Daily Archives

December 27, 2022

ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ। ଜାଣନ୍ତୁ କାହାକୁ ମିଳିଲା ସୁଯୋଗ।

କନକ ବ୍ୟୁରୋ : ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ତିନି ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଜାନୁଆରୀ ୩ରୁ ୭ ମଧ୍ୟରେ ଏହି ମ୍ୟାଚ ଖେଳାଯିବ ।…

ଋଷୀୟ ନାଗରିକ ମୃତ୍ୟୁ ଘଟଣା, କ୍ରାଇମବ୍ରାଞ୍ଚରେ ହାଜର ହେଲେ ୨ଋଷୀୟ ନାଗରିକ।

କନକ ବ୍ୟୁରୋ: କ୍ରାଇମବ୍ରାଞ୍ଚରେ ହାଜର ହେଲେ ୨ ଋଷୀୟ ନାଗରିକ । ରାୟଗଡାରେ ଋଷୀୟ ନାଗରିକ ମୃତ୍ୟୁ ଘଟଣାରେ ସମସ୍ତେ କ୍ରାଇମବ୍ରାଞ୍ଚ ଆଗରେ ହାଜର ହୋଇଛନ୍ତି । ରାୟଗଡାରୁ ଭୁବନେଶ୍ୱର ପହଞ୍ଚିବାପରେ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି । ଟୁରିଷ୍ଟ ଗାଇଡ ଜିତେନ୍ଦ୍ର ସିଂ ମଧ୍ୟ କ୍ରାଇମବ୍ରାଞ୍ଚ…

ରାଜ୍ୟ କ୍ୟାବିନେଟ ବୈଠକ ଶେଷ. ଅନୁଦାନପ୍ରାପ୍ତ ଶିକ୍ଷକଙ୍କୁ ଉପହାର।

କନକ ବ୍ୟୁରୋ: ଗ୍ରାଣ୍ଟ-ଇନ୍ -ଏଡ୍ ଶିକ୍ଷକଙ୍କ ପାଇଁ ଲାଗୁ ହେବ ସପ୍ତମ ବେତନ କମିଶନ୍ । ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ, ୟୁପି ସ୍କୁଲ ଓ ମଦ୍ରାସା ଶିକ୍ଷକଙ୍କୁ ଏହି ବେତନ ମିଳିବ । ଫଳରେ ଉପକୃତ ହେବେ ୨୬ ହଜାର…

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟୀ କଲେକ୍ଟର। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମର ୯ଟି…

କନକ ବ୍ୟୁରୋ: ଚିତ୍ତରଞ୍ଜନ ପିଳା । ଜଗତସିଂହପୁର ଜିଲ୍ଲାର ଡେପୁଟୀ କଲେକ୍ଟର । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚିତରଞ୍ଜନଙ୍କ ୯ଟି ଠିକଣାରେ ଏକକାଳିନ ରେଡ୍ କରିଛି । ଚିତରଞ୍ଜନଙ୍କ ଭୁବନଶ୍ୱର, ବାଲେଶ୍ୱର, ସୋନପୁର ଓ ଜଗତସିଂହପୁର ଠିକଣା ସହ ଜିିଲ୍ଲାପାଳଙ୍କ…

ପାଖେଇ ଆସୁଛି ନୂଆବର୍ଷ। ଦୁଇ ବର୍ଷ ପରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି।

କନକ ବ୍ୟୁରୋ: ବିଦାୟୀ ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଛି ରାଜଧାନୀ । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସଜେଇ ହେଉଛି ରାଜଧାନୀର ବଡ଼ ବଡ଼ ହୋଟେଲ ଓ କ୍ଲବ୍ । କରୋନା କାରଣରୁ ଦୁଇବର୍ଷ ସେଲିବ୍ରେସନ୍ ଓ ଉତ୍ସବ ଉପରେ କଟକଣା ଲାଗିଥିବା ବେଳେ ଏଥର ନାହିଁ ସେଭଳି…