Daily Archives

December 1, 2022

ଅଭିଯୁକ୍ତକୁ ଧରିବା ପାଇଁ ଆସି ତିଗିରିଆରେ ପୁଲିସ ହଟହଟା। ନୂଆପାଟଣା ବଜାର ରାସ୍ତାରେ ଉତେଜନା, ପୁଲିସ-ଜନତା…

କନକ ବ୍ୟୁରୋ: ଅଭିଯୁକ୍ତକୁ ଧରିବା ପାଇଁ ଯାଇଥିଲେ, ହେଲେ ମାଡ଼ଖାଇ ଫେରିଲେ ପୁଲିସ ବାବୁ । ଏକ ମାମଲାରେ ଅଭିଯୁକ୍ତକୁ ଧରିବା ପାଇଁ ତିଗିରିଆ ଥାନା ପଙ୍କାଳ ଗାଁକୁ ଯାଇଥିଲେ ଢେଙ୍କାନାଳ ସଦର ଥାନା ଏସଆଇ ଚନ୍ଦ୍ରକାନ୍ତ ସେଠୀ । ଅଭିଯୁକ୍ତଙ୍କ ସଂପର୍କୀୟଙ୍କ ଘରେ ଚଢ଼ାଉ କରିଥିଲେ । ଫେରୁଥିବା…

ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସରେ ବିଚଳିତ ଚାଇନା: କହିଲା ସୀମା ଶାନ୍ତି ପ୍ରତିଷ୍ଠା ପାଇଁ ହୋଇଥିବା ଚୁକ୍ତିର…

କନକ ବ୍ୟୁରୋ: ଉତରାଖଣ୍ଡରେ ଚାଲିଛି ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସ । ଏହାକୁ ନେଇ ଆପତି ଉଠାଇଛି ଚାଇନା । ଏହି ସମରଭ୍ୟାସ ସୀମାରେ ଶାନ୍ତି ସ୍ଥାପନ ପାଇଁ କରାଯାଇଥିବା ଦ୍ୱିପାକ୍ଷୀକ ଚୁକ୍ତିର ଉଲ୍ଲଂଘନ ବୋଲି ବେଜିଂ କହିଛି । ଚୀନ ବୈଦଶିକମନ୍ତ୍ରାଳୟ କହିଛି କି ଏଲଏସି ନିକଟରେ…

ଦିଲ୍ଲୀରୁ ଯାଇ ତେଲେଙ୍ଗାନାରେ ପହଁଚିଲାଣି ଅବକାରୀ ଦୁର୍ନୀତି ମାମଲା: ମାମଲାରେ ସାମ୍ନାକୁ ଆସିଲା ଟିଆରଏସ ନେତ୍ରୀ…

କନକ ବ୍ୟୁରୋ: ଦିଲ୍ଲୀ ଏକ୍ସସାଇଜ ପଲିସି ସ୍କାମକୁ ନେଇ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କିଛି ଦିନ ହେବ ଆରୋପପ୍ରତ୍ୟାରୋପ ଜୋରଦାର ଚାଲିଛି । ଏହା ଭିତରେ ନୂଆ ନାଁ ଏଟ୍ରିଂ ହୋଇଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ଟିଆରଏସ ବିଧାୟିକା କେ. କବିତାଙ୍କ ନାଁ ଯୋଡି…

ଓସାକ୍ସରେ ପାଳିତ ହେଲା ବିଶ୍ୱ ଏଡସ୍ ଦିବସ । “ସମାନତା” ବିଷୟକୁ ନେଇ ଏଡସ୍ ଦିବସ ପାଳନ ।

କନକ ବ୍ୟୁରୋ: ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ)ରେ “ସମାନତା” ବିଷୟକୁ ନେଇ ଆଜି ବିଶ୍ୱ ଏଡସ୍ ଦିବସ ପାଳନ କରାଯାଇଛି । ସମଗ୍ର ବିଶ୍ୱରେ ଏଡସ୍ ଯୋଗୁ ହେଉଥିବା ଅସମାନତାକୁ ଦୂର କରି ସମାନତା ଆଣିବା ଏବଂ ୨୦୩୦ ସୁଦ୍ଧା ଏଡସ୍ ସଂକ୍ରମଣର ମୂଳୋତ୍ପାଟନ ଲକ୍ଷ୍ୟ ହାସଲ ପାଇଁ ଓସାକ୍ସ…

ଦେଶରେ ଡିଜିଟାଲ ବ୍ୟବସାୟରେ ନୂଆ ଅଧ୍ୟାୟ: ରିଟେଲ ଇ-ରୁପି ସେବାର ପରୀକ୍ଷଣ ଆରମ୍ଭ

କନକ ବ୍ୟୁରୋ: ଆରବିଆଇ ଜାରି କରିଲା ଡିଜିଟାଲ ଖୁଚୁରା ଟଙ୍କା । ପରୀକ୍ଷା ମୂଳକ ଭାବେ ଦେଶର ୪ଟି ସହରରରେ ଇ-ରୁପି ବା ଡିଜିଟାଲ କରେନ୍ସିର ସେବା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ, ଦିଲ୍ଲି, ବେଙ୍ଗାଲୁର ଓ ଭୁବନେଶ୍ୱରରେ ଡିଜିଟାଲ କରେନ୍ସି ଲଂଚ ହୋଇଛି ।ଏହାର ନାଁ ରହିଛି ସିବିଡିସ…

ମଲ୍ଲିକାର୍ଜୁନ ଖଡ଼ଗେଙ୍କ ରାବଣ ଉପାଖ୍ୟାନ ଉପରେ ଜବାବ ରଖିଲେ ପ୍ରଧାନମନ୍ତ୍ରୀ: କହିଲେ ଯେତିକି ଗାଳି ମିଳିବ, ସେତିକି…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରାବଣ ସହ ତୁଳନା କହିବା ପରେ ରାଜନୀତି ଜୋର ଧରିଛି । ଏହି ଟିପ୍ପଣୀକୁ ନେଇ କଂଗ୍ରେସ ଉପରେ ବର୍ଷିଛି ବିଜେପି । ମୋଦି କହିଛନ୍ତି , କଂଗ୍ରେସ ରାମଭକ୍ତଙ୍କୁ ଅପମାନ କରୁଛି । ମୋଦିଙ୍କୁ ଗୁଜୁରାଟ ଦେଇଥିବା…