Daily Archives

December 18, 2022

ଫିଫା ବିଶ୍ୱକପ ଚାମ୍ପିୟନ୍ ହେଲା ଆର୍ଜେଣ୍ଟିନା । ସତ ହେଲା ମେସିଙ୍କ ସ୍ୱପ୍ନ । ଫ୍ରାନ୍ସକୁ ହରେଇ ଟ୍ରଫି ଜିତିଲା…

କନକ ବ୍ୟୁରୋ: ଫିଫା ବିଶ୍ବକପ୍‌-୨୦୨୨ର ଫାଇନାଲ ମ୍ୟାଚ୍‌ରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଛି । ଲିଓନେଲ ମେସିଙ୍କ ସ୍ବପ୍ନ ପୂରା ହୋଇଛି। ଶେଷ ପର୍ଯ୍ୟାୟରେ ଫ୍ରାନ୍ସର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ ବି ପରାସ୍ତ ହୋଇଛନ୍ତି। ପେନାଲ୍ଟି ସୁଟଆଉଟରେ ଆର୍ଜେଣ୍ଟିନା ୪-୨‌ରେ…

ଏବେବି କମିନି ଜଡ଼ିବୁଟି ଔଷଧର ଚାହିଦା। ଉପକାରୀ ଆୟୁର୍ବେଦିକ୍ ଔଷଧ ପ୍ରସ୍ତୁତ କରୁଛନ୍ତି ଡାକ୍ତର।

କନକ ବ୍ୟୁରୋ: ଆଧୁନିକ ଯୁଗରେ ଏଲୋପାଥିକ୍ ଓ ହୋମିଓପାଥିକ୍ ମେଡ଼ିସିନ୍ ବହୁଳ ବ୍ୟବହାର ହେଉଥିଲେ ବି କମିନି ଜଡ଼ିବୁଟି ଔଷଧର ଚାହିଦା । ହରିଡ଼ା, ଅଁଳା, ବାହାଡ଼ା, ଭୂଇଁ କଖାରୁ ଭଳି ସାମଗ୍ରୀରୁ ବିଭିନ୍ନ ପ୍ରକାରର ଉପକାରୀ ଆୟୁର୍ବେଦିକ୍ ଔଷଧ ପ୍ରସ୍ତୁତ କରୁଛନ୍ତି ଡାକ୍ତର । କଲିକତା, ରାୟପୁର ଓ…

ପଦ୍ମାଙ୍କ ହାତର ଯାଦୁରେ ଚମକୁଛି ସୁନ୍ଦର ସୁନ୍ଦର କଳାକୃତି। ଚିତ୍ରକଳାର ନିଶା ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ।

କନକ ବ୍ୟୁରୋ: ପଦ୍ମାଙ୍କ ହାତର ଯାଦୁରେ ଚମକୁଛି ସୁନ୍ଦର ସୁନ୍ଦର କଳାକୃତି । ଜଗନ୍ନାଥ ଓ ଗଣେଷଙ୍କ ଭଳି ଦେବାଦେବୀଙ୍କ ପ୍ରତିମୂର୍ତି ପଟ୍ଟଚିତ୍ର, ଡଟ୍ ପେଣ୍ଟିଂ, ଫେବ୍ରିକ୍ ପେଣ୍ଟିଂ, ବଟଲ ପେଣ୍ଟିଂ ଓ ରେଜିଙ୍ଗ ପେଣ୍ଟିଂ ସେ ନିଜ ହାତରେ ତିଆରି କରୁଛନ୍ତି । ଏହି କଳା ତାଙ୍କୁ ଦେଇଛି…

କଟକରେ କଲିକତା ଫୁଲଚାରାର ସମ୍ଭାର। ଦେଶୀ ଓ ବିଦେଶୀ ଫୁଲ କିଣିବାକୁ ଗ୍ରାହକଙ୍କ ଜମୁଛି ଭିଡ଼।

କନକ ବ୍ୟୁରୋ: ରାସ୍ତାକଡ଼ରେ ଶୋଭାପାଉଛି ବିଭିନ୍ନ ପ୍ରକାରର ଦେଶୀ ଓ ବିଦେଶୀ ରଙ୍ଗୀନ ଫୁଲଗଛ । କଟକର ବାରବାଟୀ ଷ୍ଟାଡ଼ିୟମ ନିକଟ ରାସ୍ତାକଡ଼ରେ ମନମୋହୁଛି କଲିକତା ଫୁଲର ସମ୍ଭାର । ଆଉ ରାସ୍ତାରେ ଯାଉଥିବା ଲୋକଙ୍କୁ ଏହି ଫୁଲ ଗଛ ଅଟକି ଯିବାକୁ ବାଧ୍ୟ କରୁଛି । କଲିକତା, ପୁନେ ଓ ବାଙ୍ଗାଲୋରରୁ…

ଲାଖ କାମ ପାଇଁ ନବରଙ୍ଗପୁର ଜିଲ୍ଲାର ରହିଛି ସ୍ୱତନ୍ତ୍ର ପ୍ରସିଦ୍ଧି। ପିଢି ପରେ ପିଢି ଏହି କାମକୁ ଆପଣାଇ ରୋଜଗାର…

କନକ ବ୍ୟୁରୋ: ଲାଖ କାମ ପାଇଁ ନବରଙ୍ଗପୁର ଜିଲ୍ଲାର ରହିଛି ସ୍ୱତନ୍ତ୍ର ପ୍ରସିଦ୍ଧି । ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଏହାର ଚାହିଦା ରହିଛି । ଆଉ ପିଢି ପରେ ପିଢି ଏହି କାମକୁ ଆପଣାଇ କିଛି ରୋଜଗାର କରୁଛନ୍ତି କାରିଗର । କଂଚାମାଲ, ପ୍ରୋତ୍ସାହନ ଅଭାବରୁ ଲାଖ ହସ୍ତଶିଳ୍ପ ଲୋପ ପାଇବାକୁ…