Daily Archives

December 22, 2022

ବଲାଙ୍ଗିରରେ ଦୁଇଦିନିଆ ଜାତୀୟ ସ୍ତରୀୟ ଗୋପାଳନ ସମ୍ମିଳନୀ ଉଦଯାପିତ। ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଉତ୍ପାଦନ ବୃଦ୍ଧି…

କନକ ବ୍ୟୁରୋ: ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ , ବଲାଙ୍ଗିର କଳାହାଣ୍ଡି ନୂଆପଡା ଆଞ୍ଚଳିକ ସମବାୟ ଦୁଗ୍ଧ ସଂଘ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଦୁଇଦିନିଆ ଜାତୀୟ ସ୍ତରୀୟ ଗୋପାଳନ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ…

ଲାଲଚାନ୍ଦ ଫାଉଣ୍ଡେସନ ପକ୍ଷରୁ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ। ପୋଷଣ ସହାୟତା ପ୍ରଦାନ କଲା ଅନୁଷ୍ଠାନ।

କନକ ବ୍ୟୁରୋ: ଲାଲଚାନ୍ଦ ଫାଉଣ୍ଡେସନ, ଭୁବନେଶ୍ୱର ସହଯୋଗରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ସହୀଦ ନଗରରେ, କରାଯାଇଛି । ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ପ୍ରତେକ…

ହକି ବିଶ୍ୱକପ ପୂର୍ବରୁ ସର୍ବଦଳୀୟ ବୈଠକ। ଯୋଗଦେଲେ ବିଭିନ୍ନ ଦଳର ନେତା

କନକ ବ୍ୟୁରୋ: ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପୁରୁଷ ବିଶ୍ୱକପ ହକି ଆୟୋଜନ ନେଇ ସର୍ବଦଳୀୟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସବୁ ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ବିଶ୍ୱକପ ହକି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସବୁ ରାଜ୍ୟର…

ଆଇପିଏଲର ୧୬ତମ ସଂସ୍କରଣ ପାଇଁ କୋଚିରେ କାଲି ହେବ ନିଲାମୀ। ପ୍ରକିୟାରେ ସାମିଲ ହେବେ ୪୦୫ ଖେଳାଳୀ, ନିଲାମ ହେବେ ୮୭…

କନକ ବ୍ୟୁରୋ: ଆଇପିଏଲର ୧୬ଶ ସଂସ୍କରଣ ପାଇଁ କୋଚିରେ ଖେଳାଳିଙ୍କ ମିନି ନିଲାମୀ ହେବ । ସମସ୍ତ ୧୦ଟି ଯାକ ଫ୍ରାଂଚାଇଜି ୪୦୫ ଜଣ ଖେଳାଳିଙ୍କ ପାଇଁ ନିଲାମ ଡାକିବେ । ସେଥିମଧ୍ୟରୁ ୨୭୩ ଜଣ ଭାରତୀୟ ଖେଳାଳି ଏବଂ ୧୨୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ୧୨୩ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ୪ଜଣ…

ବିକାନିର ଜମି ଦୁର୍ନୀତି ମାମଲାରେ ବଢିଲା ରବର୍ଟ ଭଦ୍ରାଙ୍କ ଅଡୁଆ। ଭଦ୍ରାଙ୍କ ଆବେଦନକୁ ଖାରଜ କଲେ ରାଜସ୍ଥାନ ହାଇକୋର୍ଟ।

କନକ ବ୍ୟୁରୋ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ବାଡ୍ରା ଓ ତାଙ୍କ ମା’ ମୌରିନ ବାଡ୍ରାଙ୍କ ବଢ଼ିପାରେ ଅଡ଼ୁଆ । ଜମି କିଣାବିକା ସମ୍ବନ୍ଧିତ ମନି ଲଣ୍ଡ୍ରିଂ ମାମଲାକୁ ରଫାଦଫା କରିବା ଆବେଦନ ଖାରଜ କରିଛନ୍ତି ରାଜସ୍ଥାନ ହାଇକୋର୍ଟ । ଏହାସହ ଦୁଇ ସପ୍ତାହ…