Daily Archives

December 24, 2022

ରାୟଗଡ଼ାରେ ପୁଣି ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ । ଆତ୍ମହତ୍ୟା କରିଥିବା ସନ୍ଦେହ ।

କନକ ବ୍ୟୁରୋ: ରାୟଗଡ଼ାରେ ପୁଣି ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ । ଜଣେ ରୁଷ୍ ପର୍ଯ୍ୟଟକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ପର୍ଯ୍ୟଟକଙ୍କ ନାଁ ପାଭେଲ ଆଂଥମ ବୋଲି ଜଣାପଡ଼ିଛି । ସେ ରହୁଥିବା ହୋଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା…

ନୂଆ ବର୍ଷ ପୂର୍ବରୁ ମୋଦୀ ସରକାରଙ୍କ ଉପହାର । ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

କନକ ବ୍ୟୁରୋ : ଏବେ ଲୋକମାନେ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ମାଗଣାରେ ରାସନ ପାଇବେ । ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏହି ନିଷ୍ପତି ନେଇଛନ୍ତି ସରକାର । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ୮୦ କୋଟି ଲୋକ ଏବେ ମାଗଣା ଖାଦ୍ୟ ଶସ୍ୟ…

ବଡଦିନ ପ୍ରସ୍ତୁତି ସହ ଉତ୍ସବ ମୁଖର ସାରା ଦେଶ । ରଙ୍ଗିନ ଅଲୋକମାଳାରେ ଝଲସୁଛି ଦେଶର ଛୋଟବଡ ଗୀର୍ଜା ଘର

କନକ ବ୍ୟୁରୋ : ଶନିବାର ମଧ୍ୟରାତିରୁ ଧରାବତରଣ କରିବେ ପ୍ରଭୁ ଯୀଶୁ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦେଶର ସମସ୍ତ ଛୋଟବଡ ଚର୍ଚ୍ଚକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି    । ଏଥିସହ ସ୍ୱତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି । ସେପଟେ ବଡଦିନ ପାଇଁ ବଜାରରେ ପ୍ରବଳ ଭିଡ ଦେଖିବାକୁ…

୧୮ ବର୍ଷରେ ପୂର୍ଣ୍ଣ ସ୍ୱାଧୀନତା ସମାଜ ପାଇଁ ଭଲ ନୁହେଁ । ହାଇକୋର୍ଟରେ ମତ ରଖିଲେ କେରଳ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ

କନକ ବ୍ୟୁରୋ: ୧୮ ବର୍ଷ ପରେ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ସ୍ୱାଧିନତା ଦେବା ଉଚିତ୍ ନୁହେଁ ବୋଲି କେରଳ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେରଳ ସାଇନ୍ସ ଓ ହେଲ୍ଥ ୟୁନିଭର୍ସିଟି । ୧୮ ବର୍ଷରେ ପିଲାଙ୍କ ପରିପକ୍ୱତା ଆସି ନଥାଏ । ତେଣୁ ଏହି ବୟସରେ ପିଲାଙ୍କୁ ପୂର୍ଣ୍ଣ ସ୍ୱାଧିନତା ଦେବା…

ସେତୁର ସତ୍ୟତା ନେଇ ପ୍ରମାଣ ନଥିବା ସରକାରଙ୍କ ବୟାନକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ । ଟୁଇଟ କରି ତାତ୍ସଲ୍ୟ ସହ…

କନକ ବ୍ୟୁରୋ : ପୁଣି ଥରେ ଚର୍ଚ୍ଚାକୁ ଆସିଛି ରାମସେତୁ । ଭାରତ ଓ ଶ୍ରୀଲଙ୍କାକୁ ଯୋଡୁଥିବା ଏହି ସେତୁର ଅସ୍ତିତ୍ୱକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦାବି କରାଯାଇଛି । ପୂର୍ବରୁ ରାମସେତୁଙ୍କୁ ନେଇ ରାଜନୀତି ମଧ୍ୟ ହୋଇଛି । ବିଶେଷ କରି ବିଜେପି-କଂଗ୍ରେସ ମଧ୍ୟରେ ବୟାନବାଜୀ ଦେଖିବାକୁ…

ସିବିଆଇ ରିମାଣ୍ଡରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମଡି ଚନ୍ଦା କୋଚର ଓ ତାଙ୍କ ସ୍ୱାମି । ଚନ୍ଦା ଓ ଦୀପକଙ୍କ ମୁଣ୍ଡ…

କନକ ବ୍ୟୁରୋ : ବ୍ୟାଙ୍କ ରୁଣ ଦୁର୍ନୀତି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦ୍ରାକୋଚର ଓ ତାଙ୍କ ସ୍ୱାମୀଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଠକେଇ ଓ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ଶୁକ୍ରବାର ଏହି ଦମ୍ପତିଙ୍କୁ ଗିରଫ କରିଥିଲା ସିବିଆଇ । ଏକ ଋଣ ଠକେଇ ମାମଲାରେ…