Daily Archives

December 9, 2022

ବର୍ଷେ ଯାଏଁ ଥାନା ଅଧିକାରୀଙ୍କୁ ଫିଲ୍ଡ ପୋଷ୍ଟିଂ ମନା । ସମିତା ମିଶ୍ରଙ୍କୁ ଭର୍ତ୍ସନା କଲେ ହାଇକୋର୍ଟ ।

କନକ ବ୍ୟୁରୋ: ତଦନ୍ତ ଅନିୟମିତତା ଅଭିଯୋଗରେ ଇନଫୋସିଟି ଥାନା ଅଧିକାରୀ ସମିତା ମିଶ୍ରଙ୍କୁ ଭର୍ତ୍ସନା କରିଛନ୍ତି ହାଇକୋର୍ଟ । ଏପରିକି ବର୍ଷେ ଯାଏଁ ଥାନା ଅଧିକାରୀଙ୍କୁ ଥାନାକୁ ନଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷେ ପର୍ଯ୍ୟନ୍ତ ଥାନା ଅଧିକାରୀଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ…

ଯାଜପୁରର ରାମ-ସୀତା କଳି । ଅଭିମାନରେ ୪୨ ବର୍ଷ ହେଲା ଭାତ ଖାଉନାହାଁନ୍ତି ରାମ ।

କନକ ବ୍ୟୁରୋ: ଯେଉଁଠି ଭଲ ପାଇବା ଥାଏ, ସେଇଠି ଅଭିମାନ ଥାଏ । ହେଲେ ଏହି ଅଭିମାନର ଆୟୁଷ କେତେ? ଏ ଏମିତି ଏକ କାହାଣୀ, ଯେଉଁଠି ଭଲ ପାଇବା ଅଛି ସତ, କିନ୍ତୁ ଅଭିମାନ ଯାଇନି । କେଉଁ ଏକ ଦୁର୍ବଳ ମୁହୁର୍ତ୍ତରେ ସ୍ତ୍ରୀ ଉପରେ ରାଗିଯାଇ, ଅଭିମାନରେ ନେଇଥିବା ପଣ ୪୨ ବର୍ଷ ପରେ ବି ଜୀବିତ ରହିଛି…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଫୁ ମଲ୍ଲିକ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋତେ ବହୁତ ଖୁସି ଦେଇଛି

କନକ ବ୍ୟୁରୋ: ନିଟ୍‌ ପରୀକ୍ଷାରେ କୃତିତ୍ୱ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଇଫୁ ମଲ୍ଲିକଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ…

ଗାଁ ନୁହେଁ, ରାଜଧାନୀରେ କଙ୍ଗାରୁ କୋର୍ଟ । କମେଣ୍ଟମରାକୁ ନେଇ ବସିଲା ସଭା । ଜଣେ ନାବାଳକ ସମେତ ୨ଜଣଙ୍କୁ ଆଣ୍ଠେଇଲେ…

କନକ ବ୍ୟୁରୋ: ରାଜଧାନୀରେ କଙ୍ଗାରୁ କୋର୍ଟ । କମେଣ୍ଟମରାକୁ ନେଇ ବରମୁଣ୍ଡାରେ ତୁମୁଳକାଣ୍ଡ । ବରମୁଣ୍ଡା ପାଲାମଣ୍ଡପ ନିକଟରେ ସଭା କରି ୨ ନାବାଳକଙ୍କୁ କାନ ଧରି ଆଣ୍ଠେଇଲେ ଗ୍ରାମବାସୀ । ସ୍କୁଲ ପିଲାଙ୍କୁ କମେଣ୍ଟ ମାରିବାକୁ ନେଇ ୨ ନାବାଳକଙ୍କୁ ଦଣ୍ଡ ଦେଇଛନ୍ତି ସ୍ଥାନୀୟ ଲୋକ । ଏପରିକି…

ମହାମହିମଙ୍କୁ ଅପମାନ । ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ । ମୟୂରଭଞ୍ଜ କରଞ୍ଜିଆ ସହରରେ ବଡ଼ ବଡ଼ ବ୍ୟାନର,…

କନକ ବ୍ୟୁରୋ: ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ । ମୟୂରଭଞ୍ଜ କରଞ୍ଜିଆ ସହରରରେ ଏକ ସୋରିଷ ତେଲ କମ୍ପାନୀ ପୋଷ୍ଟରରେ ରାଷ୍ଟ୍ରପତିଙ୍କ ଫଟୋ ଲଗାଇ ବିବାଦକୁ ଆସିଛି । ରାଷ୍ଟ୍ରପତିଙ୍କ ଫଟୋକୁ ବ୍ୟବସାୟିକ ବିଜ୍ଞାପନ ପାଇଁ ବ୍ୟବହାର କରାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ତେବେ…

ମଧ୍ୟ ପ୍ରଦେଶ ବୋରୱେଲରେ ଫସିଥିବା ତନ୍ମୟର ନିକଟତର ହେଲା ଉଦ୍ଧାରକାରୀ ଦଳ । ୭୦ ଘଂଟାରୁ ଅଧିକ ହେବ ଚାଲିଛି ଟନେଲ ଖୋଳା

କନକ ବ୍ୟୁରୋ : ପ୍ରାୟ ଚାରିଦିନ ହେଲାଣି ବୋରୱେଲରେ ଫସିରହିଛି ୮ ବର୍ଷର ଶିଶୁ ତନ୍ମୟ ସାହୁ । ଚାଲିିଛି ଅପରେସନ ତନ୍ମୟ । ଉଦ୍ଧାରକାରୀ ଦଳ ତନ୍ମୟର ନିକଟତର ହୋଇଛନ୍ତି । ବୋରୱେଲରରେ ଗଭୀର ୪ଶହ ଫୁଟ ହୋଇଥିବା ବେଳେ ତନ୍ମୟ ୫୦ ଫୁଟରେ ଅଟକି ରହିଛି । ପିଲାଟିକୁ ପାଇପ ଯୋଗେ ବୋରୱେଲର ମୁହଁପଟୁ…