Daily Archives

December 3, 2022

ଏଟିଏମରୁ ହୋଇପାରନ୍ତି ଠକାମୀର ଶିକାର: ଟଙ୍କା ଉଠାଇଲା ବେଳେ ଏହି ସବୁ ଦିଗ ଉପରେ ରଖନ୍ତୁ ନଜର 

କନକ ବ୍ୟୁରୋ: ଏଟିଏମରୁ ଟଙ୍କା ଉଠାଇଲା ବେଳେ ହୋଇ ଯାଆନ୍ତୁ ସାବଧାନ । ନଚେତ ଆପଣ ହୋଇପାରନ୍ତି ଠକାମୀର ଶିକାର । ଏବେ ବିନା କ୍ୟାସରେ ବି ଆପଣଙ୍କ ଜରୁରୀ କାମ କରିପାରୁଥିବେ । କାରଣ ଏବେ ଅନଲାଇନ ପେମେଣ୍ଟ  ସବୁଠି ଉପଲବ୍ଧ ହେଉଛି । ଏହାସହ ବେଳେ ବେଳେ ଆମକୁ କ୍ୟାସର ଆବଶ୍ୟକତା ପଡିଥାଏ ।…

ଶ୍ରଦ୍ଧା ହତ୍ୟାକାଣ୍ଡ ପରେ ରାଜଧାନୀ ଦିଲ୍ଲୀରେ ଆଉଏକ ବିଭତ୍ସ ହତ୍ୟାକାଣ୍ଡ । ଲିଭ-ଇନ ପାର୍ଟନରଙ୍କୁ ନିର୍ମମ ହତ୍ୟା

କନକ ବ୍ୟୁରୋ : ପୁଣି ଥରେ ବିଭତ୍ସ ହତ୍ୟାରେ ଥରିଛି ରାଜଧାନୀ ଦିଲ୍ଲୀ । ତିଲକ ନଗରରେ ଲିଭ ଇନ୍-ପାର୍ଟନରଙ୍କୁ ହତ୍ୟା କରି ଦିଲ୍ଲୀରୁ ଫେରାର ଥିବା ଅପରାଧୀକୁ ପଂଜାବରୁ ଗିରଫ କରାଯାଇଛି । ମନପ୍ରୀତ ନାମକ ଏହି ଅଭିଯୁକ୍ତ ରେଖାରାଣୀ ନାମ୍ନୀ ମହିଳାଙ୍କ ସହ ଦୀର୍ଘ ବର୍ଷ ହେବ ଲିଭ ଇନ…

ରାହୁଲ ଗାନ୍ଧୀଙ୍କ ‘ଜୟ ସିୟାରାମ’ ବୟାନକୁ ନେଇ ବିବାଦ । ବିଜେପି କହିଲା, ବିଜେପିକୁ ଦରକାର ନାହିଁ ରାହୁଲଙ୍କ…

କନକ ବ୍ୟୁରୋ : ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ ଏକ ବୟାନକୁ ନେଇ ବିବାଦ ଜୋର ଧରିଛି । ଶୁକ୍ରବାର ବିଜେପି ଓ ଆରଏସଏସକୁ ‘ଜୟ ସିୟାରାମ’ କହିବାକୁ ପରାମର୍ଶ ଦେଇଥିଲେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ । ରାହୁଲଙ୍କ ଏହି ବୟାନ ପରେ ବିଜେପି ଆକ୍ରମଣାତ୍ମକ ଆଭିମୁଖ୍ୟ…

ଚର୍ଚ୍ଚାରେ ଦୂତୀ ଚାନ୍ଦଙ୍କ ସୋସିଆଲମିଡିଆ ଫଟୋ: କନକ ନ୍ୟୁଜକୁ ସ୍ପଷ୍ଟିକରଣ ଦେଲେ ଦୌଡରାଣୀ

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସ୍ପ୍ରିଂଟର ଦୂତୀ ଚାନ୍ଦ । ଏହି ଚର୍ଚ୍ଚା କୌଣସି ନୂଆ ରେକର୍ଡ କିମ୍ବା ତାଙ୍କ ପ୍ରଫେସଲନାଲ କ୍ୟାରିୟରକୁ ନେଇ ନୁହେଁ , ବରଂ ତାଙ୍କ ଜୀବନସାଥୀଙ୍କୁ ନେଇ । ତାଙ୍କ ସାଥୀଙ୍କ ସହ ରୋମାଂଟିକ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଏହି ଅନ୍ତର୍ଜାତୀୟ ଧାବିକା ।…

ବାଲେଶ୍ୱରରେ ଆତଙ୍କ । କୁକୁର କାମୁଡାରେ ୩୦ ଆହତ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି 

କନକ ବ୍ୟୁରୋ: ବାଲେଶ୍ୱରରେ ବୁଲା କୁକୁର ଆତଙ୍କ । ପ୍ରାତଃ ଭ୍ରମଣ ବେଳେ କୁକୁର କାମୁଡ଼ାରେ ଶିକାର ହେଲେ ୩୦ରୁ ଅଧିକ ଲୋକ । ଯାହାକୁ ନେଇ ବାଲେଶ୍ୱର ପଠାଣ ମହଲା ଅଞ୍ଚଳରେ ଭୟର ମାହୋଲ ଦେଖିବାକୁ ମିଳିଛି । ତେବେ ହିଂସ୍ର କୁକୁରକୁ ସ୍ଥାନୀୟ ଲୋକେ ପିଟି ପିଟି ମାରି ଦେଇଥିବା ସୂଚନା ରହିଛି ।…

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା : ତେଲେଙ୍ଗାନା ଯାଏଁ ଲମ୍ବିଛି ଦୁର୍ନୀତି ଚେର! ସାମ୍ନାକୁ ଆସିଲା କେସିଆର…

କନକ ବ୍ୟୁରୋ : ଯେଉଁ ଅବକାରୀ ନୀତି ଦୁର୍ନୀତିକୁ ନେଇ ଉଠୁଛି ପଡୁଛି ରାଜଧାନୀ ଦିଲ୍ଲୀ ଏବେ ସେହି ଦୁର୍ନୀତିର ଚେର ଦକ୍ଷିଣ ଭାରତର ପ୍ରମୁଖ ରାଜ୍ୟ ତେଲେଙ୍ଗାନା ପର୍ଯର୍୍ୟନ୍ତ ଲମ୍ବିଥିବା ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ସେହି ସମୟରେ ସାମ୍ନାକୁ ଆସିଛି ଯେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ…