Daily Archives

December 17, 2022

ବଢିବ ଶକ୍ତିଶାଳୀ ମିସାଇଲ ଅଗ୍ନି-୫ର ଲକ୍ଷ୍ୟଭେଦୀ କ୍ଷମତା: ୭ ହଜାର କିଲୋମିଟର ଯାଏଁ କରିପାରିବ ଶତ୍ରୁକୁ ଟାର୍ଗେଟ

କନକ ବ୍ୟୁରୋ: ବଢିବ ପରମାଣୁ ଶକ୍ତି ସଂପନ୍ନ ଅଗ୍ନି-୫ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଏହି ମିଜାଇଲର ରେଂଜ ରହିଛି ୫ହଜାର କିଲୋମିଟର । ହେଲେ ଏଥିରେ କିଛି ପରିବର୍ତନ କରାଯାଇ ଲକ୍ଷ୍ୟଭେଦ କ୍ଷମତାକୁ ୭ ହଜାର କିଲୋମିଟର କରାଯାଇପାରିବ…

ବିରୋଧୀ ଦଳ ନେତାଙ୍କ ସାଂଘାତିକ ଅଭିଯୋଗ: ଜୟନାରାୟଣ କହିଲେ, ଗିରଫ ଓକିଲଙ୍କୁ ଜେଲ ଭିତରେ ଦିଆଯାଉଛି ଥାର୍ଡ ଡିଗ୍ରୀ

କନକ ବ୍ୟୁରୋ: ସମ୍ବଲପୁରରେ ୫୪ ଜଣ ଆଇନଜୀବୀଙ୍କୁ ଛାଡି ଅନ୍ୟ ଓକିଲଙ୍କ ଉପରୁ ଅଙ୍କୁଶ ହଟିଥିଲେ ବି ଏ ଯାଏଁ କୋର୍ଟ କାମ ସ୍ୱାଭାବିକ ହୋଇପାରିନାହିଁ । ଡିସେମ୍ବର ୧୨ ତାରିଖରେ ବାର କାଉନସିଲ ଅଫ ଇଣ୍ଡିଆ ସମ୍ବଲପୁର ବାର ଆସୋସିଏନସର ସମସ୍ତ ସଭ୍ୟଙ୍କ ଲାଇସେନ୍ସ ବାତିଲ ନେଇ ନିର୍ଦ୍ଦେଶନାମା ଜାରି…

ତୱାଙ୍ଗ ସଂଘର୍ଷ ପରେ ସ୍ଥିତି ପରଖିବାକୁ ୟାଙ୍ଗସେରେ ପହଁଚିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ: ସେପଟେ ସଂଘର୍ଷକୁ ନେଇ…

କନକ ବ୍ୟୁରୋ: ସୀମା ସଂଘର୍ଷ ଘଟଣା ପରେ ପ୍ରଥମ ଥର ପାଇଁ ତୱାଙ୍ଗରେ ପହଁଚିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ଏଠାରେ ପହଁଚି ଭାରତୀୟ ଯବାନଙ୍କୁ ଭେଟିଛନ୍ତି ଓ ସ୍ଥିତିର ସମୀକ୍ଷା କରିଛନ୍ତି । ଏଥିସହ କେନ୍ଦ୍ରମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ସୀମାରେ ବର୍ତମାନ ସ୍ଥିତି ସୁରକ୍ଷିତ ଓ…

୨୦୨୩ରେ ଚୀନ ପାଇଁ ଆସୁଛି ମହାବିପତି: କରୋନା ବିସ୍ଫୋରଣରେ ପୁଣି ଥରିବ ଦେଶ

କନକ ବ୍ୟୁରୋ: ୨୦୨୩ରେ ଚୀନରେ ହେବ କରୋନାର ବିସ୍ଫୋରଣ । ଚୀନରେ କରୋନା ମାମଲା କ୍ରମାଗତ ଭାବେ ବଢିଚାଲିଛି । ପରିସ୍ଥିତି ସଙ୍କଟଜନକ ହେବାରେ ଲାଗିଛି । ଏହାରି ଭିତରେ ୨୦୨୩ ସୁଦ୍ଧା ପୁଣି ଥରେ ଚୀନରେ କରୋନା ବିସ୍ଫୋରଣ ହେବା ନେଇ ଆକଳନ କରିଛି ଆମେରିକାର ଚିକାଗୋ ସ୍ଥିତ ଇନଷ୍ଟିଚ୍ୟୁଟ ଫର୍…

ପାକିସ୍ତାନ ବିରୋଧରେ ବିଜେପିର ବିଶାଳ ବିକ୍ଷୋଭ: ବିଲାୱଲ ଭୁଟୋଙ୍କ କୁଶପୁତଳିକା ଦାହ, ପୋଡ଼ାଗଲା ପାକିସ୍ତାନ ପତାକା

କନକ ବ୍ୟୁରୋ: ପାକିସ୍ତାନ ବୈଦେଶିମନ୍ତ୍ରୀ ବିଲାୱଲ ଭୁଟୋଙ୍କ ବୟାନକୁ ଜୋରଦାର ବିରୋଧ । ବିଲାୱଲ ଭୁଟୋଙ୍କ ବିରୋଧରେ ସାରା ଦେଶରେ ଜେତିଛି ବିକ୍ଷୋଭ । ଶନିବାର ବିଭିନ୍ନ ରାଜ୍ୟରେ ଦଳ ବିଜେପି ପ୍ରତିବାଦ ଶୋଭା କରିଛି । ବିଭିନ୍ନ ସ୍ଥାନରେ ଶୁଭିଛି ବିଲାୱଲ ଭୁଟୋ ହାଏ ହାଏ । ପାକିସ୍ତାନ…