Daily Archives

December 23, 2022

୧୯ବର୍ଷ ପରେ ମୁକ୍ତ ହେଲା ବିକନୀ କିଲର: ନେପାଳ ଜେଲରୁ ମୁକୁଳିଲା ଚାଲର୍ସ ଶୋଭରାଜ

କନକ ବ୍ୟୁରୋ: ୧୯ବର୍ଷ ପରେ ଜେଲରୁ ମୁକୁଳିଲା ବିକନୀ କିଲର ଚାଲର୍ସ ଶୋଭରାଜ । ଗତମାସରେ ନେପାଳ ସୁପ୍ରିମକୋର୍ଟ ବିକନୀ କିଲରଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୟସାଧିକକୁ ଦୃଷ୍ଟିରେ ରଖି କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ୭୦ଦଶକର ଏହି ଦୁର୍ଦ୍ଦାନ୍ତ ଅପରାଧୀ ନାଁରେ ରହିଛି ୨୦ଟି…

ଭାରତ ଯୋଡ଼ ଯାତ୍ରାକୁ ନେଇ ଦ୍ୱନ୍ଦ: କରୋନା ଯୋଗୁଁ ବନ୍ଦ ହେବ କି ଯାତ୍ରା? କଂଗ୍ରେସକୁ ଅପିଲ କଲେ ସରକାର

କନକ ବ୍ୟୁରୋ: ଓମିକ୍ରନର ସବଭ୍ୟାରିଆଂଟ ବିଏଫ ସେଭେନ ଚୀନରେ ପ୍ରଳୟ କରୁଛି । ଏହି ଭୂତାଣୁ ଏବେ ଭାରତରେ ଚିହ୍ନଟ ହୋଇଛି । ଯାହାକୁ ନେଇ ଭୟଭୀତ ଜନତା , ସଜାଗ ସରକାର । ସେପଟେ କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ନେଇ ଦ୍ୱନ୍ଦ ଦେଖାଯାଇଛି । କୋଭିଡ ପ୍ରୋଟୋକଲ ମାନି ଯାତ୍ରା କରିବାକୁ ସରକାର…

କରୋନାରେ ଛଟପଟ ହେଉଛି ଚୀନ: ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ଆକଳନ, ଆଗକୁ ଆହୁରି ସାଂଘାତିକ ହେବ ସ୍ଥିତି

କନକ ବ୍ୟୁରୋ: ଚୀନରେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଡ଼ାକ୍ତରଖାନାରେ ସେମାନଙ୍କୁ ମିଳୁନି ବେଡ଼ । କେବଳ ଏତିକି ନୁହେଁ ଆବଶ୍ୟକ ପରିମାଣର ଔଷଧ ମଧ୍ୟ ମିଳୁନି । ଚିକିତ୍ସା ସୁବିଧା ନମିଳିବାରୁ ହସ୍ପିଟାଲ ସାମ୍ନାରେ ଆକ୍ରାନ୍ତଙ୍କ ଜୀବନ ଯାଉଛି ।…

ଭୟ ଭିତରେ ଆଶ୍ୱସ୍ତି ଆଣିଲା କାନପୁର ମଡେଲ: ‘ଭାରତରେ ହର୍ଡ ଇମ୍ୟୁନିଟି ଯୋଗୁଁ ପଡିବନି ପ୍ରଭାବ’

କନକ ବ୍ୟୁରୋ: ଚୀନରେ କରୋନା ବିସ୍ଫୋରଣର ଖବର ପରେ ଭାରତୀୟଙ୍କ ମନରେ ପୁଣି ମହାମାରୀ ଭୟ ଫେରିଛି । କିନ୍ତୁ ଏପଟେ, ଆଇଆଇଟି କାନପୁର ଦେଶରେ ସଂକ୍ରମଣକୁ ନେଇ ବଡ ଦାବି କରିଛି । ଆଇଆଇଟି କାନପୁର ମାଥମେଟିକ୍ସ ମଡେଲ କହିଛି, ଦେଶର ୯୮ପ୍ରତିଶତ ଲୋକଙ୍କ ପାଖରେ କରୋନା ମୁକାବିଲା ପାଇଁ ପ୍ରାକୃତିକ…

ଉଚ୍ଛେଦ ବିରୋଧରେ ଆନ୍ଦୋଳନ କଲା ଉଠା ଦୋକାନୀ ମହାସଂଘ: ବିରୋଧ ପରେ ନରମିଲା ବିଏମସି, ସ୍ଥଗିତ ରହିଲା ଉଚ୍ଛେଦ

କନକ ବ୍ୟୁରୋ: ବିଏମସିର ଉଚ୍ଛେଦ, ଉଠା ଦୋକାନ କରି ପେଟ ପୋଷୁଥିବା ଦୋକାନୀଙ୍କ ଦୋକାନକୁ ଭାଙ୍ଗିଚାଲିଛି ବିଏମସି ବୁଲଡୋଜର । ଆଖି ଆଗରେ ଉଚ୍ଛେଦ ଦେଖି, ଏକାଠି ହୋଇଥିଲେ ନିଖିଳ ଓଡ଼ିଶା ଉଠାଦୋକାନୀ ମହାସଂଘ । ରାସ୍ତାକୁ ଓହ୍ଲାଇ ବିଏମସି ବିରୋଧରେ ଦେଇଥିଲେ ହଲ୍ଲାବୋଲ୍ଲ ନାରା । ଭୁବନେଶ୍ୱର…

ଏମିତି ଆସେ ମୃତ୍ୟୁ: ଗାଧୋଉଥିବା ବେଳେ ପୋଖରୀରେ ବୁଡ଼ି ତିନି ଶିଶୁ ମୃତ

କନକ ବ୍ୟୁରୋ: କାନ୍ଦବୋବାଳିରେ ଫାଟି ପଡୁଛି ପୁରା ହସ୍ପିଟାଲ । କିଏ ବାହୁନି ବାହୁନି କାନ୍ଦୁଛି, ତ’ ଆଉ କିଏ ମୁଣ୍ଡରେ ହାତ ଦେଇ ଭାଗ୍ୟକୁ ନିନ୍ଦୁଛି । କେଉଁ ମା’ ହେଲେ ଧର୍ଯ୍ୟଧରିଥାନ୍ତେ । ପୁଅର ମୃତ୍ୟୁ ଖବର ଶୁଣିବା ପରେ ଯେମିତି ପାଦ ତଳୁ ମାଟି ଖସିଯାଇଛି । ପୋଖରୀରେ ବୁଡ଼ି ଯାଇ ଅକାଳରେ…