Daily Archives

December 16, 2022

ଅର୍ନ୍ତରାଷ୍ଟ୍ରୀୟ ମଂଚରେ ପାକିସ୍ତାନକୁ ପାଠ ପଡାଇଲା ଭାରତ, ସତ ଶୁଣିଲେ ଚିହିଁକିଲା ପାକିସ୍ତାନ

କନକ ବ୍ୟୁରୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ବିରୋଧରେ ଆପତିଜନକ ଟିପ୍ପଣୀ ଦେଲେ ପାକିସ୍ତାନର ବୈଦେଶିକମନ୍ତ୍ରୀ ବିଲାୱଲ ଜରଦାରୀ ଭୁଟୋ ଜର୍ଦାରୀ । କିଛି ଦିନ ପୂର୍ବରୁ ମିଳିତ ଜାତିସଂଘରେ ଆତଙ୍କବାଦ ପ୍ରସଙ୍ଗକୁ ନେଇ ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଏକ ଟିପ୍ପଣୀ…

ବିହାରରେ ‘ବିଷାକ୍ତ ମଦ ମୃତ୍ୟୁ’ ସଂଗ୍ରାମ । ବିଧାନସଭାଠୁ ରାସ୍ତା ସବୁଠି ପ୍ରତିବାଦର ନିଆଁ, ନୀତିଶ ସରକାରଙ୍କ ବିରୋଧରେ…

କନକ ବ୍ୟୁରୋ : ବିହାର ବିଧାନସଭାରୁ ରାଜରାସ୍ତା । ସବୁଠି ଶୁଭୁଛି ନୀତିଶ କୁମାର ହାଏ ହାଏ । ରାଜ୍ୟରେ କିଛି ଦିନ ହେବ ବିଷାକ୍ତ ମଦ ଅନେକଙ୍କ ଜୀବନ ନେବା ପରେ ଏବେ କେବଳ ମୃ୍ତକଙ୍କ ସମ୍ପର୍କୀୟ ଏବଂ ବିହାରବାସୀ ନୁହଁନ୍ତି ବରଂ ବିଜେପି ମଧ୍ୟ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛି । ରାଜଧାନୀ…

କଳାକାର ଭତ୍ତା ପାଇଁ ଅଡିସନ୍: ତବଲା, କେନ୍ଦରା, ହାର୍ମୋନିୟମ୍, ବଂଶୀ ଓ ଗିଟାର ବଜାଇ ଅଡ଼ିସନ୍ ଦେଉଛନ୍ତି କଳାକାର

କନକ ବ୍ୟୁରୋ: କଳାକାର ଭତା ପାଇଁ ଅଡ଼ିସନ୍ । ଟିଭି ରିୟଲିଟି ସୋ ଭଳି ଚାଲିଛି କଳାକାର ଚୟନ । ତବଲା, କେନ୍ଦରା, ହାର୍ମୋନିୟମ୍, ବଂଶୀ, ଗିଟାର ବଜାଇ ନାଚ ଗୀତ କରି ନିଜର କଳା ପ୍ରଦର୍ଶନ କରୁଛନ୍ତି କଳାକାର । ୫୦ରୁ ଅଧିକ ପୁରୁଷ ଓ ୪୦ରୁ ଅଧିକ ମହିଳା ଏହି ଅଡିସନରେ ସାମିଲ ହୋଇଛନ୍ତି । ଯୁବକ,…

ଷ୍ଟାଫ ନର୍ସଙ୍କୁ ଅସଦାଚରଣ କରି ବନ୍ଧାହେଲେ ପୂର୍ବତନ ଆଡିସନାଲ ଏସପିଙ୍କ ପୁଅ: କରଞ୍ଜିଆ ମେଡିକାଲରୁ ଆସିଲା ସାଂଘାତିକ…

କନକ ବ୍ୟୁରୋ: କାର୍ଯ୍ୟରତ ଷ୍ଟାଫ ନର୍ସଙ୍କୁ ଅସଦାଚରଣ କରି ବନ୍ଧାହେଲେ ପୂର୍ବତନ ଆଡିସନାଲ ଏସପିଙ୍କ ପୁଅ । କରଞ୍ଜିଆ ମେଡିକାଲରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ବିଳମ୍ବିତ ରାତିରେ ଚିକିତ୍ସା ହେବାକୁ ଆସି ଷ୍ଟାଫନର୍ସଙ୍କୁ ଅସଦାଚରଣ ପରେ ତାଙ୍କୁ ଧମକ ଦେଇଥିବା କରଂଜିଆ ଥାନାରେ ଅଭିଯୋଗ…

ପଞ୍ଚାୟତରେ କାମ ନକରି ଫଲସ୍ ବିଲ ନେଇ ହୋଇଥିଲା ଅଭିଯୋଗ, କେବଳ ନିର୍ବାହୀ ଅଧିକାରୀ ହୋଇଛନ୍ତି ନିଲମ୍ବନ

କନକ ବ୍ୟୁରୋ: ବଳି ପଡୁଛନ୍ତି ତଳିଆ କର୍ମଚାରୀ । ବଡ଼ବଡ଼ିଆଙ୍କୁ ମାଫ୍ । କେନ୍ଦ୍ରାପଡ଼ା ରାଜନଗର ବ୍ଲକ କୁରୁଂଟି ପଂଚାୟତରେ କାମ ନକରି ଛଅଟି ପ୍ରକଳ୍ପରେ ଫଲସ ବିଲ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ…

ସ୍ୱାମୀଙ୍କ ମୃତ୍ୟୁ ପରେ କରୁଥିଲେ ଭିକ୍ଷାବୃତ୍ତି: ଜଗନ୍ନାଥ ମନ୍ଦିରକୁ ଦାନ କଲେ ସଞ୍ଚିତ ୧ଲକ୍ଷ ଟଙ୍କା

କନକ ବ୍ୟୁରୋ: ବୃଦ୍ଧାଙ୍କ ମହାନତା । ଦୀର୍ଘ ଦିନ ଧରି ଭିକ ମାଗି ଯାହା ସଂଚୟ କରିଥିଲେ ଆଜି ସମସ୍ତ ସଂଚିତ ଅର୍ଥଙ୍କୁ ଜଗନ୍ନାଥଙ୍କୁ ଦାନ କରିଛନ୍ତି ଫୁଲବାଣୀର ତୁଳା ବେହେରା । ବୟସ ପାଖାପାଖି ୬୦ ବର୍ଷ ହେବ । ୪୦ ବର୍ଷ ହେଲା ଫୁଲବାଣି ସହରର ବିଭିନ୍ନ ଅଂଚଳରେ ଭିକ୍ଷାବୃତି କରୁଥିଲେ । ଅନେକ…