Daily Archives

December 13, 2022

ସୁପ୍ରିମକୋର୍ଟଙ୍କ କଠୋର ନିର୍ଦ୍ଦେଶ ପରେ ଆନ୍ଦୋଳନରୁ ଓହରିଲେ ଆଇନଜୀବୀ। କ୍ରିୟାନୁଷ୍ଠାନ କମିଟି କହିଲା,…

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁରରେ ଚାଲିଥିବା ଆନ୍ଦୋଳନ ସ୍ଥଗିତ ରହିଛି । ଓକିଲ ସଂଘ ସମୂହ, କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଏହି ଆନ୍ଦୋଳନକୁ ସାମୟିକ ଭାବେ ଏହି ଆନ୍ଦୋଳନକୁ ସ୍ଥଗିତ ରଖିବା ନେଇ ନିଷ୍ପତି ନେଇଛି । ସୁପ୍ରିମକୋର୍ଟଙ୍କୁ…

ବୁଧବାର ଖେଳାଯିବ ଫିଫା ସେମିଫାଇନାଲ। ରାତି ୧୨.୩୦ରେ ମୁହାଁମୁହିଁ ହେବେ ଲିଓନେଲ ମେସି, ଲୁକା ମୋଡ୍ରିକ୍।

କନକ ବ୍ୟୁରୋ: ଫିଫା ବିଶ୍ୱକପରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ମଙ୍ଗଳବାର ବିଳମ୍ବିତ ରାତି ଅର୍ଥାତ ୧୪ ତାରିଖ ରାତି ୧୨ଟା ୩୦ ମିନିଟରେ ଖେଳାଯିବ । ଶେଷ ବିଶ୍ୱକପର ରନର୍ସଅପ୍ କ୍ରୋଏସିଆ ଦୁଇ ଥରର ଚମ୍ପିୟାନ ଆର୍ଜେଣ୍ଟିନାକୁ ଭେଟିବ । ଆର୍ଜେଣ୍ଟିନାର ଲିଓନେଲ ମେସି ଏବଂ କ୍ରୋଏସିଆର ଲୁକା…

ତାଇୱାନ ଆକାଶରେ ପୁଣି ଉଡିଲା ଚୀନର ଲଢୁଆ ବିମାନ। ୨୫ ବିମାନ ତାଇୱାନ ସୀମା ଭିତରେ ପ୍ରବେଶ କରିଥିବା ନେଇ ତାଇପେଇର…

କନକ ବ୍ୟୁରୋ: ଚୀନର ବିସ୍ତାରବାଦୀ ନୀତି ପାଇଁ ଏବେ ଭାରତ ସମେତ ପଡୋଶୀ ଦେଶମାନଙ୍କ ସହ ବିବାଦ ଲାଗିରହିଛି । ଭାରତ-ଚୀନ ସେନା ମୁହାଁମୁହିଁ ହୋଇଥିବା ବେଳେ ତାଇୱାନକୁ ପୁଣି ଡରାଇବାକୁ ଚେଷ୍ଟା କରିଛି ଚୀନ । ଚୀନର ପରମାଣୁ ଅସ୍ତ୍ର ବହନକାରୀ ୧୮ଟି ଏଚ୍-୬ ବୋମ୍ବର ବିମାନ ତାଇୱାନ ସୀମା ଭିତରେ…

ଭାରତ-ଚୀନ ସୀମା ବିବାଦ: ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ। ଇଞ୍ଚେ ଜମି ଛାଡିବୁନି: ଗୃହ ଓ ପ୍ରତିିରକ୍ଷା ମନ୍ତ୍ରୀ

କନକ ବ୍ୟୁରୋ: ୨୦୨୦ ମସିହାରେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟ ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ଏହାପରେ ଡିସେମ୍ବର ୯ ତାରିଖରେ ଦୁଇ ଦେଶର ସେନା ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ସେକ୍ଟରରେ ମୁହାଁମୁହିଁ ହୋଇଛନ୍ତି । ଗଣ୍ଡଗୋଳରେ ଭାରତର…