Daily Archives

December 5, 2022

ପଦ୍ମପୁରରେ ଅଳ୍ପବ୍ୟବଧାନରେ ଜିତିବ ବିଜେଡି । ନିର୍ବାଚନ ପରେ ବିସ୍ଫୋରକ ବୟାନ ଦେଲେ ବିଜେପି ନେତା ଖାରବେଳ ସ୍ୱାଇଁ ।

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ଶେଷ ହୋଇଥିବା ବେଳେ କିଏ ବିଜୟ ଟୀକା ପିନ୍ଧିବ ତାହା ଉପରେ ପୂରା ରାଜ୍ୟର ନଜର ରହିଛି । କାରଣ ପଦ୍ମପୁର ଉପ-ନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିକୁ ରୋଚକ ମୋଡକୁ ନେଇପାରେ । ଉଭୟ ବିଜେପି ଓ ବିଜେଡି ପାଇଁ ଏହି ନିର୍ବାଚନର ଫଳାଫଳ ବେଶ ଗୁରୁତ୍ୱବହନ କରୁଛି…

ବ୍ରହ୍ମପୁରରେ ଶାଶୁଘର ଆଗରେ ଦୀପିକା ଧାରଣା ଘଟଣା: ବାରମ୍ବାର ନୋଟିସ ପରେ ମହିଳା କମିଶନରେ ହାଜର ହେଲେ ପ୍ରେମିକ ଦୀନେଶ

କନକ ବ୍ୟୁରୋ: ସ୍ତ୍ରୀର ମାନ୍ୟତା ଓ ପୁଅକୁ ବାପାର ପରିଚୟ ଦେବା ପାଇଁ ଧାରଣା ଦେଉଥିବା ବ୍ରହ୍ମପୁରର କେ ଦୀପିକା ଘଟଣାରେ ନୂଆ ମୋଡ । ଏଣିକି ମହିଳା କମିଶନ ନୁହଁ କୋର୍ଟର ବିଚାରକୁ ଅପେକ୍ଷା କରିବାକୁ ହେବ । କୋର୍ଟରେ ବିଚାର ଚାଲିଥିବାବେଳେ କମିଶନର କୌଣସି ଭୂମିକା ନାହିଁ ବୋଲି ଆଜି ସ୍ପଷ୍ଟ…

ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ‘ପରମାତ୍ମା’ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା। କୋର୍ଟ କହିଲେ, ସମସ୍ତଙ୍କୁ…

କନକ ବ୍ୟୁରୋ: ସମସ୍ତଙ୍କୁ ନିଜର ଭଗବାନ ବାଛିବାକୁ ପୂର୍ଣ୍ଣ ଅଧିକାର ରହିଛି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ‘ପରମାତ୍ମା’ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା…

ଏଚଆଇଭି ରୋଗୀଙ୍କ ପାଇଁ ଆସିପାରେ ରାମବାଣ। କ୍ଲିନିକାଲ ଟ୍ରାଏଲରେ ଟିକା ହେଲା ୯୭ ପ୍ରତିଶତ ସଫଳ।

କନକ ବ୍ୟୁରୋ: ଏଚଆଇଭିକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ଏଣିକି ସୁସ୍ଥ ହୋଇପାରନ୍ତି ମାରାତ୍ମକ ଏଚଆଇଭି ଏଡସରେ ଆକ୍ରାନ୍ତ ରୋଗୀ । କାରଣ ଖୁବ ଶୀଘ୍ର ମିଳିପାରେ ଏଚଆଇଭି ଟୀକା । ପରୀକ୍ଷାମୂଳକଭାବେ ପ୍ରସ୍ତୁତ ହୋଇଥିବା ଟିକାର ପରୀକ୍ଷଣ ଏବେ ୯୪ ପ୍ରତିଶତ ସଫଳ ହୋଇଥିବା ଜଣାପଡିଛି ।…

ପ୍ରର୍ଦଶନକାରୀଙ୍କ ଆଗରେ ମୁଣ୍ଡ ନୁଆଁଇଲଲେ ଇରାନ ସରକାର: ୩ମାସର ବିରୋଧ ପ୍ରଦର୍ଶନ ପରେ ଦେଶରୁ ହଟିଲା ମୋରାଲିଟି ପୁଲିସ

କନକ ବ୍ୟୁରୋ: ୨୦୨୨ ସେପ୍ଟେମ୍ବର ୧୩ । ଇରାନର କୁର୍ଦିସ୍ତାନ ପ୍ରାନ୍ତର ୨୨ ବର୍ଷୀୟା ମହସା ଅମୀନ । ପୋଷାକ ଉପରେ ଓଭରକୋଟ ପିନ୍ଧି ନିଜ ପରିବାର ସହ ତେହେରାନ ବୁଲୁଥିଲେ । ଯେତେବେଳେ ପରିବାର ସହ ଅମୀନୀ ହେଗାନୀ ଏକ୍ସପ୍ରେସୱେରେ ପହଁଥିଲେ ହଠାତ ମୋରାଲିଟି ପୁଲିସ ସେଠାରେ ପହଁଚେ । ଅମିନୀ…

ମତଦାନ ବେଳେ ମୋଦୀଙ୍କ ରୋଡ୍ ଶୋ’କୁ ନେଇ ବିବାଦ: ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ ଆଣିଲା କଂଗ୍ରେସ

କନକ ବ୍ୟୁରୋ: ଗୁଜରାଟରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମତ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଭୋଟ୍ ଦେବାକୁ ନେଇ ଦେଖାଦେଇଛି ବିବାଦ । ଭୋଟ୍ ଦେବା ପୂର୍ବରୁ ଓ ପରେ ମୋଦୀଙ୍କୁ ଦେଖିବା ପାଇଁ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା ।…