Daily Archives

December 4, 2022

ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କୁ ଓଡିଶାରେ ବିପୁଳ ସ୍ୱାଗତ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ଭାବ ଆଦାନପ୍ରଦାନ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ କ୍ରମେ ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୨ରେ ଯୋଗଦେବା ପାଇଁ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ । ମେକ ଇନ ଓଡିଶାରେ ଯୋଗଦେବା ବ୍ୟତୀତ ଅନୀଲ ଅଗ୍ରୱାଲ ଓଡିଶାର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଫୋରମ୍ ସହିତ ଏକ ପାରସ୍ପରିକ…

ଆଦିବାସୀ ମହିଳାଙ୍କୁ ରୋଜଗାର ଦେଇଛି ଫିନାଇଲ ପ୍ରସ୍ତୁତ, ୩ଟି ସ୍ୱୟଂ ସହାୟକ ଗୋଷ୍ଠୀ ମିଶି ଆରମ୍ଭ କରିଛନ୍ତି ସଂଜିବନୀ…

କନକ ବ୍ୟୁରୋ : ଆଦିବାସୀ ଅଂଚଳରେ ମହିଳାଙ୍କୁ ରୋଜଗାର ଦେଉଛି ଫିନାଇଲ । ରାୟଗଡା ପଦ୍ମପୁର ବ୍ଲକ ଅନ୍ତର୍ଗତ ତେମବାଗୁଡ଼ା ଗାଁର ମା’ ଶାରଳା, ମା’ ମହେଶ୍ୱରୀ ଓ ମା’ କଲ୍ୟାଣୀ ନାମକ ୩ଟି ସ୍ୱୟଂ ସହାୟକ ଗୋଷ୍ଠୀ ମିଶି ଆରମ୍ଭ କରିଛନ୍ତି ସଂଜିବନୀ ପ୍ରଡ୍ୟୁସର ଗ୍ରୁପ୍ । ୩୦ଜଣ ମହିଳା ଏକାଠି ହୋଇ…

ମିଳୁନି ବିହନ, ସଙ୍କଟରେ ଚୀନାବାଦାମ ଚାଷୀ । ଚଢା ଦରରେ ବିହନର ହେଉଛି କଳାବଜାରୀ

କନକ ବ୍ୟୁରୋ : ପୁରୀ ଜିଲ୍ଲା କଣାସ ବ୍ଲକର ଗଡସାନପୁଟ, ଗଡବଡ଼ପୁଟ, ପାଣ୍ଡିଆକେରା, ନାନକେରା, ଅଁଳାଯୋଡି, ତ୍ରିଲୋଚନପୁର ଅଂଚଳରେ ହଜାର ହଜାର ଚାଷୀ ବାଦାମ ଚାଷ କରନ୍ତି । ହେଲେ ଉଚିତ୍ ସମୟରେ ବିହନ ମିଳୁନଥିବାରୁ ବାଦାମ ଚାଷୀଙ୍କ ମଧ୍ୟରେ ଅସୋନ୍ତଷ ସୃଷ୍ଟି ହୋଇଛି । ଫଳରେ ବାଧ୍ୟହୋଇ ଚାଷୀ…

ଭାରତ ଯୋଡ଼ ଯାତ୍ରାରେ ବିବାଦୀୟ ‘କମ୍ପ୍ୟୁଟର ବାବା’: ବିଜେପି କହିଲା, ବିବାଦ ଘେରରେ ଥିବା ବାବା କିପରି ହେଉଛନ୍ତି…

କନକ ବ୍ୟୁରୋ: ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରାରେ ବିବାଦୀୟ ସନ୍ଥ ନାମଦେବ ଦାସ ତ୍ୟାଗି ଓରଫ ‘କମ୍ପ୍ୟୁଟର ବାବା’ଙ୍କ ସାମିଲ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । କମ୍ପ୍ୟୁଟର ବାବା ଶନିବାର ମଧ୍ୟପ୍ରଦେଶର ଆଗ୍ରା ମାଲୱା ଜିଲ୍ଲାର ମହୁଦିଆ ଗ୍ରାମରେ ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ସହ ସାମିଲ…

ଶୀତଦିନର କୋବି ଚାଷ ଚାଷୀଙ୍କୁ ଦେଇଛି ରୋଜଗାର । ଉତ୍ପାଦିତ କୋବି ରାଜ୍ୟ ବାହାରେ ବି ପାଇଛି ପରିଚୟ

କନକ ବ୍ୟୁରୋ : ଶୀତଦିନର କୋବି ଚାଷ ଏଠି ଚାଷୀଙ୍କୁ ଦେଇଛି ରୋଜଗାର । ଧିରେ ଧିରେ ଲୋକେ ଚାଷରୁ ମୁହଁ ଫେରାଇ ନେଉଥିବା ବେଳେ ଯାଜପୁର ଜିଲ୍ଳା ଧର୍ମଶାଳା ଓ ରସୁଲପୁର ବ୍ଲକର ଚାଷୀମାନେ ଚାଷ ପାଇଁ ପାଇଛନ୍ତି ସ୍ୱତନ୍ତ୍ର ପରିଚୟ । ଏହି ଅଂଚଳର ଚାଷୀମାନେ କୋବି ଚାଷ କରି ଆତ୍ମନିର୍ଭରଶୀଳ…