Daily Archives

December 16, 2022

ବିଷାକ୍ତ ମଦ ମୃତ୍ୟୁକୁ ନେଇ ଉଠୁଛି ପଡୁଛି ବିହାର: ନୀତିଶ କୁମାର କହିଲେ, ମଦ ପିଇ ମଲେ ଟଙ୍କା ଟିଏ ବି ଦିଆଯିବନି

କନକ ବ୍ୟୁରୋ: ବିଷାକ୍ତ ମଦ ମୃତ୍ୟୁକୁ ନେଇ ବିହାର ରାଜନୀତି ଉଠୁଛୁ ପଡୁଛି । ଆଉ ଏହାରି ଭିତରେ ବିହାର ବିଧାନସଭାରେ ମଦ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ ବୟାନ ଦେଇଛନ୍ତି । କହିଛନ୍ତି ଯିଏ ମଦ ପିଇବ, ସିଏ ମରିବ । ଆଉ ମଦ ପିଇ ମଲେ ଟଙ୍କା ଟିଏ ବି ସହାୟତା ମିଳିବ ନାହିଁ ।…

ଶିମିଳିପାଳ ହାତୀ ହତ୍ୟାର ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ: ବନ କର୍ମଚାରୀ କେମିତି ନଷ୍ଟ କରିଥିଲେ ପ୍ରମାଣ ସବୁ ଜାଣିଥିଲେ…

କନକ ବ୍ୟୁରୋ: ଶିମିଳିପାଳ ଜେନାବିଲ ରେଞ୍ଜର ମୃତ ଦନ୍ତାହାତୀ ପୋଡିବା ଘଟଣାର ପ୍ରତ୍ୟକ୍ଷଦର୍ଶୀ ତୁରାମ ପୂତିଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ହାତୀ ଶିକାର ହେବା ଘଟଣାକୁ ନେଇ ଧରପଗଡ ପରେ, ବନ ବିଭାଗ କର୍ମଚାରୀଙ୍କ ଧମକ ଯୋଗୁଁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତୁରାମ…

ଦୁର୍ନୀତିଗ୍ରସ୍ତଙ୍କ ପାଇଁ ଜରୁରୀ ନୁହେଁ ସିଧାସଳଖ ପ୍ରମାଣ: ପାରିପାଶ୍ୱିର୍କ ପ୍ରମାଣ ଆଧାରରେ ହୋଇପାରିବେ ଦୋଷୀ

କନକ ବ୍ୟୁରୋ: ଲାଂଚ ନେଇ ଧରା ପଡୁଥିବା ସରକାରୀ ବାବୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ଏଣିକି ଆହୁରି ସହଜ ହେବ । କାରଣ, ଦୁର୍ନୀତିଗ୍ରସ୍ତ ବାବୁଙ୍କ ଦୋଷ ପ୍ରମାଣ କରିବା ପାଇଁ ଆବଶ୍ୟକ ହେଉଥିବା ଡାଇରେକ୍ଟ ଏଭିଡେନ୍ସ ବା ସିଧାସଳଖ ପ୍ରମାଣ ଆଉ ଜରୁରୀ ନୁହେଁ । ଏଭଳି ଏକ ରାୟ ଦେଇଛନ୍ତି…

ଏନଜିଟି ନୋଟିସ ନେଇ ପ୍ରତିକ୍ରିୟା: ଶ୍ରୀମନ୍ଦିର ପ୍ରଶାସନ କହିଲା, କାହିଁକି ଜରିମାନା ଦେବେ ଜଗନ୍ନାଥ?

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ନିଜିଗଡ ତାପଙ୍ଗ ଅଂଚଳରୁ ବେଆଇନ ମାଙ୍କଡା ପଥର ଖଣି ଖନନ ଓ ଜଙ୍ଗଲ ନଷ୍ଟକୁ ନେଇ ଶ୍ରୀମନ୍ଦିର ଉପରେ ୧୨କୋଟି ଟଙ୍କାର ଜରିମାନା କଷିଛି ନେସନାଲ ଗ୍ରୀନ ଟ୍ରିବ୍ୟୁନାଲ । ଅର୍ଥାତ୍ ମହାପ୍ରୁଭୁ ଜଗନ୍ନାଥଙ୍କୁ ଜରିମାନା କରାଯାଇଛି । ଟଙ୍କା ପୈଠ ପାଇଁ…

କେନ୍ଦ୍ରୀୟ ଡେପୁଟେସନରୁ ଫେରିଲେ ଉଷା ପାଢୀ, ମିଳିଲା ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ।

କନକ ବ୍ୟୁରୋ: ଆଇଏଏସସ୍ତରରେ ଅଦଳବଦଳ ହୋଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଉଷା ପାଢୀ । ୧୯୯୬ ବ୍ୟାଚର ଆଇଏଏସ ଅଧିକାରୀଙ୍କୁ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ବିଭାଗର ମିଳିଲା ଦାୟିତ୍ୱ ମିଳିଛି । ଏହା ସହ ସେ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ପାଇଛନ୍ତି । ସେହିଭଳି…

ବରବେଶରେ ଅନୁଭବ ମହାନ୍ତି, ଭାଇରାଲ ହେଉଛି ଫଟୋ ଓ ଭିଡିଓ: ସାମନାକୁ ଆସିଲା ବେଶ ପଛର କାହାଣୀ

କନକ ବ୍ୟୁରୋ: ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଛେଦ ପାଇଁ କଟକ ଫ୍ୟାମିଲି କୋର୍ଟରେ ମାମଲା ଚାଲିଛି । ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତିଙ୍କ ସହ ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କୁ ବାରମ୍ବାର ଦେଖିବାକୁ ମିଳୁଛି । ଆଉ ଏହାରି ଭିତରେ ଜୋରଦାର ଚର୍ଚ୍ଚା ସାଉଁଟିଛି ଅନୁଭବ…