Daily Archives

December 6, 2022

ପୁଣି ବୋରୱେଲରେ ଫସିଲା ଜୀବନ । ୫୫ ଫୁଟ୍ ତଳକୁ ଖସିପଡିଲା ୫ ବର୍ଷର ଶିଶୁ ।

କନକ ବ୍ୟୁରୋ: ପୁଣି ବୋରୱେଲରେ ଫସିଲା ଜୀବନ । ମଧ୍ୟପ୍ରଦେଶରେ ବୋରୱେଲରେ ଫସିଲା ୫ ବର୍ଷର ଶିଶୁ । ୫୫ ଫୁଟ୍ ତଳକୁ ଶିଶୁଟି ଖସିପଡ଼ିଥିବା ସୂଚନା । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି । Madhya Pradesh | A 5-year-old boy fell into a 55-ft deep…

୨୬ବର୍ଷୀୟ ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଲେ କୋର୍ଟ। ଦିଲ୍ଲୀ ହାଇକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ।

କନକ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟ ଜଣେ ୨୬ ବର୍ଷୀୟ ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି । ଗର୍ଭସ୍ଥ ଶିଶୁର ସ୍ନାୟୁଗତ ସମସ୍ୟା ହେତୁ ମହିଳା ଜଣକ ୩୩ ସପ୍ତାହରେ ଗର୍ଭପାତ କରିବାକୁ ଅନୁମତି ମାଗିଥିଲେ । ମହିଳା ଜଣକ ଦାବି କରିଛନ୍ତି, ସେ ଗର୍ଭବତୀ ହେବା ପରଠାରୁ ଅନେକ…

ରୁଷ ଉପରେ ଭାରି ପଡୁଛି ୟୁକ୍ରେନ: କ୍ରେମଲିନର ଦୁଇଟି ବିଶାଳ ଏୟାରବେସ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ

କନକ ବ୍ୟୁରୋ: ରୁଷିଆର ସବୁଠାରୁ ସୁରକ୍ଷିତ ଥିବା ଦୁଇ ଏୟାରବେସ୍ ଉପରେ ୟୁକ୍ରେନ୍ କରିଛି ଡ୍ରୋନ ମାଡ । ଏହି ଡ୍ରୋନ୍ ଆକ୍ରମଣରେ ରୁଷିଆର ୨ଟି ଆଣବିକ ବମ୍ପର ମଧ୍ୟ ନଷ୍ଟ ହୋଇଯାଇଛି । ଏହି ଘଟଣା ପରେ ୟୁକ୍ରେନରୁ ଅଧିକ ଆକ୍ରମଣ ହେବାର ଆଶଙ୍କାଦୃଷ୍ଟିରୁ ରୁଷିଆର ଅନ୍ୟ ଏୟାରବେସ ଗୁଡିକୁ…

ଭାରତର ମିସାଇଲ ପରୀକ୍ଷଣ ପୂର୍ବରୁ ଛାନିଆ ହେଲାଣି ଚୀନ: ହିନ୍ଦ ମହାସାଗରରେ ଗୁଇନ୍ଦା ଜାହାଜକୁ ଓହ୍ଲାଇଲା ଡ୍ରାଗନ

କନକ ବ୍ୟୁରୋ: ଭାରତ କରିବ ମିସାଇଲ ପରୀକ୍ଷଣ, ଛାନିଆ ହେଲାଣି ଚୀନ । ଆଗାମୀ ସପ୍ତାହରେ ଭାରତୀୟ ସେନା ଅବଦୁଲ କଲାମ ଦ୍ୱୀପରୁ ବାଲେଷ୍ଟିକ ମିସାଇଲ ପରୀକ୍ଷଣ କରିବାକୁ ଯାଉଛି । ଏହାକୁ ନେଇ ଚୀନ ବିଚଳିତ ହୋଇପଡିଛି । କେବଳ ସେତିକି ନୁହେଁ ପରୀକ୍ଷଣ ଉପରେ କଡ଼ା ନଜର ରଖିଥିବା ଡ୍ରାଗନ ହିନ୍ଦ…

ଏକ୍ସିଟ ପୋଲର ଆକଳନ: ଦିଲ୍ଲୀ ଏମସିଡି ନିର୍ବାଚନରେ ପଦ୍ମ ଓ ହାତକୁ ସଫା କରିପାରେ ଝାଡୁ

କନକ ବ୍ୟୁରୋ: ଗୁଜରାଟରେ କିଏ ସରକାର ଗଠନ କରିବ ଓ କାହାକୁ ଆଗାମୀ ୫ବର୍ଷ ପାଇଁ ଅପେକ୍ଷା କରିବାକୁ ପଡିବ ତାହା ଡିସେମ୍ବର ୮ ତାରିଖର ଭୋଟ ଗଣତିରେ ସ୍ପଷ୍ଟ ହେବ । କିନ୍ତୁ ଏହା ପୂର୍ବରୁ ଏକ୍ସିଟ୍ ପୋଲ ସାମ୍ନାକୁ ଆସିଛି । ବିଭିନ୍ନ ଏକ୍ସିଟ ପୋଲ ସମାନ କଥା କହୁଛି ଯେ ଲଗାତାର ୭ଥର ପାଇଁ…