Daily Archives

December 29, 2022

ଭାରତରେ ଦିଆଯିବ କି ଦ୍ୱିତୀୟ ବୁଷ୍ଟର ଟିକା? ଆମେରିକା ଓ ବ୍ରିଟେନରେ ଦିଆଗଲାଣିି ଚତୁର୍ଥ ଡୋଜ୍

କନକ ବ୍ୟୁରୋ: ଚୀନରେ କରୋନା ତାଣ୍ଡବ ରଚିଥିବା ବେଳେ ଭାରତ ସତର୍କ ହୋଇପଡ଼ିଛି । ହେଲେ ଏବେ ବଡ଼ ପ୍ରଶ୍ନ । ଭାରତରେ ପୁଣି ଥରେ ସଂକ୍ରମଣ ବଢ଼ିଯିବ କି? ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ କହିବା କଥା ହେଲା, ଜାନୁଆରୀ ମାସରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ । ଆଗାମୀ ୪୦ ଦିନ…

ଚୀନରେ କେତେ ସାଂଘାତିକ ସ୍ଥିତି? ଅଙ୍ଗେନିଭା କଥା କହିଲେ ଚୀନରେ ଥିବା ଓଡ଼ିଆ ଶିଳ୍ପପତି

କନକ ବ୍ୟୁରୋ: ଚୀନରେ କରୋନାର ସାଂଘାତିକ ସ୍ଥିତି ନେଇ ପ୍ରତିଦିନ ନୂଆ ନୂଆ ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି । ହେଲେ କରୋନାର ପ୍ରକୃତ ସ୍ଥିତି ନେଇ ଚୀନ୍ ସରକାର ମୁହଁ ଖୋଲୁ ନାହାନ୍ତି, ବରଂ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଲୁଚାଇବାକୁ ଭରପୁର ଚେଷ୍ଟା କରୁଛନ୍ତି । ରଂଜିତ ପଟ୍ଟନାୟକ ଚୀନରେ…

ବଞ୍ଚି ପାରିଲାନି ଛୁଆ, ବିକିବାକୁ ଚାହୁଁଥିଲା ମାଆ: ପ୍ରଶାସନର ଅଣଦେଖା ଯୋଗୁଁ ଆଖିବୁଜିଲା ୩ ମାସର ଶିଶୁ

କନକ ବ୍ୟୁରୋ: ବସ୍ତାଏ ଚାଉଳ, କିଛି ପକେଟ ଛତୁଆ ଓ ପଲିଥିନ୍ ଖଣ୍ଡେ ଯଦି ଦାରିଦ୍ୟ ଦୂର ହୋଇଯାଉଥାନ୍ତା, ସେଦିନ ମା’ଟିଏ ଜନ୍ମକଲା ଛୁଆଟିକୁ ବିକ୍ରି କରିଦେବା ପାଇଁ ହୁଏତ ବାହାରିନଥାନ୍ତା । ପ୍ରଶାସନ ସହାୟତାର ପୁଡ଼ିଆଟିଏ ଧରେଇ ଦେବା ବଦଳରେ ଯଦି ପିଲାଟିର ଯତ୍ନ ନେଇଥାନ୍ତା, ହୁଏତ ପିଲାଟି…

୨୦୨୩ରେ କ’ଣ ହେବ? ରାଜନୈତିକ ଗତି କୁଆଡେ?

କନକ ବ୍ୟୁରୋ: ଶେଷ ହେବାକୁ ଯାଉଛି ୨୦୨୨, ଆଉ ନୂଆ ଆଶା, ସମ୍ଭାବନାକୁ ନେଇ ଆସୁଛି ୨୦୨୩ । କିନ୍ତୁ ୨୦୨୩ରେ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟ କେମିତି ରହିବ । ନିକଟରେ ଶେଷ ହୋଇଥିବା ଦୁଇ ଧାମନଗର ଓ ପଦ୍ମପୁର ଉପନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ କି ନାହିଁ, ସେ ନେଇ କନକ…

ଭାରତୀୟ ରାଜନୀତିରେ ଇଏ ବି ଜଣେ ମୁଖ୍ୟମନ୍ତ୍ରୀ: ହକି ବିଶ୍ୱକପ୍ ପାଇଁ ନିମନ୍ତ୍ରଣ ବେଳେ ସାମ୍ନାକୁ ଆସିଲା ପୁଡୁଚେରୀ…

କନକ ବ୍ୟୁରୋ: ଆସନର ଶୀର୍ଷରେ ବସିଥିବା ମଣିଷଟିଏ କେତେ ସରଳ ହୋଇପାରନ୍ତି, ଏହି ଚିତ୍ର ବୋଧ ତାର ଉଦାହରଣ । ଲୁଙ୍ଗିଟିଏ ପିନ୍ଧି ଜଣେ ମୁଖ୍ୟମନ୍ତ୍ରୀ ଅତିଥିଙ୍କୁ ପାଛୋଟି ନେଉଥିବେ, ଏମିତି ଚିତ୍ର ଅନ୍ତତଃ ଭାରତୀୟ ରାଜନୀତିରେ କୋଚିତ୍ ଦେଖିବାକୁ ମିଳେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି- ଏମ୍…

ଆକାଶ ଛୁଆଁ ଦର ଦାମ ଭିତରେ ରୋଷେଇ ଗ୍ୟାସର ଦେଖାଦେଇଛି ଘୋର ଅଭାବା ପଲିଥିନ ଭିତରେ ଗ୍ୟାସ ଭର୍ତି କରି ଲୋକେ…

କନକ ବ୍ୟୁରୋ : ପାକିସ୍ତାନରେ ଦିନକୁ ଦିନ ବିଗୁଡୁଛି ସ୍ଥିତି । ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଛି । ଘୋର ଅଭାବ ଦେଇ ଗତି କରୁଛି ପଡୋଶୀ ଦେଶ । ଖାଦ୍ୟଠାରୁ ଆରମ୍ଭ କରି ସବୁ ପ୍ରକାର ସାମଗ୍ରୀର ଦର ଏବେ ଆକାଶ ଛୁଆଁ । ଏବେ ପାକିସ୍ତାନରୁ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଯାହା ବେଶ…