Daily Archives

December 25, 2022

ସୀମାରେ ଉତେଜନା ଭିତରେ ସରକାରଙ୍କ ବଡ ନିଷ୍ପତ୍ତି: ୧୨୦ଟି ବାଲାଷ୍ଟିକ ମିଜାଇଲ କିଣିବା ପ୍ରସ୍ତାବକୁ ପ୍ରତିରକ୍ଷା…

କନକ ବ୍ୟୁରୋ: ଚୀନ ସହ ସୀମାରେ ଉତେଜନା ଭିତରେ ବଡ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର । ସୀମା ସୁରକ୍ଷା ପାଇଁ ୧୨୦ଟି ପ୍ରଳୟ ବାଲାଷ୍ଟିକ ମିଜାଇଲ କିଣିବା ପ୍ରସ୍ତାବକୁ ମଂଜୁର କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ସେନାରେ ସାମିଲ ହେବା ପରେ ପ୍ରଳୟ କ୍ଷେପଣାସ୍ତ୍ରକୁ ଚୀନ ସୀମାରେ ନିୟୋଜତ କରାଯିବ…

ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟାକୁ ନେଇ ଆକ୍ସନ ମୋଡ଼ରେ ପୁଲିସ: କୋଷ୍ଟାର ସିଜାନ ମହମ୍ମଦକୁ ନେଲା ହେପାଜତକୁ

କନକ ବ୍ୟୁରୋ: ଟିଭି ସିରିଏଲର ସୁଟିଂ ପାଇଁ ସହଯୋଗୀଙ୍କ ମେକଅପ ରୁମରେ ଥିଲେ । କିନ୍ତୁ ହଠାତ ଝୁଲିପଡିଲେ । ସୁଟିଂ ସେଟରେ ଟିଭି ଷ୍ଟାର ତୁନିଶା ଶର୍ମାଙ୍କଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ମୃତ୍ୟୁ ବେଳେକୁ ତାଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିଲା । ଆଉ କ୍ୟାରିୟର ଗଢିବା…

ଋଷିୟ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ! ଖୋଳତାଡ କରୁଛି ରାୟଗଡା ପୁଲିସ

କନକ ବ୍ୟୁରୋ: ଦୁଇ ରୁଷ୍ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ରାୟଗଡାରେ ଚାଂଚଲ୍ୟ ଖେଳିଯାଇଛି । ଦୁଇ ଜଣ ବାଲ୍ୟବନ୍ଧୁ ଆଗ ପଛ ହୋଇ ୪୮ ଘଟାଂ ନପୁରୁଣୁ ଆର ପାରିକି ଚାଲିଯାଇଛନ୍ତି । ଆଉ ଏବେ ରୁଷ୍ ପର୍ଯ୍ୟଟକଙ୍କ ମୃତ୍ୟୁର କାରଣ ଖୋଜୁଛି ରାୟଗଡା ପୋଲିସ । ରାୟଗଡା ଜିଲ୍ଲାରେ ଦୁଇ ଜଣ ରୁଷିୟ…

ବଡଦିନରେ ପୁରୀ ବଡଦାଣ୍ଡରେ ବଡଭିଡ: କରୋନା କଟକଣା ନଥିବାରୁ ଦିଅଁ ଦର୍ଶନ ପାଇଁ ଲାଗିଛି ଗହଳି

କନକ ବ୍ୟୁରୋ: ଆଜି ହେଉଛି ଭଗବାନ ଯିଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ । ଏଥିପାଇଁ ଚର୍ଚ୍ଚ ଯେତିକି ଚଳଚଂଚଳ ତାଠୁ ଅଧିକ ଚଂଳଚଂଚଳ ମନ୍ଦିର । ବଡଦିନ ତା ସାଙ୍ଗକୁ ରବିବାର ପଡୁଥିବାରୁ ଆଜି ପୁରୀରେ ପ୍ରବଳ ଭିଡ ଦେଖିବାକୁ ମିଳିଛିି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ବଡଦାଣ୍ଡରେ…

କରୋନା ବେଳର ସଂଘର୍ଷ କାହାଣୀ: ଦେଢମାସ ପରେ ମିଳିଲା ନୂଆ ଜୀବନ

କନକ ବ୍ୟୁରୋ: ପରିବାର ଲୋକ କହିଦେଇଥିଲେ, ବଂଚିବାର ଆଉ ଆଶାନାହିଁ । ହେଲେ ତୋସିଲିଜୁମାବ ଇଂଜେକ୍ସନ ବଂଚାଇଦେଲା ଜୀବନ । ଦୀର୍ଘ ଦେଢମାସକାଳ ଆଇସିୟୁ ଓ ଭେଂଟିଲେଟରରେ କରୋନା ସହ ଲଢେଇ କରିବା ପରେ ନୂଆ ଜୀବନ ପାଇଛନ୍ତି ସୁନ୍ଦରଗଡ ସହରର ଫାଷ୍ଟଫୁଡ ଦୋକାନୀ ସୁଶୀଲ ଘୋଷ । କରୋନାର ଦ୍ୱିତୀୟ ଲହର…

ଭିଡ଼ ଭିତରୁ ବାଲେଶ୍ୱର ସାଂସଦଙ୍କୁ ଡାକିଲେ ପ୍ରଧାନମନ୍ତ୍ରୀ: ବ୍ୟକ୍ତିଗତ ନିମନ୍ତ୍ରଣ ପାଇଁ ମୋଦିଙ୍କୁ ଭେଟିଲେ, ପ୍ରତାପ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଓ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଏକ ଫଟୋ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଫଟୋଟି ହେଉଛି ସଂସଦରେ ଶୀତ ଅଧିବେଶନର ଶେଷ ଦିନରେ ପ୍ରଧାନମନ୍ତ୍ରୀଙ୍କ ସହ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସାକ୍ଷାତ ସମୟର । ହୁଏତ ସାକ୍ଷାତ ସୌଜନ୍ୟମୂଳକ ଥିଲା, କିନ୍ତୁ ରାଜ୍ୟରେ…