Daily Archives

December 7, 2022

ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ମନା ! କିପ୍ୟାଡ୍ ଫୋନ୍ ନେଇ ଯିବେ ସେବାୟତ, ସୁରକ୍ଷାକର୍ମୀ, ଶ୍ରୀମନ୍ଦିର କର୍ମଚାରୀ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତରକୁ ଯାଇପାରବନି ସ୍ମାର୍ଟ ଫୋନ । ଏହାକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରିବା ପାଇଁ ଛତିଶା ନିଯୋଗ ବୈଠକରେ ନଷ୍ପତ୍ତି ନିଆଯାଇଛି । ରତ୍ନ ବେଦୀର ଫଟୋ ଭାଇରାଲ ହେବା ଏବଂ ଡ୍ରୋନ କ୍ୟାମେରାରେ ଶ୍ରୀମନ୍ଦିର ପରିସର ଦୃଶ୍ୟ ଭାଇରାଲ୍ ହେବା ପରେ କଡ଼ା କଟକଣା ଲଗାଇବାକୁ…

ଟାଇମ୍ ମାଗାଜିନରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ‘ପର୍ସନ ଅଫ୍ ଦି ଇଅର’ ଭାବେ ସ୍ଥାନିତ, ଯୁଦ୍ଧରେ ପୁଟିନଙ୍କୁ…

କନକ ବ୍ୟୁରୋ: ଟାଇମ୍ ମାଗାଜିନରେ ‘ପର୍ସନ ଅଫ ଦି ଇଅର’ ଭାବେ ସ୍ଥାନ ପାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ଟାଇମ୍ ମାଗାଜିନରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ୨୦୨୨ ବର୍ଷ ପାଇଁ ଟାଇମ ମାଗାଜିନ୍ ଜେଲେନସ୍କିଙ୍କୁ ଏହି ଶ୍ରେୟ ଦେଇଛି । ନିଜ ଦେଶର ସ୍ୱାଭିମାନ ରକ୍ଷା…

ଉପନିର୍ବାଚନ ଗଣତି ପୂର୍ବରୁ ବିଜେପିର ଅଭିଯୋଗ, ବଦଳାଯାଇଛି ଇଭିଏମ। ଜିଲ୍ଲାପାଳ କହିଲେ ଚାଲିଛି ତଦନ୍ତ ।

କନକ ବ୍ୟୁରୋ: ପଦମପୁର ଉପନିର୍ବାଚନ ପୂର୍ବରୁ ଇଭିଏମ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏଭଳି ଅଭିଯୋଗ ଆଣିଛନ୍ତି । ୧୧ଟି ବୁଥର ଇଭିଏମ ନଂ ମେଳ ଖାଉନଥିବା ଅଭିଯୋଗ କରିଛନ୍ତି ସେ । ବିଜେପିର ସ୍ଥିତି ଭଲ ଥିବା ବୁଥର ଇଭିଏମ ସମସ୍ୟା ହୋଇଥିବା ଅଭିଯୋଗ…

ତେଜୁଛି ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ । ବନ୍ଦ ହେଲା ଦୁଇ ରାଜ୍ୟରୁ ବସ ଚଳାଚଳ । ଗାଁ ଉପରେ ଅଧିକାର ନେଇ…

କନକ ବ୍ୟୁରୋ: ବଢୁଛି ମହାରାଷ୍ଟ୍ର କର୍ଣ୍ଣାଟକ ସୀମା ବିବାଦ । କର୍ଣ୍ଣାଟକକୁ ବସ୍ ସେବା ବନ୍ଦ କଲା ମହାରାଷ୍ଟ୍ର । ଦୀର୍ଘଦିନ ଧରି ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ସୀମାକୁ ନେଇ ବିବାଦ ସୃଷ୍ଟି ହୋଇଥିବାବେଳେ ଥମିବାର ନାଁ ଧରୁନି । ବରଂ ଏହା ଦିନକୁ ଦିନ ଉଗ୍ର ରୂପ ନେବାରରେ ଲାଗିଛି ।…

ମାଡ଼ିଆସୁଛି ବାତ୍ୟା ‘ମଣ୍ଡୋସ’ । ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପୁଡ୍ଡୁଚେରୀରେ ଆଲର୍ଟ । ୩ରାଜ୍ୟରେ ପ୍ରବଳ ବର୍ଷା…

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା’ ମଣ୍ଡୋସ’ ଯୋଗୁଁ ତାମିଲନାଡୁ ଓ ପୁଡୁଚେରୀରେ ଅଲର୍ଟ ଜାରି କରାଯାଇଛି । ଉତ୍ତର ଭାରତରେ ଥଣ୍ଡା ବଢ଼ୁଥିବାବେଳେ ଦକ୍ଷିଣ ଭାରତର କିଛି ସ୍ଥାନରେ ପାଗ ପରିବର୍ତନ ହୋଇ ବର୍ଷା ହେବାରେ ଲାଗିଛି । ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଭାରତର…