Daily Archives

December 30, 2022

ଗୋଷାଣୀ ନୂଆଗାଁସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୩ତମ ବାର୍ଷିକୋତ୍ସବ: ଯୋଗଦେଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର…

କନକ ବ୍ୟୁରୋ: ବ୍ରହ୍ମପୁର ଗୋଷାଣୀ ନୂଆଗାଁସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୩ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିଶୁମନ୍ଦିର ପରିଚାଳନା କମିଟି ସଭାପତି ପ୍ରଦୀପ୍ତ କୁମାର ଦାଶଙ୍କ ସଭାପତିତ୍ୱ ଆୟୋଜିତ ଏହି ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି ଭାବେ…

ଆଇସିୟୁରେ ଋଷଭ ପନ୍ତ, ହସ୍ପିଟାଲରେ ମା’ । ଜାଣନ୍ତୁ କଣ ରହିଛି ଟିମ୍ ଇଣ୍ଡିଆର ୱିକେଟ କିପରଙ୍କ ସ୍ୱାସ୍ଥ୍ୟବସ୍ଥା?

କନକ ବ୍ୟୁରୋ : ଶୁକ୍ରବାର ଭାରତୀୟ ୱିକେଟକିପର ବ୍ୟାଟର ଋଷଭ ପନ୍ତଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଋଷଭ ଗୁରୁତର ଭାବେ ଆହତ ହୋଇଛନ୍ତି । ଋଷଭଙ୍କ ପିଠି, ମୁଣ୍ଡ, ଗୋଡ ଓ ହାତରେ ଆଘାତ ଲାଗିଛି । ତେବେ ତୁରନ୍ତ ଋଷଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ…

୨୦୨୩ରେ କେମିତି ରହିବ ରାଜନୈତିକ ଦୃଶ୍ୟପଟ୍ଟ? କଂଗ୍ରେସର ଭାରତ ଯୋଡୋ ଯାତ୍ରାର କଣ ରହିବ ପ୍ରଭାବ?

କନକ ବ୍ୟୁରୋ: ୨୦୨୩ରେ ରାଜ୍ୟ ଓ ଜାତୀୟ ରାଜନୀତିର ଦୃଶ୍ୟପଟ୍ଟ କେମିତି ରହିବ । କଂଗ୍ରେସର ଗତି କୁଆଡେ, ଦଳର ପ୍ରଭାବ ଆଗାମି ଦିନରେ କେମିତି ରହିବ । ରାଜ୍ୟରେ ମୁଖ୍ୟତଃ ଭାବରେ କେଉଁ କେଉଁ ଦଳ ଭିତରେ ଲଢ଼େଇ ହେବ । ରାଜ୍ୟ ବିଜେପିର ନେତୃତ୍ୱ କିଏ ନେବ । ଏମିତି ବିଭିନ୍ନ ପ୍ରସଙ୍ଗରେ ଆଜି ବର୍ଷ…

ମାଲାମାଲ ହେଉଛନ୍ତି ସାଇବର ଠକ, ମାସକୁ କେବଳ ଭୁବନେଶ୍ୱରରୁ ଲୁଟୁଛନ୍ତି ଏକ କୋଟିରୁ ଅଧିକ ଟଙ୍କା । ଗତ ବର୍ଷକରେ…

କନକ ବ୍ୟୁରୋ : ସାମ୍ନାକୁ ଆସିଲା ସାଇବର ଠକେଇର ବାର୍ଷିକ ରିପୋର୍ଟ । ବାର ମାସରେ ଗୋଲ ହେଇଛି ୧୩ କୋଟି ଟଙ୍କା । ନାନା ରକମର ପ୍ରଲୋଭନ ଦେଖାଇ ଚୁନା ଲଗାଇଛନ୍ତି ସାଇବର ଲୁଟେରା । ଏଇ ବର୍ଷକ ଭିତରେ ରାଜଧାନୀରେ ସାଇବର ଠକେଇ ବଢିଥିବା ବେଳେ ସାଇବର ପୋଲିସର ସଫଳତା ଓ ବିଫଳତାକୁ ନେଇ ଆସିଛି…

ନୂଆବର୍ଷରେ ବଡଦାଣ୍ଡରେ ଭିଡ ଆଶଙ୍କା: ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା । ବଢିବ ବ୍ୟାରିକେଡ, ହଟିବ ଉଠାଦୋକାନ

କନକ ବ୍ୟୁରୋ: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ନୂଆ ବର୍ଷ ଆରମ୍ଭ କରିବାକୁ ଭକ୍ତ ଅପେକ୍ଷାରେ ରହିଛନ୍ତି । ଏବେଠୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦେଖିଲେ ଜାଣିହେଉଛି ନୂଆବର୍ଷରେ କେମିତି ଭିଡ ହେବ । ଶ୍ରୀକ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି…

ହାୱଡାରେ ବନ୍ଦେ ଭାରତ ଏକ୍ସପ୍ରେସ ଲଂଚ ଉତ୍ସବରେ ରାଗିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ବିଜେପି କର୍ମୀ ଜୟ ଶ୍ରୀ ରାମ…

କନକ ବ୍ୟୁରୋ : ହାୱଡାରେ ବନ୍ଦେ ଭାରତ ଏକ୍ସପ୍ରେସ ଲଂଚ ଉତ୍ସବ ବେଳେ ରାଗିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ବିଜେପି କର୍ମୀ ‘ଜୟ ଶ୍ରୀ ରାମ’ ନାରା ଲଗାଇବାରୁ ରାଗିଗଲେ ମମତା ବାନାର୍ଜି । ପ୍ରଥମେ ମଂଚ ଛାଡି ଚାଲିଯାଇଥିଲେ ମମତା ବାନାର୍ଜି ପରେ ପୁଣି ମଂଚ ଉପରକୁ ଆସି ଭାଷଣ ଦେଇଥିଲେ । ତେବେ…