୍ବିଛି । ଏନେଇ ସୂଚନା ଦେଇଛି ଡ୍ରଗ୍ସ କଂଟ୍ରୋଲ ବିଭାଗ । ଓଡିଶାରେ ଏହି ମେଡିସିନ୍ର ସପ୍ଲାଏ କରି ନଥିବା କମ୍ପାନୀ ସ୍ପଷ୍ଟ କରିବା ପରେ ଡ୍ରଗ୍ କଂଟ୍ରୋଲ ତରଫରୁ କାର୍ଯ୍ୟାନୁଷ୍ଠାନ ବି ଆରମ୍ଭ ହୋଇଛି । ସେପଟେ…

ଓଡ଼ିଶା ପରିବା ବଜାରରେ କାହାର କବଜା? ବିଧାନସଭାରେ ଉତ୍ତର ଓ ବାସ୍ତବ ସ୍ଥିତି ଭିନ୍ନ

କନକ ବ୍ୟୁରୋ: ଓଡିଶା ବିଭିନ୍ନ ପରିବା ଉତ୍ପାଦନରେ ଅଗ୍ରଣୀ ଥିବା ନେଇ ବିଧାନସଭାରେ ରାଜ୍ୟ କୃଷି ମନ୍ତ୍ରୀ ସୂଚନା ଦେଉଥିବାବେଳେ ବାସ୍ତବ ତଥ୍ୟ କିଛି ଭିନ୍ନ କଥା କହୁଛି । କନ୍ଦମୂଳ, ବାଇଗଣ, କୋବି ଭଳି ପରିବା ଉତ୍ପାଦନରେ ଓଡିଶା ଦେଶରେ ଆଗୁଆ କୁହାଯାଉଥିବାବେଳେ, ଏବେ ବି ବିଭିନ୍ନ ପରିବା…

ଆନନ୍ଦ ମୃତ୍ୟୁ ମାମଲାରେ ଆକ୍ସନରେ ପୁଲିସ । ଆନନ୍ଦଙ୍କ ପରିବାର ଲୋକଙ୍କୁ ଜେରା । ଖୋଲିବ କି ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ…

କନକ ବ୍ୟୁରୋ: ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ତତ୍ପର ହୋଇଛି କମିଶନରେଟ୍ ପୋଲିସ । ବୀରେନ୍ଦ୍ର ଲାକ୍ରାଙ୍କ ପରେ ଗତକାଲି ଆନନ୍ଦଙ୍କ ବାନ୍ଧବୀଙ୍କୁ ପଚରାଉଚୁରା କରିଥିଲା ପୋଲିସ୍ । ଆଜି ଆନନ୍ଦଙ୍କ ପରିବାର ଲୋକଙ୍କୁ ଡାକି ବୟାନ ରେକର୍ଡ କରିଛି ପୋଲିସ ।…

ମଶା ଉପଦ୍ରବରେ ରାଜଧାନୀବାସୀ ଅତିଷ୍ଠ । ଘରେ ବାହାରେ ପୁଳା ପୁଳା ମଶା । ଦମନ ପାଇଁ ବ୍ୟବହାର ହେବ ଡ୍ରୋନ

କନକ ବ୍ୟୁରୋ: ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ମଶା ଉପଦ୍ରବ । ଦିନ ହେଉ କି ରାତି, ଘର ହେଉ କି ବାହାର ରାଜଧାନୀର ସବୁଠି ମଶା କାମୁଡି ଅଥୟ କରୁଛନ୍ତି । ଯାହାକୁ ନେଇ ରାଜଧାନୀବାସୀଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅସନ୍ତୋଷ ବଢ଼ୁଥିବାବେଳେ କୋଲକାତା ଷ୍ଟାଇଲରେ ଡ୍ରୋନ୍ ସହାୟତାରେ…

ଆସନ୍ତା ଜାନୁୟାରୀ ୬ରେ ହେବ ଦିଲ୍ଲୀ ମେୟର ପାଇଁ ନିର୍ବାଚନ । କିଏ ହେବ ଦିଲ୍ଲୀ ମେୟର ତାକୁ ନେଇ ସସ୍ପେନ୍ସ

କନକ ବ୍ୟୁରୋ : ଆସନ୍ତା ଜାନୁୟାରୀ ୬ରେ ହେବ ଦିଲ୍ଲୀ ମେୟର ପାଇଁ ନିର୍ବାଚନ । ବହୁ କଳ୍ପନାଜଳ୍ପନା ପରେ ଏନେଇ ତାରିଖ ସ୍ଥିର କରାଯାଇଛି । ଏମସିଡି କମିଶନ ମେୟର ନିର୍ବାଚନ ନେଇ ଉପରାଜ୍ୟପାଳ ବିନୟ ସକସେନାଙ୍କୁ ପଠାଯାଇଥିବା ପ୍ରସ୍ତାବକୁ ସେ ମଞ୍ଜୁରି ଦେଇଛନ୍ତି । ଗତ ଡିସେମ୍ବର ୪ରେ ଦିଲ୍ଲୀ…

ଭିଜିଲାନ୍ସ ଜାଲରେ କୋଟିପତି ସବ ଇନ୍ସପେକ୍ଟର । ଅଭିମନ୍ୟୁ ଚୌଧୁରୀଙ୍କ ଘରୁ ଜବତ ହେଲା ଦେଢ ଲକ୍ଷ ନଗଦ ସହ ପୁଳା ପୁଳା…

କନକ ବ୍ୟୁରୋ: ଯେଉଁମାନେ ଦୁର୍ନୀତି କରନ୍ତି ସେମାନଙ୍କୁ ପୋଲିସ ଧରେ, ହେଲେ ଯେତେବେଳେ ପୁଲିସ ଦୁର୍ନୀତିଗ୍ରସ୍ତ ହୋଇଯାଏ ସେତେବେଳେ ତାକୁ ଧରିବା କଷ୍ଟକର ହୋଇପଡେ । ଆଉ କ୍ଷମତାର ଦୂରୁପଯୋଗ କରି ସମ୍ପତି ବଢ଼ାଇ ଚାଲିଥାନ୍ତି ଦୁର୍ନୀତିଖୋର ପୋଲିସ ବାବୁ । ସେମିତି ଜଣେ ଦୁର୍ନୀତିଖୋର ପୋଲିସ…