Daily Archives

December 28, 2022

ଆପୋଷ ବୁଝାମଣାରେ ରଦ୍ଧ ହୋଇପାରିବ ନାହିଁ ବଡ଼ ଅପରାଧିକ ମାମଲା । ୨୧ ବର୍ଷ ତଳର ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଲେ…

କନକ ବ୍ୟୁରୋ: ଆପୋଷ ବୁଝାମଣାରେ ହୋଇପାରିବ ନାହିଁ ମାମଲା ରଦ୍ଧ । ୨୧ ବର୍ଷ ତଳର ଏକ ପୁରୁଣା ମାମଲାର ଶୁଣାଣି ବେଳେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । କୌଣସି ଏକ ବଡ଼ ଅପରାଧିକ ମାମଲାକୁ ଆପୋଷ ବୁଝାମଣା ଆଧାରରେ ରଦ୍ଧ କରାଯାଇପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ…

ଓଡ଼ିଆ ଟେଲିଭିଜନ ଇତିହାସରେ ପ୍ରଥମ ଥର । ଜୀ-ସାର୍ଥକ ନୂଆବର୍ଷରେ ଆଣୁଛି ଏକାଥରେ ୩ଟି ନୂଆ ମେଗା ଧାରାବାହିକ

କନକ ବ୍ୟୁରୋ: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନୂଆବର୍ଷ ଅବସରରେ ମନୋରଞ୍ଜନର ଇତିହାସ ଫର୍ଦ୍ଦରେ ଯୋଡ଼ିବାକୁ ଯାଉଛି ଏକାଥରେ ୩ଟି ନୂଆ ଧାରାବାହିକ 'ମୁଁ ବି ବିଜୟିନୀ', 'ତୁ ଖରା ମୁଁ ଛାଇ' ଓ 'ଖୁସିର ଛୁଙ୍କ' କ୍ଷ ସବୁବେଳେ ଦର୍ଶକଙ୍କ ମନ ମୁତାବକ ଭରପୁର ମନୋରଞ୍ଜନ ଦେଇଆସୁଥିବା…

ଅନୁଦାନପ୍ରାପ୍ତ ଶିକ୍ଷକଙ୍କୁ ନୂଆବର୍ଷ ଭେଟି । କେଉଁଠି ଉତ୍ସାହ ତ କେଉଁଠି ନିରାଶା

କନକ ବ୍ୟୁରୋ: ରାଜ୍ୟରେ ୨୬ ହଜାର ୧୬୪ ଗ୍ରାଣ୍ଟ ଇନ ଏଡ ଶିକ୍ଷକ ଓ କର୍ମଚାରୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି କ୍ୟାବିନେଟ ବୈଠକରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଅନୁସାରେ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ପାଇଁ ଲାଗୁ ହୋଇଛି ସପ୍ତମ ବେତନ କମିଶନ୍…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ସଂପନ୍ନ ହେଲା ଦେବକୀ-ବସୁଦେବଙ୍କ ବିବାହ । ଆଜି ଜନ୍ମନେବେ ଶ୍ରୀକୃଷ୍ଣ ।

କନକ ବ୍ୟୁରୋ: ନଗର ଭ୍ରମଣରେ ବାହାରିଛନ୍ତି ମଥୁରା ନରେଶ । ସାଥୀରେ ଅଛନ୍ତି ପାତ୍ରମନ୍ତ୍ରୀ । ମହାରାଜାଙ୍କୁ ପାଖରେ ସ୍ୱାଗତ କରୁଛନ୍ତି ମଥୁରାବାସୀ । ସେଇ ଆଗ୍ରହ, ସେଇ ଉତ୍ସାହ । ୩ ବର୍ଷର ବ୍ୟବଧାନ ପରେ ପୁଣି ଥରେ ମହାମଞ୍ଚରେ ଆୟୋଜିତ ହେଉଛି ମହାନାଟକ । ରଙ୍ଗମଞ୍ଚ ପାଲଟି ଯାଇଛି ବରଗଡ଼ ସହର…

ଗିରଫ ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଳା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା…

କନକ ବ୍ୟୁରୋ: ଗିରଫ ହେଲେ ଜଗତସିଂହପୁରର ଡେପୁଟି କଲେକ୍ଟର ଚିତରଞ୍ଜନ ପିଳା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ମଙ୍ଗଳବାର ସକାଳୁ ଚିତ୍ତରଞ୍ଜନଙ୍କ ୯ଟି ବିଭିନ୍ନ ଠିକଣାରେ ରେଡ୍ କରିଥିଲା । ପରେ ଅଟକ ରଖି ପଚରା ଉଚରା କରିଥିଲା । ଏହାପରେ ଆଜି…

ଆମେରିକା ବରଫ ଝଡ଼ରେ ଫଶିଛି ଜାପାନ, ବିମାନ ଓ ରେଳ ସେବା ଅନିଦ୍ଧିଷ୍ଟ କାଳ ଯାଏଁ ବାତିଲ

କନକ ବ୍ୟୁରୋ : ଆମେରିକା ପରେ ଏବେ ଜାପାନରେ ବରଫ ଝଡ ଜନଜୀବନକୁ ପ୍ରଭାବିତ କରିଛି । ଏଠାରେ ପ୍ରବଳ ବରଫପାତ ଯୋଗୁଁ ୧୭ଜଣଙ୍କ ମୃତ୍ୟୁହୋଇଛି । ସେହିପରି ୯୩ରୁ ଅଧିକ ଆହାତ ହୋଇଛନ୍ତି । ଦେଶର ଉତରଅଂଚଳରେ ପ୍ରବଳ ତୁଷାରପାତ ହୋଇଛି । ଯାହାଫଳରେ ରାଜରାସ୍ତାରେ ଶହ ଶହ ଗାଡି  ଚଳାଚଳ କରିପାରୁନାହିଁ…